Excuse Me Odisha

ଯାହା କହିବୁ ସତ କହିବୁ

କୌଣସି ସ୍ଥାନରେ ଏହି ଫୁଲ ଦେଖିଲେ କରନ୍ତୁ ନାହିଁ ହାତଛଡ଼ା । ଘରକୁ ଆଣି କରି ଦିଅନ୍ତୁ ଏହି ଉପାୟ । ୨୪ ଘଣ୍ଟା ମଧ୍ୟରେ ହେବ ଚମତ୍କାର ।

ସେୟାର୍ କରନ୍ତୁ

ଲାଜକୁଳୀ ଲତା ଗଛର ଅନେକ ବିଶେଷତ୍ୱ ରହିଛି । କୁହାଯାଏ ଯେ ଏହାକୁ ଛୁଇଁଦେଲେ ଲାଜେଇ ଯାଏ । ବାସ୍ତବରେ ଏହି ଗଛକୁ ଛୁଇଁ ଦେଲେ ତାହା ସଙ୍କୁଚିତ ହୋଇ ଯାଉଥିବାରୁ ଏହି ଗଛକୁ ଚିହ୍ନିବା ସହଜ ହୋଇଥାଏ । ଲାଜକୁଳୀ ଲତା ଗଛର ପତ୍ରରେ ଏଣ୍ଟିଫୋଙ୍ଗଲ ଏବଂ ଏଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ ଯାହାକି ଅନେକ ରୋଗରୁ ମୁକ୍ତି ଦେଇଥାଏ । ଆୟୁର୍ବେଦରେ ଏହାର ଅନେକ ମହତ୍ତ୍ୱ ରହିଛି ଭି।

ମଧୁମେହ , ପାଇଲସ , ଆଖି ସମ୍ବନ୍ଧୀୟ କିମ୍ବା ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ତାହା ମଧ୍ୟ ଏହି ଗଛ ଦ୍ୱାରା ଦୂର ହୋଇ ପାରିବ । ଏଭଳି କୁହାଯାଏ ଯେ ଯଦି କୌଣସି ବ୍ୟକ୍ତିକୁ ମଧୁମେହ ଅଛି ତେବେ ସେହି ବ୍ୟକ୍ତିକୁ ୩୦୦ ଗ୍ରାମ ଜଳରେ ଲାଜକୁଳୀ ଲତା ଗଛର ପତ୍ର ପକାଇ କାଢ଼ା ବନାଇ ସେବନ କରିବାକୁ ଦେଲେ ମଧୁମେହ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଏହି ଉପାୟ କରିବା ପୂର୍ବରୁ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

ଏହା ମାନସିକ ଚିନ୍ତା ସମସ୍ୟାକୁ ଦୂର କରିଥାଏ । ଏଭଳି ମାନ୍ୟତା ରହିଛି ଯେ ଯଦି ଲାକଜୁଳି ପତ୍ରର ଚୁର୍ଣ୍ଣକୁ ସକାଳ ସନ୍ଧ୍ୟା ଖୀରରେ ମିଶାଇ ସେବନ କରାଯାଏ ତେବେ ପାଇଲସ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାବ୍ୟତୀତ ଯଦି ଏହାର ପତ୍ର ଏବଂ ଚେରକୁ ସେବନ କରାଯାଏ ତେବେ ଅନେକ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ଲାଜକୁଳୀ ଲତା ଗଛ ଘର ସାମ୍ନାରେ ରଖନ୍ତି ତେବେ ସୁଖ ସମୃଦ୍ଧି ବଢ଼ିଥାଏ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଯଦି ଘରେ କୌଣସି ପ୍ରକାରର ସମ୍ପର୍କରେ ବିବାଦ ସୃଷ୍ଟି ହେଉଛି ତେବେ ରବିବାର ଏବଂ ମଙ୍ଗଳବାର ଦିନ ଲାଜକୁଳୀ ଲତାକୁ ନେଇ ଏକ ଉପାୟ କରି ପାରିବେ । ମାତ୍ର ଏହି ଉପାୟ କରିବା ପାଇଁ ଉପାୟ କରିବାର ପୂର୍ବ ଦିନ ଲାଜକୁଳୀ ଲତା ଗଛକୁ ଯାଇ ନିମନ୍ତ୍ରଣ ଦେଇ ଆସନ୍ତୁ । ଏଥିପାଇଁ ଶନିବାର କିମ୍ବା ସୋମବାର ଦିନ ସୁପାରି ଏବଂ ଗୋଟିଏ କୋଏନ ନେଇ ଯାଆନ୍ତୁ । ଆଗାମୀ ଦିନ ଯାଇ ଗଛର ମୂଳକୁ ନେଇ ଆସନ୍ତୁ ଏବଂ ତାହାକୁ ଭଲ ଭାବରେ ଧୋଇ ପେଶୀ ଦିଅନ୍ତୁ ।

ସମ୍ପର୍କରେ ବିବାଦ ସୃଷ୍ଟି ହେଉଥିବା ବ୍ୟକ୍ତିକୁ ଚା’ ଦେବା ସମୟରେ ସେଥିରେ ସାମାନ୍ୟ ଲଗାଇ ଦିଅନ୍ତୁ । ଦେଖିବେ ସମ୍ପର୍କରେ ବିବାଦ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କର କେହି ନିଜ ବ୍ୟକ୍ତି ସହିତ ଆପଣଙ୍କ ବିବାଦ ସୃଷ୍ଟି ହେଉଛି ତେବେ ଲାଜକୁଳୀ ଲତା ଗଛର ମୂଳକୁ ପେଶୀ ତିଳକ କରି ସେହି ବ୍ୟକ୍ତି ପାଖକୁ ଯାଆନ୍ତୁ । ତାହା ଏକ ପ୍ରକାରର ବଶିକରଣ ଭାବରେ କାମ କରିବ । ସେହି ବ୍ୟକ୍ତି ଯଦି ଆପଣଙ୍କର ତିଳକକୁ ଦେଖନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ କଥା ମାନିବେ ।

ଲାଜକୁଳୀ ଲତା ଗଛ ସର୍ବଦା ପୂର୍ବ ଉତ୍ତର କୋଣରେ ଲଗାଇବା ଉଚିତ । ଏହାଦ୍ବାରା ଜାତକରେ ରାହୁ ଦୋଷ ଦୂର ହେବା ସହିତ ଧନ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହୋଇଥାଏ । ଏହି ଗଛକୁ ଐଶାନ୍ୟ କୋଣରେ ଲଗାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଲାଜକୁଳୀ ଲତା ଗଛକୁ ଘରେ ଲଗାଇଲେ ଘରର ସମସ୍ୟା ଦୂର ହୋଇଥାଏ ଏବଂ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ । ତୁଳସୀ ଗଛ ଭଳି ଲାଜକୁଳୀ ଗଛ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ତେଣୁ ଏହି ଗଛ ପାଖରେ ଆପରିଷ୍କାର ହେବାକୁ ଦିଅନ୍ତୁ ନାହିଁ ଏବଂ ସର୍ବଦା ପରିଷ୍କାର ରଖନ୍ତୁ । କାରଣ ଏହା ଧନ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହି ଗଛ ଘରେ ରହିଲେ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଏହି ଗଛ ଶନି ଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଲାଜକୁଳୀ ଫୁଲ ଶନିଦେବଙ୍କୁ ଅର୍ପିତ କଲେ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ନିୟମିତ ରୂପରେ ଭଗବାନ ବିଷ୍ଣୁ ଏବଂ ଶିନଦେବଙ୍କୁ ଏହି ଫୁଲ ଅର୍ପିତ କରନ୍ତି ତେବେ ଜୀବନରେ କୌଣସି ବିବାଦ ଦେଖା ଦିଏନାହିଁ ।

ଆକସ୍ମିକ ଧନ ପ୍ରାପ୍ତି ପାଇଁ ଶନିବାର ଦିନ ସ୍ନାନ ସାରି ଲାଜକୁଳୀ ଲତା ଗଛରେ ଜଳ ଅର୍ପିତ କରି ଆକସ୍ମିକ ଧନ ପ୍ରାପ୍ତି ପାଇଁ କାମନା କରନ୍ତୁ ଏବଂ ମନସ୍କାମନା ପୂର୍ଣ୍ଣ ହେଲେ କୌଣସି ଗରିବ କିମ୍ବା ମନ୍ଦିରରେ ଦାନ କରିବେ ବୋଲି ପ୍ରଣ କରି ଆସନ୍ତୁ । ଆଗାମୀ ଦିନ ଯାଇ ନାଲି କପଡ଼ାରେ ଲାଜକୁଳୀ ପତ୍ରକୁ ଗୁଡ଼ାଇ ଡାହାଣ ହାତରେ ବାନ୍ଧି ସାରିବା ପରେ ଲଟେରୀ ଟିକେଟ କିଣନ୍ତୁ । ଦେଖିବେ ଆକସ୍ମିକ ଧନ ପ୍ରାପ୍ତି ନିଶ୍ଚିତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *