Excuse Me Odisha

ଯାହା କହିବୁ ସତ କହିବୁ

ଗୁପ୍ତମନ୍ତ୍ର : ୧୫ ନଭେମ୍ବର ଶେଷ ସୋମବାର,ନନ୍ଦୀଙ୍କ କାନରେ ଚୁପଚାପ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର,୨୪ ଘଣ୍ଟାରେ ପୂରଣ ହେବ ସବୁ ଇଛା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଅପଣ ମାନଙ୍କୁ ଜଣେଇବୁ ୧୫ ନଭେମ୍ବର ଶେଷ ସୋମବାର ନନ୍ଦି କାନରେ ଚୁପଚାପ କହିଦିଅନ୍ତୁ ଏହି ଗୋଟିଏ ମନ୍ତ୍ର ୨୪ଘଣ୍ଟାରେ ପୂରଣ ହେବ ସବୁ ଇଛା।

ବନ୍ଧୁଗଣ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିକୁ ଦେବତ୍ୱପୁର୍ଣ ଏକାଦଶୀ କୁହାଯାଏ। ଏହି ଏକାଦଶୀକୁ ଅନେକ ନାମରେ ଜାଣିଥାନ୍ତି। ଦେବ ପ୍ରଭେଦେନି ଏକାଦଶୀ ଦେବଗ୍ନି ଏକାଦଶୀ ବି କୁହାଯାଇଥାଏ। ଏହି ଏକାଦଶୀ ଦୁଇ ଦିନ ପଡ଼ୁଥିବାରୁ ୧୪ ଏବଂ ୧୫ ନଭେମ୍ବରକୁ ମନାଯିବ। ଏହି ଏକାଦଶୀ ବହୁତ ଶୁଭଦାୟକ ଏବଂ ପୁଣ୍ୟଦାୟକ ହୋଇଥିବା କାରଣରୁ ଏହି ଏକାଦଶୀରେ ନିଷ୍ଠା ମନରେ ପୂଜା ପାଠ ବ୍ରତ ଉପବାସ କରୁଥିଲେ ତାହେଲେ ଆପଣଙ୍କୁ ଏହାର ନିଶ୍ଚୟ ଫଳ ମିଳିବ। ୧୫ ନଭେମ୍ବର ଏକାଦଶୀ ଯାହାକି ସୋମବାର ଦିନ ପଡୁଛି ଯାହାକୁ ଆମେ କାର୍ତ୍ତିକ ମାସର ଶେଷ ସୋମବାର ବି କହିଥାଉ। ଆପଣ ବର୍ଷ ସାରା ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କର ଇଛା ପୂରଣ ହେଉନାହିଁ ଅଧିକାଂଶ କାର୍ଯ୍ୟରେ କାମ ସଫଳ ହେଉନାହିଁ ବିବାହରେ ବାଧା ଆସୁଛି ବିଜନେସରେ ବାଧା ଆସୁଛି ବ୍ୟାପାରରେ ବାଧା ଆସୁଛି ପରୀକ୍ଷାରେ ବାଧା ଆସୁଛି ଏସବୁ ମନସ୍କାମନା ପୂରଣ ହେବ। ଗୋଟିଏ ଛୋଟ ଉପାୟ ଏବଂ ଏହା ପାଇଁ ବିଶ୍ୱାସ ଆବଶ୍ୟକ। ସେହି ଉପାୟଟିକୁ ଆପଣ ବିଶ୍ୱାସ ସହିତ କରନ୍ତୁ। ଆଜି ଆମେ ଏହି ପୋଷ୍ଟରେ କିଛି ମହତ୍ୱ କଥା ବିଷୟରେ ଜଣେଇବୁ।

ବନ୍ଧୁଗଣ ଆପଣ ଦେଖିଥିବେ ଆପଣ ଯେଉଁ ଶିବ ମନ୍ଦିରକୁ ଯାଆନ୍ତି ସେଠାରେ ଭଗବାନଙ୍କ ଶିବଲିଙ୍ଗ ସାମ୍ନାରେ ନନ୍ଦି ବସିଥାନ୍ତି। ଆପଣଙ୍କ ମନକୁ ଏହି ପ୍ରଶ୍ନ ଆସୁଥିବ କି ସବୁ ଶିବ ମନ୍ଦିରରେ ନନ୍ଦି ଥାଆନ୍ତି କାହିଁକି। ଏପରି କଣ ମାନ୍ୟତା ଅଛି।

ପ୍ରଥମ କଥା। ସବୁ ଶିବ ମନ୍ଦିରରେ ନନ୍ଦି ଅବଶ୍ୟ ଥାନ୍ତି। ଶାସ୍ତ୍ର ଅନୁସାରେ ଆପଣ ନନ୍ଦି କାନରେ ଧୀରେ ଧୀରେ ଚୁପଚାପ ଯାହା ମାଗିବେ ତାହା ଶୀଘ୍ର ପୂରଣ ହୋଇଯିବ। ସେହି ବିଷୟରେ ଆମେ ଆପଣଙ୍କୁ ଗୋଟିଏ ମନ୍ତ୍ର କହିବୁ ସେହି ମନ୍ତ୍ର ସହିତ ନିଜର ମନସ୍କାମନା କହିଦିଅନ୍ତୁ ତାହା ଶୀଘ୍ର ସଫଳ ହୋଇଯିବ। ଏହାକୁ ବିଶ୍ୱାସର ସହିତ କରନ୍ତୁ। ନନ୍ଦି ଭଗବାନ ଶିବଙ୍କର ପ୍ରମୁଖ ଗଣ କିପରି ହେଲେ। ଥରେ ଶିଲାରଦ ମୁନି ଥିଲେ ସେ ତପସ୍ୟା କରି କରି ବହୁତ ସମୟ ବିତିଗଲା। ତାଙ୍କର ଯେଉଁ ପିତୃଗଣ ଥିଲେ ସେମାନେ ଭାବିଲେ କି ସେ ତପସ୍ୟା ଏମିତି କଲେ ବଂଶ ଆଗକୁ ବଢିବ ନାହିଁ ତେଣୁ ସେମାନେ କହିଲେ ଶିଲାରଦ ଆପଣ ଏପରି ପୁତ୍ରକୁ ଜନ୍ମ ଦିଅନ୍ତୁ ଯିଏ ଚିରଞ୍ଜିବ ହୋଇଥିବ ତାର ମୃତ୍ୟୁ ହେବନାହିଁ। ଶିଲାରଦ ମୁନା ଇନ୍ଦ୍ରଙ୍କୁ ତପସ୍ୟା କରି ଇନ୍ଦ୍ରଙ୍କୁ ପ୍ରସନ୍ନ କଲେ ଇନ୍ଦ୍ରଦେବ ପ୍ରକଟ ହୋଇ ବରଦାନ ମାଗିବାକୁ କହିଲେ ତ ଶିଲାରଦ ମୁନି ଚିରଞ୍ଜିବ ପୁତ୍ରକୁ ଜନ୍ମ ଦେବା ପାଇଁ ବର ମାଗିଲେ।

ଇନ୍ଦ୍ରଦେବ କହିଲେ ସେ ଏପରି ବର ଦେଇପାରିବେ ନାହିଁ। ଆପଣ ଭଗବାନ ଶଙ୍କର ଙ୍କର ଉପାସନା କରନ୍ତୁ। ତ ଶିଲାରଦ ମୁନି ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କଲେ ଭଗବାନ ଶିବ ଶିଲାରଦ ମୁନିଙ୍କର କୋଠର ତପସ୍ୟା ଦେଖି ପ୍ରସନ୍ନ ହୋଇ ଶିଲାରଦଙ୍କର ପୁତ୍ର ଦେବା ପାଇଁ ବରଦାନ ଦେଇଦେଲେ କିଛି ସମୟ ପରେ ସେଠାରେ ବଡ଼ ଆୟୋଜନ ପାଇଁ ଭୂମି ଶୋଧନ କରାଯାଉଥିଲା। ସେହି ସମୟରେ ଭୂମି ଶୋଧନ ସମୟରେ ଏକ ବାଳକ ମିଳିଲା ଯାହାର ନାମ ନନ୍ଦି ରଖାଗଲା। ବଡ଼ ହେଲା ପରେ ମିତ୍ର ଏବଂ ବରୁଣ ନାମରେ ଦୁଇ ମୁନି ଶିଲାରଦ ମୁନିଙ୍କ ଆଶ୍ରମକୁ ଆସିଲେ। ସେମାନେ ନନ୍ଦିଙ୍କୁ ଦେଖି ଭବିଷ୍ୟବାଣୀ କହିଲେ କି ନନ୍ଦି ଆଳ୍ପ ଆୟୁ ଅଟେ ଏ ଚିରଞ୍ଜିବି ନୁହେଁ। ଏହାର ଆୟୁ ବହୁତ କମ। ଅଳ୍ପ ଆୟୁ ଯାହା ନନ୍ଦିଙ୍କୁ ଦିଆଯାଇଥିଲା ତାହା ହେଲା ନାହିଁ। ନନ୍ଦିଙ୍କୁ ଯେବେ ଜଣା ପଡିଲା କି ମୁଁ ଅଳ୍ପର ମୋର ମୃତ୍ୟୁ ପିଲା ବେଳେ ହିଁ ହୋଇଯିବ ତ ସେ ଭଗବାନ ମହାଦେବଙ୍କର ଆରାଧନା କଲେ କାରଣ ମୃ-ତ୍ୟୁଞ୍ଜୟ ମହାଦେବ ମୃ-ତ୍ୟୁକୁ ବୟ କରିବା ପାଇଁ ଭଗବାନ ଶିବଙ୍କର ଆରାଧନା କରାଯାଏ। ଏହା ଆପଣ ମାନେ ଜାଣିଛନ୍ତି। ତ ମୃ-ତ୍ୟୁକୁ ବିତିବା ପାଇଁ ଭଗବାନ ଶିବଙ୍କର ଆରାଧନା କରିବାକୁ ଲାଗିଲେ ନନ୍ଦି। ଭଗବାନ ଶିବ ନନ୍ଦିର ତପସ୍ୟାରେ ପ୍ରସନ୍ନ ହେଲେ ଏବଂ ବରଦାନ ଦେଲେ ନନ୍ଦି ତୁମେ ମୃ-ତ୍ୟୁରୁ ମୁକ୍ତ ହେଲ।

ମୃ-ତ୍ୟୁର ଭ-ୟ ତୁମକୁ ଛୁଇଁବ ନାହିଁ। ତୁ ହଜାର ହଜାର ବର୍ଷ ଅମର ହୋଇ ରହିବୁ। ଭଗବାନ ଶିବଙ୍କ ଠାରୁ ଏହି ବର ପାଇ ନନ୍ଦି ପ୍ରତ୍ୟକ କ୍ଷଣ ସେ ଭଗବାନ ଶିବଙ୍କ ପାଖରେ ରହିଲା। ଭଗବାନ ଶିବଙ୍କୁ କୁଆଡେ ଯିବାକୁ ହେଲେ ସେ ନନ୍ଦିର ପିଠିରେ ବସି ଯାଆନ୍ତି। ତ ବନ୍ଧୁଗଣ ଏହି କାରଣରୁ ନନ୍ଦି ଭଗବାନ ଶିବଙ୍କର ବିଶେଷ ଗଣ ବାହନ ଅଟେ ଏବଂ ପୁରା ସାମ୍ନାରେ ରହିଥାଏ। ଭଗବାନ ଶିବଙ୍କର ଆଜ୍ଞା ହୁଏ ତ ଶୀଘ୍ର ପ୍ରସ୍ତୁତ ହୋଇଯାଏ ନନ୍ଦି। ତେଣୁ ନନ୍ଦି ଭଗବାନ ଶିବଙ୍କ ପାଖରେ ବିରାଜମାନ ହୋଇଥାଏ। ଭଗବାନ ଶିବଙ୍କୁ ଯଦି କିଛି ଜଣେଇବାର ଅଛି ତ ପ୍ରଥମେ ଆମକୁ ନନ୍ଦିଙ୍କୁ ଜଣେଇବାର ଅଛି। ଏହି ବର୍ଷ କାର୍ତ୍ତିକ ମାସର ଶୁକ୍ଳପକ୍ଷ ସୋମବାର ୧୫ ନଭେମ୍ବର ୨୦୨୧ରେ ପଡୁଅଛି। ଏବଂ ୧୫ ନଭେମ୍ବରରୁ ମହା ପଞ୍ଚୁକ ଆରମ୍ଭ ହେବାକୁ ଯାଉଛି।

ଆପଣ ଏହି ଦିନ ଏକ ଛୋଟ ଉପାୟ କରନ୍ତୁ ଦେଖିବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଉପାୟଟି ଭଗବାନ ଶିବଙ୍କ ମନ୍ଦିରକୁ ଶେଷ ସୋମବାର ଦିନ ଯାଇ ଆପଣ ଭଗବାନ ଶିବଙ୍କର ପୂଜା କରନ୍ତୁ ବିଧି ବିଧାନ ସହିତ ମନ୍ତ୍ର ସହିତ ପୂଜା କରନ୍ତୁ। ଭଗବାନ ଶିବଙ୍କୁ କ୍ଷୀର ଦହି ଚିନିର ସ୍ନାନ କରନ୍ତୁ ଏବଂ ଚାଉଳ ଚନ୍ଦନ ଫୁଲ ବେଲପତ୍ର ଚଢାଇ ଏହା ପରେ ଆଳତି କରନ୍ତୁ। ଏହା ପରେ ନନ୍ଦିର ମଧ୍ୟ ଆଳତି କରନ୍ତୁ ଏବଂ ନନ୍ଦି ଆଗରେ ଗୋଟେ ଦୀପ ଜଳାନ୍ତୁ। ଏହିପରି ପୂଜା କରନ୍ତୁ। ଏହା ପରେ ଆପଣଙ୍କର ମନସ୍କାମନାକୁ କହିବା ଆଗରୁ ଆପଣ ଭଗବାନ ଶିବଙ୍କ ଆଗରେ ୩ ଥର ତାଳି ମାରନ୍ତୁ ତାଳି ମାରିବା ପରେ ନନ୍ଦିର ଦୁଇ ସିଙ୍ଗ ଉପରେ ନିଜର ତର୍ଜନୀ ଏବଂ କନିଷ୍ଠା ଆଙ୍ଗୁଳିକୁ ଉପରେ ରଖନ୍ତୁ। ଏହା ପରେ ନନ୍ଦିର କାନରେ ଏହି ମନ୍ତ୍ରକୁ କହିଦିଅନ୍ତି। ମନ୍ତ୍ରଟି ହେଉଛି ଓଁ ତତପୁରୁଷାୟ ବିଦମହେ ମହାଦେବାୟ ଧିମହି ତନୋ ରୁଦ୍ର ପ୍ରଚୋଦୟାତ। ଏହି ମନ୍ତ୍ର କହିବା ପରେ ଚମତ୍କାର ଦେଖିବେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *