Excuse Me Odisha

ଯାହା କହିବୁ ସତ କହିବୁ

୨୪ ଘଣ୍ଟା ମଧ୍ୟରେ କୋଟିପତି କରିଦେବ ଏହି ଗଛ । ଟଙ୍କା ଦରକାର ଥିଲେ ଥରେ ନିଶ୍ଚୟ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ ଅପାମାର୍ଗ ଗଛ ବିଷୟରେ କହିବୁ ଯାହାକୁ ଏକ ସାଧାରଣ ଗଛ କହିବା ଭୁଲ ହେବ । ଏହି ଗଛରେ ସ୍ବୟଂ ଭଗବାନ ଶିବ , ଶନିବାର ଏବଂ ଅନ୍ୟାନ୍ୟ ଦେବଦେବୀ ମଧ୍ୟ ବାସ କରନ୍ତି । ଏହି ଗଛର ପ୍ରୟୋଗ ଦ୍ୱାରା ମନୁଷ୍ୟର ଭାଗ୍ୟ ମଧ୍ୟ ବଦଳି ଯାଇ ପାରିବ । କହିରଖିବୁ ଯେ ଏହି ଅପାମାର୍ଗ ଗଛର ଉଭୟ ତାନ୍ତ୍ରିକ ଗୁଣ ଏବଂ ଆୟୁର୍ବେଦିକ ଗୁଣ ରହିଛି ।

ଏହି ଗଛ ଦ୍ୱାରା ଆପଣଙ୍କର ଅନେକ ଗମ୍ଭୀର ରୋଗ ମଧ୍ୟ ଦୂର ହୋଇଯିବ । ଏହି ଗଛକୁ ଅପାମାର୍ଗ କହିବାର କାରଣ ହେଉଛି ଏହାର ମଞ୍ଜି ଅଲଟା ରହିଥାଏ । ଏହାକୁ ଭିନ୍ନ ଭିନ୍ନ ସ୍ଥାନ ଅନୁଯାୟୀ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ଆହୁର୍ବେଦ ଭାଷାରେ ଏହାକୁ ଅପାମାର୍ଗ ଗଛ କୁହାଯାଏ ।

ବାସ୍ତୁ ଶାସ୍ତ୍ରର ବନସ୍ପତି ଜ୍ଞାନର ୫୧ ଅଧ୍ୟାୟରେ ଏହା ଦେଖିବାକୁ ପାଇବେ ଯେ ଏହା ପୂର୍ବରୁ ମୁନି ଋଷିଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ । ପୂର୍ବରୁ ମୁନି ଋଷି ମାନେ ଅଧିକ ଦିନ ପର୍ଯ୍ୟନ୍ତ ଧ୍ୟାନରେ ଲିପ୍ତ ରହିବା ପାଇଁ ଭୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ମେଣ୍ଟାଇବା ପାଇଁ ଏହି ଅପାମାର୍ଗ ଗଛର ସେବନ କରୁଥିଲେ । ଏଥିରେ ପ୍ରଚୁର ପ୍ରୋଟିନ ରହିଛି ଯାହାକି ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ରହିବ ।

କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ କିଛି ବୁନ୍ଦା ଅମୃତ ଏହି ଗଛରେ ପଡ଼ିଥିଲା । ତେଣୁ ଏହି ଗଛର ମୂଳରେ ଗଙ୍ଗା ବାସ କରନ୍ତି ବୋଲି କୁହାଯାଏ । ପୂର୍ବରୁ ଲୋକେ ଏହି ଗଛର ମୂଳରେ ନିଜର ଦାନ୍ତ ଘଷୁଥିଲେ । ଦାନ୍ତରେ କୌଣସି ପ୍ରକାରର ସମସ୍ୟା ଥିଲେ ସେହିସବୁ ସମସ୍ୟା ଏହି ଗଛର ପ୍ରୟୋଗ ଦ୍ୱାରା କମିଯିବ ।

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଥିବା ଲୋକଙ୍କୁ ମଧ୍ୟ ଏହି ଗଛ ଦ୍ୱାରା ଉପଶମ ମିଳିଯିବ । ଯେଉଁ ବ୍ୟକ୍ତିଙ୍କର ଏହି ସମସ୍ୟା ରହିଛି ସେମାନେ ଏହି ଗଛର ମୂଳକୁ ଆଣି ଖରାରେ ଶୁଖାଇ ଗୁଣ୍ଡ କରି ନିଅନ୍ତୁ । ଏହାପରେ ଅଳ୍ପ ଗୁଣ୍ଡକୁ ନେଇ ସେଥିରେ ଅଳ୍ପ ସୋରିଷ ତେଲ ମିଶାଇ ତାହାକୁ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ସ୍ଥାନରେ ମାଲିସ କଲେ ଯନ୍ତ୍ରଣା ଜନିତ ସମସ୍ୟା ଦୂର ହୋଇଯାଏ ।

ଯଦି ଆପଣଙ୍କର ଶତ୍ରୁ ଅଛନ୍ତି ଏବଂ ଆପଣଙ୍କର ବିନାଶ କରିବାକୁ ଚାହୁଁଛନ୍ତି ତେବେ କେବଳ ଶନିବାର ଦିନ ଏହି ଗଛର ବିଜକୁ ଆଣି ଏକ ନାଲି କପଡ଼ାରେ ବାନ୍ଧି ଶନି ଦେବଙ୍କ ମୂର୍ତ୍ତି ସାମ୍ନାରେ ବସି ଶନି ମନ୍ତ୍ର ପାଠ କରନ୍ତୁ । ଏହାକୁ ୫୧ ଥର ପାଠ କରନ୍ତୁ । ସେହି ନାଲି କପଡ଼ାରେ ବାନ୍ଧିଥିବା ବିଜକୁ ନିସଙ୍ଗ ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଶତ୍ରୁ ଯେତେ ଶକ୍ତିଶାଳୀ ହେଲେବି ଶାନ୍ତ ହୋଇଯିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *