Excuse Me Odisha

ଯାହା କହିବୁ ସତ କହିବୁ

ମଇ ୧୦ ଅକ୍ଷୟ ତୃତୀୟା ଠାରୁ ଏହି ଛଅଟି ରାଶି ହେବେ କୋଟିପତି । ଆପଣଙ୍କ ରାଶି ଥିଲେ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

୨୦୨୪ ମଇ ୧୦ ଶୁକ୍ରବାର ଦିନ ଅକ୍ଷୟ ତୃତୀୟା ପଡ଼ିବାକୁ ଯାଉଛି । ଏହି ଅକ୍ଷୟ ତୃତୀୟାରେ କିଛି ଗ୍ରହ ମାନଙ୍କ ଉପରେ ଶୁଭ ସଂଯୋଗ ପଡ଼ିବାକୁ ଯାଉଛି । ବିଶେଷ କରି ଛଅଟି ରାଶିର ବ୍ୟକ୍ତିଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବାକୁ ଯାଉଛି । ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ଦୃଷ୍ଟି ଏହି ଛଅ ଗୋଟି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପଡ଼ିବ । ତେବେ ଚାଲନ୍ତୁ ସେହି ଛଅ ଗୋଟି ରାଶି ମାନଙ୍କ ବିଷୟରେ ଜାଣିନେବା ।

୧ . ମେଷ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହେବାକୁ ଯାଉଛି । ଅକ୍ଷୟ ତୃତୀୟା ଠାରୁ ସେମାନଙ୍କର ଉତ୍ତର ଘର ଉନ୍ନତ ହେବାକୁ ଯାଉଛି । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ହେବାକୁ ଯାଉଛି । ବ୍ୟବସାୟରେ ଉନ୍ନତି ହେବା ସହିତ ପାରିବାରିକ ଜୀବନରେ ମଧ୍ୟ ଖୁସି ବଜାୟ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ ଏବଂ ଯାହା ସବୁ ସମସ୍ୟା ଥିଲା ତାହା ସବୁ ଦୂର ହୋଇଯିବ ।

୨ . ବୃଷ ରାଶି:- ଅକ୍ଷୟ ତୃତୀୟା ଠାରୁ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ଆପଣଙ୍କ ସମୟ ଅତ୍ୟନ୍ତ ଭଲ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ ପ୍ରଚୁର ଧନଲାଭ ହେବାର ଯୋଗ ରହିଛି । କୌଣସି ବ୍ୟବସାୟରେ ଉପନିବେଶ କଲେ ଆପଣଙ୍କୁ ଲାଭ ମିଳିବ । ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କାରଣରୁ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆକସ୍ମିକ ଧନ ପ୍ରାପ୍ତି ହେବାର ଯୋଗ ବନୁଛି ।

୩ . କନ୍ୟା ରାଶି:- ଅକ୍ଷୟ ତୃତୀୟା ପରେ ଏହି ରାଶିର ବ୍ୟକ୍ତିଙ୍କର ଧନ ପ୍ରାପ୍ତିର ସୁଯୋଗ ରହିଛି । ନିଜ ପରିଶ୍ରମର ଫଳ ଏମାନଙ୍କୁ ପ୍ରାପ୍ତ ହେବ । ଅଟକି ରହିଥିବା କାର୍ଯ୍ୟ ବର୍ତ୍ତମାନ ପୁଣିଥରେ ଆରମ୍ଭ ହୋଇ ଶେଷ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀ ମାନଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । ଧନ ଜନିତ ସମସ୍ୟା ସବୁ ଦୂର ହୋଇଯିବ । ବ୍ୟବସାୟରେ ମଧ୍ୟ ଲାଭ ମିଳିବ ।

୪ . ତୁଳା ରାଶି:- ଅକ୍ଷୟ ତୃତୀୟା ଠାରୁ ଆପଣଙ୍କର ବିଗିଡ଼ି ଯାଇଥିବା ସବୁ କାର୍ଯ୍ୟ ପୁଣିଥରେ ଠିକ ହୋଇଯିବ । ତୁଳା ରାଶିର ବ୍ୟକ୍ତି ବିଶେଷ ମାନେ ବୁଦ୍ଧି ଏବଂ ବିବେକର ସହିତ ସମସ୍ତ କାର୍ଯ୍ୟ କରି ପାରିବେ । ବ୍ୟବସାୟ ଏବଂ ଉଦ୍ୟୋଗ ସହିତ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ସମୟଟି ଅନୁକୂଳ ଅଟେ । ପରିବାର ଏବଂ ସମ୍ପର୍କୀୟଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ।

୫ . ବିଛା ରାଶି:- ଅକ୍ଷୟ ତୃତୀୟା ଠାରୁ ଏହି ବିଛା ରାଶିର ବ୍ୟକ୍ତିଙ୍କ ଜୀବନ ବଦଳିବାକୁ ଯାଉଛି । ଏମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ଏବଂ ଜୀବନରେ ଚାଲିଥିବା ସମସ୍ୟା ଦୂର ହୋଇଯିବ । ଧନ ଜନିତ ସମସ୍ୟା ଦୂର ହୋଇଯିବ ଏବଂ ଚତୁର୍ଦିଗରୁ ଆର୍ଥିକ ଲାଭ ହେବ । ପ୍ରେମ ଏବଂ ବ୍ୟାପାର ବାଣିଜ୍ୟରେ ଏହି ସମୟରେ ସଫଳତା ପ୍ରାପ୍ତ ହେବ ।

୬ . କୁମ୍ଭ ରାଶି:- ଅକ୍ଷୟ ତୃତୀୟା ପରଠାରୁ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟି ଏମାନଙ୍କ ଉପରେ ରହିବ । ଏମାନେ କଠିନରୁ କଠିନ କାର୍ଯ୍ୟକୁ ଯେମିତିବି ହେଉ କରି ଆଗକୁ ଆଗକୁ ବଢ଼ି ଚାଲିବେ । ପରିବାରରେ ଖୁସିର ବାତାବରଣ ବଜାୟ ରହିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *