Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଘରର ରୋଷେଇ ଘରେ ଏହି ୫ ଟି ଜିନିଷ ଥାଏ ସେହି ଘରକୁ କେବେବି ଗରିବୀ ଆସିନଥାଏ। ସେହି ଘର ଟଙ୍କାରେ ଭରି ରହିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ଘରର ରୋଷେଇ ଘରେ ଏହି ୫ ଟି ଜିନିଷ ଥାଏ ସେହି ଘରକୁ କେବେବି ଗରିବୀ ଆସିନଥାଏ। ସେହି ଘରେ ଟଙ୍କାରେ ଭରି ରହିଥାଏ।

ସନାନ୍ତନ ଧର୍ମର ମାନ୍ୟତା ଅନୁସାରେ ଭଗବାନ ବିଶ୍ଵକର୍ମାଙ୍କୁ ବାସ୍ତୁଶାସ୍ତ୍ରର ଦେବତା ମାନାଯାଏ। ବିଶ୍ଵକର୍ମା ଭାରତର ଶ୍ରେଷ୍ଠ ମନ୍ଦିରର ନିର୍ମାଣ କରିଥିଲେ। ବିଶ୍ଵକର୍ମା ଦ୍ୱାରା ହିଁ ସମସ୍ତ ରାକ୍ଷସଙ୍କର ନିର୍ମାଣ ହୋଇଥିଲା ଏହା ସହିତ ବୈକୁଣ୍ଠ ଏବଂ ସ୍ୱର୍ଗ ଲୋକର ବି ନିର୍ମାଣ କରିଥିଲେ। କୌଣସି ବି ଘର ଯିଏ ବି ନିର୍ମାଣ କରୁଥିବ ତାହା ବିଶ୍ଵକର୍ମା ଦ୍ୱାରା ହୋଇଥାଏ। ବାସ୍ତୁଶାସ୍ତ୍ରର ନିୟମର ପାଳନ ଅବଶ୍ୟ ହିଁ କରିବା ଉଚିତ। ବିଶ୍ଵକର୍ମାଙ୍କ ଅନୁସାରେ ରୋଷେଇ ଘର ଘରର ସବୁଠାରୁ ମହତ୍ବପୂର୍ଣ ଅଂଶ ହୋଇଥାଏ।

ଘରର ସକରାତ୍ମକ ଉର୍ଜା ରୋଷେଇ ଘରୁ ହିଁ ବାହାରି ଥାଏ। ଏଥିପାଇଁ ରୋଷେଇ ଘରେ କେବେବି ଏମିତି କାର୍ଯ୍ୟ କରନ୍ତୁ ନାହିଁ ଯାହା ଦ୍ୱାରା ପୁରା ଘରର ସକରାତ୍ମକ ଉର୍ଜା ଉପରେ ଏହାର ପ୍ରଭାବ ପଡିବ କିନ୍ତୁ ଜଣା ଅଜଣାରେ ମହିଳା ମାନେ ରୋଷେଇ ଘରେ ଏମିତି କାର୍ଯ୍ୟ କରନ୍ତି ଯାହା ଦ୍ୱାରା ସମ୍ପୂର୍ଣ୍ଣ ଘରେ ନକରାତ୍ମକ ଉର୍ଜା ଖେଳି ଯାଇଥାଏ। ଯାହା ଦ୍ୱାରା ଘରେ ଲଢେଇ ଝଗଡା ଦୁଃଖ ପୀଡା ଆର୍ଥିକ ସମସ୍ୟା ଏବଂ ବିମାରୀ ଖେଳି ଯାଇଥାଏ।

ଏଥିପାଇଁ ଭଗବାନ ବିଶ୍ଵକର୍ମା କୁହନ୍ତି ରୋଷେଇ ଘରେ ୫ ଟି ମହତ୍ବପୂର୍ଣ କଥା ଅବଶ୍ୟ ହିଁ ଧ୍ୟାନରେ ରଖିବା ଉଚିତ। କାରଣ ରୋଷେଇ ଘର ମା ଅନ୍ନପୂର୍ଣ୍ଣାଙ୍କ ସ୍ଥାନ ହୋଇଥାଏ। ଯଦି ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଯାନ୍ତି ତ ସମ୍ପୂର୍ଣ୍ଣ ଘରେ ବିମାରୀ ଦରିଦ୍ର୍ୟତା ଖେଳି ଯାଇଥାଏ। ତେବେ ଆସନ୍ତୁ ଜାଣିବା ଭଗବାନ ବିଶ୍ଵକର୍ମା ଏମିତି କେଉଁ ୫ ଟି କାର୍ଯ୍ୟ ବିଷୟରେ କହିଛନ୍ତି।

ବିଶ୍ଵକର୍ମାଙ୍କ ଅନୁସାରେ ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥାଏ। ରୋଷେଇ ଘରର ଉତ୍ତର ଦିଗରେ ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତି ଅବଶ୍ୟ ରହିବା ଦରକାର। ଏହା ବ୍ୟତୀତ ଆପଣ ମା ଅନ୍ନପୂର୍ଣ୍ଣାଙ୍କ ଫୋଟ ବି ଅବଶ୍ୟ ଲଗେଇ ପାରିବେ। ଯାହା ଦ୍ୱାରା ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କ ବାସ ସର୍ବଦା ବନି ରହିବ। ଯେଉଁ ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କ ଫୋଟ ନଥାଏ ସେହି ଘରେ ଉନ୍ନତି କେବେବି ହୋଇନଥାଏ। ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କ ଫୋଟ ଲଗେଇ ତାଙ୍କର ପୂଜା ପ୍ରତିଦିନ କରନ୍ତୁ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ଧନ ସମ୍ପତ୍ତିର କେବେବି କମି ରହିନଥାଏ। ଘରେ ସକରାତ୍ମକ ଉର୍ଜାର ପ୍ରଭାବ ବଢିଥାଏ।

ଭଗବାନ ବିଶ୍ଵକର୍ମାଙ୍କ ଅନୁସାରେ ରୋଷେଇ ଘରେ ପାଣି ଭର୍ତ୍ତି ଏକ ଘଡା କିମ୍ବା କଳସ ନିଶ୍ଚୟ ରଖିବା ଉଚିତ। ଯେଉଁ ଘରର ରୋଷେଇ ଘରେ ପାଣି ଭରା କଳସ ନଥାଏ ସେହି ଘରର ପୁରୁଷଙ୍କ ଉପରେ କରଜର ଭାର ବଢି ଯାଇଥାଏ। ଯେଉଁ କାରଣରୁ ପରିବାରକୁ ଭୟଙ୍କର ଗରିବିର ସାମ୍ନା କରିବାକୁ ପଡିଥାଏ।

ଭଗବାନ ବିଶ୍ଵକର୍ମାଙ୍କ ଅନୁସାରେ ରୋଷେଇ ଘରେ ପୋଛା ଲଗାଇବା ସମୟରେ ପାଣି ବାଲ୍ଟିରେ ଅଳ୍ପ ଲୁଣ ପକେଇ ପୋଛା ଲଗାଇବା ଉଚିତ। ଏମିତି କରିଲେ ରୋଷେଇ ଘରର ସବୁ ନକରାତ୍ମକ ଉର୍ଜା ସମାପ୍ତ ହୋଇଯାଇଥାଏ। କାରଣ ଲୁଣର ଉତ୍ପତ୍ତି ସମୁଦ୍ରରୁ ହୋଇଥିଲା। ଆଉ ସମୁଦ୍ରରୁ ମା ଲକ୍ଷ୍ମୀଙ୍କ ଉତ୍ପତ୍ତି ହୋଇଥିଲା। ଏଥିପାଇଁ ଲୁଣର ସମ୍ବଦ୍ଧ ମା ଲକ୍ଷ୍ମୀଙ୍କ ସହିତ ଜଡ଼ିତ ଅଟେ। ଲୁଣ ପାଣିରେ ପୋଛା ଲଗାଇଲେ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧିର ବାସ ହୋଇଥାଏ।

ଭଗବାନ ବିଶ୍ଵକର୍ମାଙ୍କ ଅନୁସାରେ ରୋଷେଇ ଘରେ କେବେବି ନୀଳ କିମ୍ବା କଳା ରଙ୍ଗ ଲଗାଇବା ଉଚିତ ନୁହେଁ। ଏମିତି କଲେ ରୋଷେଇ ଘରର ସବୁ ନକରାତ୍ମକ ଉର୍ଜା ଘରର ଭିତରେ ହିଁ ବନିରହିଥାଏ। ଯାହା ଦ୍ୱାରା ଘରର ଶାନ୍ତି ବନି ରହିଥାଏ। ଯେଉଁ ଘରର ରୋଷେଇରେ କଳା ଏବଂ ନୀଳ ରଙ୍ଗ ହୋଇଥାଏ ସେହି ଘରେ ଦୁଃଖ କଷ୍ଟ ଏବଂ ପୀଡାର ବାସ ହୋଇଥାଏ। ଏମିତି ଘରୁ ମା ଲକ୍ଷ୍ମୀ ଦ୍ୱାରରୁ ହିଁ ଫେରିଯାନ୍ତି

ଭଗବାନ ବିଶ୍ଵକର୍ମାଙ୍କ ଅନୁସାରେ ଯେଉଁ ଘରର ରୋଷେଇ ଘର ବାସ୍ତୁ ଅନୁସାରେ ନିର୍ମାଣ କରାଯାଏ ନାହିଁ କିମ୍ବା ସେଥିରେ ଅନେକ ପ୍ରକାରର ବାସ୍ତୁଦୋଷ ଥାଏ ତ ଏମିତି ବାସ୍ତୁଦୋଷକୁ ଦୂର କରିବା ପାଇଁ ରୋଷେଇ ଘରକୁ ଉତ୍ତର-ପୂର୍ବ ଦିଗରେ ୫ ଇଞ୍ଚ ଲମ୍ବା ଏବଂ ୫ ଇଞ୍ଚ ଚୁଉଡା ସ୍ବାସ୍ତିକ ଚିହ୍ନ ବନେଇବା ଉଚିତ। ଧ୍ୟାନ ରଖନ୍ତୁ ଏହାକୁ କେବେବି କୁମକୁମରେ ବନାନ୍ତୁ ନାହିଁ। ଏହାକୁ ସିନ୍ଦୁରକୁ ଘିଅରେ ମିଶାଇ ବନେଇବା ଉଚିତ। ଏମିତି କରିଲେ ଘରର ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ। ଏହାକୁ ରୋଷେଇ ଘରେ ବନେଇବା ଦ୍ୱାରା ମା ଲକ୍ଷ୍ମୀ ଏବଂ ମା ଅନ୍ନପୂର୍ଣ୍ଣା ସର୍ବଦା ନିବାସ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *