Excuse Me Odisha

ଯାହା କହିବୁ ସତ କହିବୁ

A ନାମ ଥିବା ଲୋକ କୋଟିଏ ରେ ଗୋଟିଏ ହୋଇଥାନ୍ତି,ଜାଣନ୍ତୁ ସେମାନଙ୍କ ସ୍ୱଭାବ!

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ତ ଜ୍ୟୋତିଷ ଶାସ୍ତ୍ର ଏବଂ ହସ୍ତ ରେଖା ବିଜ୍ଞାନ ବିଷୟରେ ନିଶ୍ଚିନ୍ତ ଶୁଣିଥିବେ | କିନ୍ତୁ କଣ ଆପଣ କେବେ ନିଜ ନାମ ଉପରେ ଧ୍ୟାନ ଦେଇଛନ୍ତି? ଅନେକ ବଡ଼ ଅଭିନେତା,ଲେଖକ ଏବଂ ସଂଗୀତକାର ମାନେ ସଫଳତା ପାଇବା ପାଇଁ ନିଜ ନାମ ବଦଳେଇ ଛନ୍ତି | ପ୍ରତ୍ୟେକ ବ୍ୟକ୍ତି ଙ୍କ ଉପରେ ତାଙ୍କ ନାମର ପ୍ରଭାବ ନିଶ୍ଚିନ୍ତ ପଡିଥାଏ | କାରଣ ପ୍ରତ୍ୟେକ ଅକ୍ଷରର ନିଜର କିଛି ବିଶେଷ ଉର୍ଜା ରହିଥାଏ | ଆପଣଙ୍କ ନାମ କେଉଁ ଅକ୍ଷରରେ ପଡୁଛି ଏହାର ପ୍ରଭାବ ଆପଣଙ୍କ ସ୍ଵଭାଵ ଏବଂ ବ୍ୟକ୍ତିତ୍ୱ ଉପରେ ପଡିଥାଏ

କିଛି ଅକ୍ଷର ନିଜସ୍ୱ ମହତ୍ୱ ରହିଥାଏ, ଯେଉଁ ଲୋକଙ୍କ ନାମ A ରୁ ଆରମ୍ଭ ହୁଏ ସେମାନଙ୍କ ବ୍ୟକ୍ତିତ୍ୱ ଏବଂ ସ୍ୱଭାବ କିପରି ହୋଇଥାଏ ଆଜି ଆମେ ଆପଣଙ୍କୁ କହିବୁ | ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ରେ ଏହି ବିଷୟରେ କଣ କୁହାଯାଇଛି –

1.ଜ୍ୟୋତିଷ ରେ A ଅକ୍ଷର କୁ 1 ସହ ଯୋଡ଼ା ଯାଇ ଦେଖାଯାଇଥାଏ | ଏହା ସବୁଠାରୁ ପ୍ରଭାବଶାଳୀ ହୋଇଥାଏ | ଏହି ନାମ ଥିବା ବ୍ୟକ୍ତି ଅନ୍ୟଙ୍କ ତୁଳନା ରେ ବହୁତ ନାମ କମାଇ ଥାନ୍ତି |

2.ଜୀବନ ରେ A ଅକ୍ଷର ନାମ ଥିବା ଲୋକ ସବୁ କ୍ଷେତ୍ର ରେ ଆଗରେ ରହିବାର ଇଛା ରଖିଥାନ୍ତି | ସେମାନେ ବହୁତ ଦୟାଳୁ ହୋଇଥାନ୍ତି ଏବଂ ସେମାନଙ୍କୁ ଲିଡର ହେବା ପସନ୍ଦ ହୋଇଥାଏ |

3.ସେମାନଙ୍କୁ ମିଛ କହିବା ଏବଂ ଶୁଣିବା ପସନ୍ଦ ହୋଇନଥାଏ | ଅନେକ ଲୋକ ଙ୍କୁ ସେମାନେ ଗର୍ବୀ ଲାଗିପାରନ୍ତି | କିନ୍ତୁ ନିଜ ଉପରେ ବିଶ୍ୱାସ ରଖୁଥିବାରୁ ସେମାନେ ଲୋକଙ୍କ କଥା ଶୁଣନ୍ତି ନାହିଁ |

4.ସେମାନେ ବହୁତ ବୁଦ୍ଧିମାନ ଏବଂ ସ୍ମାର୍ଟ ହୋଇଥାନ୍ତି, ସେମାନଙ୍କ ବ୍ୟବହାର ଅନ୍ୟନ୍ତ ପ୍ରତି ଉଦାର ହୋଇଥାଏ | ସେଥିପାଇଁ ସେମାନଙ୍କ ନିଷ୍ପତ୍ତି ସର୍ବଦା ଠିକ ହୋଇଥାଏ |

5.ଏହି ନାମ ଥିବା ଲୋକ କମ ରୋମାଣ୍ଟିକ ହୋଇଥାନ୍ତି ଏବଂ ସେମାନଙ୍କୁ ସଚ୍ଚା ପ୍ରେମ ହିଁ ପସନ୍ଦ ଆସିଥାଏ | ସେମାନେ ଯାହାକୁ ପ୍ରେମ କରନ୍ତି ତାଙ୍କର ବହୁତ ଯତ୍ନ ନେଇଥାନ୍ତି | ସେମାନଙ୍କୁ ସୋସିଆଲ ହେବା ପସନ୍ଦ ହୋଇନଥାଏ ସେମାନେ ପ୍ରାଇଭେସି କୁ ବେଶୀ ପସନ୍ଦ କରିଥାନ୍ତି |

6.A ନାମ ଥିବା ଲୋକ ଯେଉ ବି ଲକ୍ଷ ନିର୍ଧାରିତ କରନ୍ତି ତାକୁ ହାସଲ କରିକି ହିଁ ମାନିଥାନ୍ତି | ସେମାନଙ୍କ ପାଖରେ ଧର୍ଯ୍ୟ ର କମି ରହିଥାଏ | ସେମାନେ ଖୁବ ଶୀଘ୍ର ରିଆକ୍ଟ କରିନଥାନ୍ତି ସେମାନେ ବୁଝି ବିଚାରି ପଦକ୍ଷେପ ନେଇଥାନ୍ତି |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *