Excuse Me Odisha

ଯାହା କହିବୁ ସତ କହିବୁ

ସାଧାରଣ ଘାସ ଭାବି ଫିଙ୍ଗିବାର ଭୁଲ କରନ୍ତୁ ନାହିଁ । ନଚେତ ଧନୀ ହେବାରୁ ବଞ୍ଚିତ ହେବେ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ବନସ୍ପତି ଶାସ୍ତ୍ରରେ ବର୍ଣ୍ଣିତ ଥିବା ଭିନ୍ନ ଭିନ୍ନ ବୃକ୍ଷଲତା ଏବଂ ସେଥିରୁ ମିଳୁଥିବା ଲାଭ ବିଷୟରେ କହିବୁ । ସବୁ ଗଛର ଭିନ୍ନ ଭିନ୍ନ ମହତ୍ତ୍ୱ ଏବଂ ଅକାଶ୍ୟକତା ରହିଥାଏ । ଯାହାକି କୌଣସି ନା କୌଣସି ରୋଗକୁ ଠିକ କରିବାର କାମ କରିଥାଏ । ଏହି ସବୁ ଗଛରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ଆଜିକାର ଲେଖାରେ ଆମେ ଶ୍ୱେତ କଣ୍ଟକାରୀ ଗଛ ବିଷୟରେ କହିବୁ । ଏହି ଗଛ କେଉଁଠି ମିଳିଗଲେ ତାହାକୁ ଅଣଦେଖା କରିବା ଆଦୋୖ ଉଚିତ ନୁହେଁ । କାରଣ ଏହା ଆପଣଙ୍କ ଜୀବନ ମଧ୍ୟ ବଦଳାଇ ପାରେ । ଆଧ୍ୟାତ୍ମିକ ଦୃଷ୍ଟିରୁ ଧଳା କଣ୍ଟକାରୀ ଗଛ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।

ଏହି ଶ୍ୱେତ କଣ୍ଟକରି ଗଛର ମୂଳରେ ଆପଣ ଧନ ରତ୍ନ ପାଇ ପାରିବେ । ଏହି ଗଛ ଦ୍ୱାରା ଦ୍ୱାରା ଆପଣ ଧନ ଅର୍ଜନ ମଧ୍ୟ କରି ପାରିବେ । ଏଭଳି ମାନ୍ୟତା ରହିଛି ଯେ ଶ୍ୱେତ କଣ୍ଟେରି ଗଛର ମୂଳରେ ସୁନା କଳସ ଓ ରୁପା ରହିଥାଏ । ମାତ୍ର ଏହା କେବଳ ତିନୋଟି ସ୍ଥାନରେ ମିଳିଥାଏ । ଯଥା ସ୍ମଶାନରେ , ଜଙ୍ଗଲରେ ଏବଂ ମନ୍ଦିର ପାଖରେ ଏହି ଶ୍ୱେତ କଣ୍ଟେରି ଗଛ ଥିଲେ ସେଠାରେ ମାଟି ଖୋଲିଲେ ଧନ ରତ୍ନ ମିଳି ପାରିବ । ଯଦି ଆପଣ ଏହି ଗଛର ଗୋଟିଏ ଧଳା ଫୁଲ ଆଣି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ବିଜ ମନ୍ତ୍ର ଜପ କରି ଅର୍ପିତ କରି ଦିଅନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ।

ଯେଉଁ କାରଣରୁ ଆପଣଙ୍କ ଜୀବନରୁ ଦୁଃଖ ଦାରିଦ୍ର୍ୟତା ସମସ୍ୟା ସବୁ ଦୂରେଇ ଯିବ । ଏହାବ୍ୟତୀତ ଏହି ଗଛର ମୂଳରେ ଏକ ବୁନ୍ଦା ଅମୃତ ରହିଥାଏ ବୋଲି ମଧ୍ୟ ମାନ୍ୟତା ରହିଛି । ତେଣୁ ଏହାର ମୂଳକୁ ଆଣି ଶୋଇବା ସମୟରେ ମୁଣ୍ଡ ପାଖରେ ରଖିଲେ ରୋଗାକ୍ରାନ୍ତ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇଯାଏ ଏବଂ ବଡ଼ ବଡ଼ ବ୍ୟାଧି ମଧ୍ୟ ଦୂର ହୋଇଯାଏ ।

ଏହାର ମୂଳକୁ ନାଲି କପଡ଼ାରେ ଗୁଡ଼ାଇ ତକିଆ ତଳେ ରଖି ଶୋଇଲେ ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତ ନଜର ଆସିଥାଏ । ଏହାଦ୍ବାରା ଆପଣ ଅନ୍ୟ ବ୍ୟକ୍ତିର ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତ ଦେଖି ପାରିବେ ମାତ୍ର ଏଥିପାଇଁ କୌଣସି ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ମନ୍ତ୍ର ସିଦ୍ଧ କରନ୍ତୁ । ଶ୍ୱେତ କଣ୍ଟେରି ଗଛର ମୂଳକୁ ଘୋରି ପ୍ରତ୍ୟେକ ଦିନ ତିଳକ କଲେ ମନ ଶାନ୍ତ ରହିଥାଏ ଏବଂ ବ୍ୟବସାୟରେ ଉନ୍ନତି ମିଳିଥାଏ । ଏହି ଗଛର ମୂଳକୁ ପେଶୀ ଦାନ୍ତ ସମସ୍ୟା ଥିବା ସ୍ଥାନରେ ଲଗାଇଲେ ଦାନ୍ତ ସମସ୍ୟା ଦୂର ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *