Excuse Me Odisha

ଯାହା କହିବୁ ସତ କହିବୁ

ତୁ ଗୋଟେ ଚାକର,ଚାକର ହିସାବରେ ରହ…ପୁଣି ଓଲା ଡ୍ରାଇଭରା ଓ ଯୁବତୀଙ୍କ ମଧ୍ୟରେ ଲଢେଇ,ଦେଖନ୍ତୁ ଭିଡ଼ିଓ

ସେୟାର୍ କରନ୍ତୁ

ବର୍ତ୍ତମାନ ସମାଜରେ ନାରୀ ମାନଙ୍କୁ ସୁର-କ୍ଷା ଦେବା ପାଇଁ ଅନେକ ନି-ୟମ ରହିଛି । ଗୋଟେ ପୁରୁଷ ଓ ନାରୀ ମଧ୍ୟରେ ସମାଲୋଚକ ମାନେ ସର୍ବଦା ପୁରୁଷକୁ ଦୋ-ଷୀ ସାବ୍ୟସ୍ତ କରିଥାନ୍ତି । ତେବେ ସମାଜରେ ଝିଅ ମାନଙ୍କ ପ୍ରତି ଯେଉଁ ସବୁ ଦୁ-ର୍ବ୍ୟବ-ହାର ହେଉଛି ସେଥିପାଇଁ ଜନତା ଅଧିକ ପରିମାଣରେ ଝିଅକୁ ହିଁ ବିଶ୍ୱାସ କରିଥାନ୍ତି । କିନ୍ତୁ ବେଳେବେଳେ ଝିଅ ଏହିସବୁ କଥାକୁ ଦୃ-ଷ୍ଟିରେ ରଖି ଅପ-ବ୍ୟବ-ହାର କରିଥାଏ ଅର୍ଥାତ୍ ଝିଅ ନିଜେ ଭୁଲ କରି ପୁଅ ନାଁ ରେ ଦୋ-ଷ ଆ-ରୋପ କରିଥାଏ । ଆଉ ଗୋଟେ ଝିଅର କଥାକୁ ସ୍ଵାଭା-ବିକ ଭାବରେ ଲୋକମାନେ ସରଲତାର ସହ ବିଶ୍ୱାସ କରିନେଇଥାନ୍ତି । ତେବେ ବର୍ତ୍ତମାନ ଏହିଭଳି ଏକ ଘ-ଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଘଟ-ଣାଟି ଜଣେ ଓଲା ଡ଼୍ରାଇଭର ଓ ଯୁବତୀ ଙ୍କ ମଧ୍ୟରେ । ଯାହାର ଏକ ଭିଡିଓ ବନାଇ ଓଲା ଡ଼୍ରାଇଭର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଡ୍ରାଇଭର ଜଣକ ଯଦି ଏହି ଭିଡିଓ ନ ବନେଇଥାନ୍ତେ ତେବେ ହୁଏତ ଆଜି ତାଙ୍କ କଥାକୁ କେହି ବିଶ୍ୱାସ କରିନଥାନ୍ତେ । ତେବେ ଭାଇରାଲ ଭିଡିଓରେ ଉଭୟ ଓଲା ଡ଼୍ରାଇଭର ଓ ଯୁବତୀ ଦୀର୍ଘ ସମୟ ଧରି ଯୁ-କ୍ତିତ-ର୍କ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ସୂଚନା ଅନୁଯାୟୀ ଯୁବତୀ ଜଣକ କୌଣସି ସ୍ଥାନକୁ ଯିବା ପାଇଁ ଅନଲାଇନ୍ ଜରିଆରେ ଓଲା କ୍ୟାବ ବୁକ୍ କରିଥିଲେ । ଯୁବତୀ ଜଣକ ସେହି ସ୍ଥାନରେ ପହଞ୍ଚିବା ପରେ କ୍ୟାବ ରୁ ନ ଓହ୍ଲାଇ ଅନ୍ୟତ୍ର ଯିବାକୁ ଡ଼୍ରାଇଭର ଙ୍କୁ ନି-ର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ଏହା ଓଲା ଡ଼୍ରାଇଭର ପାଇଁ ନି-ୟମ ବି-ରୁଦ୍ଧ ଅଟେ । ପଲିସି ଅନୁଯାୟୀ ଯାତ୍ରୀ ଯେଉଁ ସ୍ଥାନ ପର୍ଯ୍ୟନ୍ତ ବୁକ୍ କରିଥିବେ ସେହି ସ୍ଥାନ ପର୍ଯ୍ୟନ୍ତ ଯାଇପାରିବେ । ତେବେ ଡ୍ରାଇଭର ଯାତ୍ରୀଙ୍କୁ ଆଗକୁ ଯିବାକୁ ମନା କରିଦେଇଥିଲେ , ଯଦି ଆଗକୁ ଯିବେ ତେବେ ଆଉ ଥରେ କ୍ୟାବ ବୁକ୍ କରିବାକୁ ପଡ଼ିବ ବୋଲି କହିଥିଲେ । କିନ୍ତୁ ମହିଳା ଯାତ୍ରୀ ଜଣକ ଏସବୁ ଶୁଣିବାକୁ ନା-ରାଜ ଥିଲେ । ଅନ୍ୟ ସ୍ଥାନକୁ ନେଇଯିବା ପାଇଁ ମହିଳା ଜଣକ ଜି-ଦ୍ ଧରିଥିଲେ । ଡ୍ରାଇଭର ତାଙ୍କୁ ହାତ ଯୋଡିଲେ ମଧ୍ୟ ମହିଳା ଜଣକ ଧ-ମକ ଦେଇଥିଲେ କି ” ତୁ ଜାଣିନୁ ମୁ କଣ କରିପାରିବି , ମୋର ଗୋଟେ କଂପ୍ଲେନ ରେ ତ ଚାକିରି ଚାଲିଯିବ , ମୁ ତ କ୍ୟାରିଅର ବ-ର୍ବାଦ କରିଦେବି , ତୁ ଗୋଟେ ଚାକର ଚାକର ହିସାବରେ ରହ , ମୁ ଯାହା କହିବି ଲୋକେ ବିଶ୍ୱାସ କରିବେ କାହିଁକି ନା ମୁ ଗୋଟେ ଝିଅ ” ଏହିଭଳି ଅନେକ କଥା କହିଥିଲେ ମହିଳା ଜଣକ । ତେବେ ଏସବୁ ଘଟଣାକୁ ଡ୍ରାଇଭର ନିଜ ମୋବାଇଲ ରେ ରେ-କର୍ଡ କରିନେଇଥିଲେ । ମହିଳା ଜଣକ ଭିଡିଓ ବନ୍ଦ୍ କରିବାକୁ କହିଥିଲେ ଏପରିକି ପୋ-ଲିସ ଧ-ମକ ମଧ୍ୟ ଦେଇଥିଲେ । ତେବେ ସେହି ଭିଡିଓ ଯୋଗୁ ଡ୍ରାଇଭର ଉପରେ କୌଣସି ଦୋ-ଷ ଲାଗିପାରିଲା ନାହିଁ । ଶେଷରେ ମହିଳା ଜଣକ ବୋଧ ହୁଏ ନିଜ ଭୁଲ ବୁଝିପାରେ କ୍ୟାବ ରୁ ଓହ୍ଲାଇ ଯାଇଥିଲେ । ଏତତବ୍ୟତୀତ ଡ୍ରାଇଭର ଜଣକ ସମସ୍ତ ପୁରୁଷ ମାନଙ୍କୁ ଏହିଭଳି ଝିଅ ମାନଙ୍କ ପାଖରୁ ସଚେ-ତନ ରହିବାକୁ କହିଥିଲେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *