Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୨୫ ସୋମବାର ବର୍ଷର ପ୍ରଥମ ଏବଂ ବଡ଼ ଚନ୍ଦ୍ରଗହଣ । ପାଞ୍ଚଟି ରାଶି ହେବେ କୋଟିପତି । ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ପ୍ରାୟ ୧୫୦ ବର୍ଷ ପରେ ଚଳିତ ବର୍ଷରେ ଏକ ସ୍ୱତନ୍ତ୍ର ଚଦ୍ରଗ୍ରହଣ ପଡ଼ିବାକୁ ଯାଉଛି । ଯାହାକି ୨୦୨୪ ମାର୍ଚ୍ଚ ୨୫ ରେ ପଡ଼ିବାକୁ ଯାଉଛି । ଏହିଦିନ ୨୧ ପ୍ରକାରର ଶୁଭ ଯୋଗ ବନିବାକୁ ଯାଉଛି । ଯାହାର ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ପଡ଼ିବାକୁ ଯାଉଛି । ସେଥିମଧ୍ୟରୁ ପାଞ୍ଚଟି ଭାଗ୍ୟଶାଳୀ ରାଶିର ଜୀବନ ଏହି ଚନ୍ଦ୍ରଗ୍ରହଣ ପରେ ସମ୍ପୂର୍ଣ୍ଣ ବଦଳିଯିବ । ମାର୍ଚ୍ଚ ୨୫ ତାରିଖ ଦିନ ଯେଉଁ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ତାହା ମହା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ମାର୍ଚ୍ଚ ୨୫ ରେ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ମଧ୍ୟ ପଡ଼ୁଛି । ଚନ୍ଦ୍ର ଗ୍ରହଣ ଲାଗିବା ସମୟରେ ସବୁ ଦୈବିକ ଶକ୍ତିର ପ୍ରଭାବ ନିରର୍ଥକ ହୋଇଯାଏ । ତେଣୁ ଏହି ସମୟରେ କୌଣସିବି ଉପାୟ କଲେ ତାହାର ନିଶ୍ଚୟ ଲାଭ ମିଳିଥାଏ ।

ଏହିଦିନ କରାଯାଉଥିବା ଖାସ ଉପାୟ କିଭଳି ଆପଣଙ୍କ ଭାଗ୍ୟ ବଦଳାଇବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ବାସ କରବାକୁ ଆସନ୍ତି । ଏହିଦିନ ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ପୂଜା ପାଠ କରନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ନିଶ୍ଚିତ ଆଶୀର୍ବାଦ ଦେବେ । ୨୦୨୪ ମାର୍ଚ୍ଚ ୨୬ ସୋମବାର ଦିନ ଏହି ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଯାହାକି ସକାଳ ୧୦.୦୨ ରୁ ଆରମ୍ଭ ହୋଇ ଦ୍ୱିପ୍ରହର ୦୩.୦୨ ପର୍ଯ୍ୟନ୍ତ ରହିବ । ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖା ଯିବନାହିଁ ତେଣୁ ଏହାର ସୂତକ ମାନ୍ୟ ହେବନାହିଁ । ତେବେ ଏହି ଚନ୍ଦ୍ରଗ୍ରହଣ ଦିନ ପାଞ୍ଚଟି ଭାଗ୍ୟଶାଳୀ ରାଶିର ବ୍ୟକ୍ତି ମାତା ଲକ୍ଷ୍ମୀଙ୍କ କୃପାରୁ କୋଟିପତି ହେବାକୁ ଯାଉଛନ୍ତି ।

୧ . ମେଷ ରାଶି:- ମାତା ଲକ୍ଷ୍ମୀଙ୍କ କୃପା ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବାକୁ ଯାଉଛି । ଏମାନଙ୍କ ସୁଖ ସୌଭାଗ୍ୟରେ ବୃଦ୍ଧି ହେବ । ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଭଲ ହେବ । ଆପଣଙ୍କ କାମର ପ୍ରଭାବ ବଢ଼ିବ ଏବଂ ଆପଣଙ୍କୁ କୌଣସି ବଡ଼ ପଦ ମଧ୍ୟ ମିଳିପାରେ । ବ୍ୟବସାୟ କରୁଥିବା ଲୋକଙ୍କୁ ନିଜ ବିଜନେସରେ ଉନ୍ନତି ମିଳିବ । ହଠାତ ଧନଲାଭର ଯୋଗ ସୃଷ୍ଟି ହେଉଛି ।

୨ . ବୃଷ ରାଶି:- ଚନ୍ଦ୍ରଗ୍ରହଣ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଏହାର ଶୁଭ ପ୍ରଭାବରୁ ଆପଣଙ୍କ ଭାଗ୍ୟ ବଦଳିବ ଏବଂ ଭାଗ୍ୟ ଚମକିବ । କୌଣସି ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟକୁ ସମ୍ପାଦନ କରି ପାରନ୍ତି । ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ।

୩ . କନ୍ୟା ରାଶି:- ମାତା ଲକ୍ଷ୍ମୀଙ୍କ କୃପା ଏହି ରାଶି ଉପରେ ଚନ୍ଦ୍ରଗ୍ରହଣ ଠାରୁ ଭଲ ପଡ଼ିବାକୁ ଯାଉଛି । ଆପଣଙ୍କୁ ଭାଗ୍ୟର ସାଥ ମିଳିବ ଏବଂ ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଚନ୍ଦ୍ରଗ୍ରହଣ କାରଣରୁ ଭଲ ଫଳ ମିଳିବ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ ଏବଂ ପରିବାରରେ ସୁଖ ସମୃଦ୍ଧି ଆସିବ ।

୪ . ଧନୁ ରାଶି:- ଏହି ଶୁଭ ଚନ୍ଦ୍ରଗ୍ରହଣର ପୁରା ଲାଭ ଏହି ରାଶିର ବ୍ୟକ୍ତି ଉଠାଇବେ । ମାତା ଲକ୍ଷ୍ମୀଙ୍କ କୃପା ଏମାନଙ୍କ ଉପରେ ରହିବ । କ୍ୟାରିଅରରେ ଅନେକ ନୂଆ ଅବସର ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ କରୁଥିଲେ ଲାଭର ଅବସର ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ବାପା ମା’ଙ୍କ ସହିତ ସମ୍ପର୍କ ଦୃଢ଼ ହେବ ।

୫ . ସିଂହ ରାଶି:- ମାତା ଲକ୍ଷ୍ମୀଙ୍କ କୃପା ଏହି ଚନ୍ଦ୍ର ଗ୍ରହଣରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ । ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ । ଜୀବନରେ ନୂଆ ଅବସର ମିଳିବାକୁ ଯାଉଛି । ଯାହାଦ୍ୱାରା ଜୀବନରେ ଅନେକ ଉନ୍ନତି ଆସିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *