Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ପ୍ରତ୍ୟେକଦିନ ରାତିରେ ଏହି ଖାସ ଉପାୟ କରନ୍ତୁ, ରାତାରାତି ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସମସ୍ତେ ଦେବୀ ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ପସନ୍ଦ କରିଥାନ୍ତି। ବେଳେବେଳେ ଆମ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଫଳରେ ଆମେ ଦେବୀ ଲକ୍ଷ୍ମୀଙ୍କ କୃପାରୁ ବଞ୍ଚିତ ରହୁ। ଆଜି ଆମେ ଆପଣଙ୍କୁ କିଛି ଏଭଳି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଦ୍ବିପ୍ରହର ସମୟରେ କଦାପି କରିବା ଉଚିତ ନୁହେଁ। ଦ୍ବିପ୍ରହର ସମୟରେ ଯେଉଁ। ବ୍ୟକ୍ତି ଏହି ପାଞ୍ଚଟି କାର୍ଯ୍ୟ କରିଥାଏ, ତାକୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଅଧିକାଂଶ ଲୋକେ ଦ୍ବିପ୍ରହର ସମୟରେ ଠାକୁର ପୂଜା କରିଥାନ୍ତି। ଏହା ଘୋର ପାପ ସହିତ ସମାନ ହୋଇଥାଏ। ଶାସ୍ତ୍ର ଅନୁସାରେ ସକାଳ ସମୟରେ ଶୁଭ ଶକ୍ତି ଗୁଡ଼ିକ ସକ୍ରିୟ ଥାଆନ୍ତି, ତେଣୁ ଏହି ସମୟରେ ଠାକୁର ପୂଜା କରିବା ଉଚିତ। ଦ୍ବିପ୍ରହର ସମୟରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଦ୍ବିପ୍ରହର ସମୟରେ ଯଦି ଆପଣ ପୂଜାର୍ଚ୍ଚନା କରୁଛନ୍ତି, ତାହେଲେ ଏହା ପ୍ରେତ ମାନଙ୍କୁ ସମର୍ପିତ ହୋଇ ଯାଇଥାଏ ଏବଂ ପୂଜାର କୌଣସି ସୁଫଳ ମିଳି ନଥାଏ। ଆହୁରି ମଧ୍ୟ ଅନେକ ବିଘ୍ନ ସୃଷ୍ଟି ହୋଇଥାଏ।

ପ୍ରଥମ କଥା ହେଉଛି ଦ୍ବିପ୍ରହର ସମୟରେ କେବେବି ପୋଛା ଲଗାଇବା ଉଚିତ ନୁହେଁ। କୁହାଯାଇଥାଏ କି ଦ୍ବିପ୍ରହର ସମୟରେ ସଫାସୁତୁରା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଘରେ ଝାଡୁ ଓ ପୋଛା ସକାଳ ସମୟରେ ନିଶ୍ଚିତ ଭାବରେ ଲଗାଇବା ଉଚିତ। ଏହି ସମୟରେ ଦେବୀ ଓ ଦେବତା ମାନେ ଆପଣଙ୍କ ଘରକୁ ପ୍ରବେଶ କରି ଥାଆନ୍ତି। ଦ୍ବିପ୍ରହର ସମୟରେ କେବେବି ଗାଧୋଇବା ଉଚିତ ନୁହେଁ। ଶାସ୍ତ୍ରରେ ଗାଧୋଇବା ପାଇଁ ସକାଳ ସମୟ ଦିଆଯାଇଛି। କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକେ ନିଜ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରୁଛନ୍ତି।

ଗର୍ଭବତୀ ମହିଳା ମାନଙ୍କୁ ଦ୍ବିପ୍ରହର ସମୟରେ ଘରୁ ବାହାରକୁ ଯିବା ଉଚିତ ନୁହେଁ। କାରଣ ଏହି ସମୟରେ ସୂର୍ଯ୍ୟଙ୍କର ତାପ ବହୁତ ଅଧିକ ରହିଥାଏ। ଦ୍ବିପ୍ରହର ସମୟରେ ୧୨ ଘଟିକାରୁ ୧:୦୦ ଘଟିକା ମଧ୍ୟରେ ଭୋଜନ ଗ୍ରହଣ କରିବା ଉଚିତ। କାରଣ ଅପରାହ୍ନରେ ଭୋଜନ କରିବା, ଭୂତ ପ୍ରେତ ଭୋଜନ କରିବା ସହିତ ସମାନ ହୋଇଥାଏ। ତେଣୁ ଜାଣି ରଖନ୍ତୁ କି, ଠିକ୍ ସମୟରେ ଖାଇବା ଓ ଶୋଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଶରୀର ଅସୁସ୍ଥ କରିବା ପାଇଁ କିଛି କରିବାକୁ ପଡେ ନାହିଁ, ଅର୍ଥାତ୍ ଆପଣ ନିଜ ଜୀବନଶୈଳୀ ଖରାପ କଲେ ଆପେ ଆପେ ଆପଣଙ୍କ ଶରୀର ଅସୁସ୍ଥ ହୋଇଯିବ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି, ଯେଉଁ ମନୁଷ୍ୟ ସ୍ନାନ ନକରି ଦ୍ବିପ୍ରହର ସମୟରେ ଭୋଜନ କରିଥାଏ, ତାକୁ କେବେବି କେବେବି ସୁଖ ସମୃଦ୍ଧି ଓ ଶାନ୍ତି ପ୍ରାପ୍ତ ହୋଇ ନଥାଏ। ଏବେ ଆସନ୍ତୁ ଜାଣିବା ରାତି ସମୟରେ ଆପଣ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଡେରି ରାତି ପର୍ଯ୍ୟନ୍ତ କେବେବି ପୂଜାପାଠ କରିବା ଉଚିତ ନୁହେଁ। ରାତିରେ ବିଳମ୍ବରେ କେବେବି ଭୋଜନ ଗ୍ରହଣ କରିବା ଉଚିତ ନୁହେଁ ତେଣୁ ସନ୍ଧ୍ୟା ୮ ଘଟିକା ସୁଦ୍ଧା ଭୋଜନ କରି ନିଅନ୍ତୁ। ରାତିରେ ଶୋଇବା ପୁର୍ବରୁ କେବେବି ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଆର୍ଥିକ ଅଭାବ ଦେଖା ଦେଇଥାଏ। ତେଣୁ ଏଭଳି ଭୁଲ କରିବା ପୂର୍ବରୁ ବିଚାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *