Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ୧୩ ଗୋଟି ଦ୍ଵୀପ ଜଳାଇ ୧୩ ଥର ଏହି ମନ୍ତ୍ର ଜପ କରନ୍ତୁ, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦୀପର ପର୍ବ ହେଉଛି ଦୀପାବଳି। ଯେତେବେଳେ ଭଗବାନ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ସାରି ଅଯୋଧ୍ୟାକୁ ଫେରି ଥିଲେ, ତାଙ୍କ ସ୍ବାଗତ ନିମନ୍ତେ ଅଯୋଧ୍ୟା ବାସୀ ଦୀପ ଜାଳି ଥିଲେ। ହିନ୍ଦୁଧର୍ମରେ ଏହି ପର୍ବର ଅର୍ଥ ସତ୍ୟ ଉପରେ ଜୟ ଅଥବା ଅଧର୍ମ ଉପରେ ଧର୍ମର ବିଜୟ ବୋଲି କୁହାଯାଇଛି। ଜୀବନର ଅନ୍ଧକାରକୁ ଦୂର କରି ଆଲୋକରେ ପ୍ରକାଶିତ କରିବାକୁ ଦୀପାବଳି ପର୍ବ ପାଳିତ ହୋଇଥାଏ।

ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରିବାର ବିଧି ରହିଛି। ବିଧି ବିଧାନ ଅନୁସାରେ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆପଣ ମାନେ ଶୁଣି ଥିବେ କି, ଘରର ବୃଦ୍ଧ ଲୋକ ମାନେ କହିଥାନ୍ତି କି, ଦୀପାବଳି ଦିନ ରାତିରେ ଜାଗରଣ କରିବା ଉଚିତ। ଲୋକେ ରାତିରେ ଜାଗରଣ କରି ଖୁସି ଅତିବାହିତ କରିଥାନ୍ତି। କିନ୍ତୁ ରାତିରେ ଜାଗରଣ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ। କିନ୍ତୁ କିଛି ବିଶେଷ ଦିନରେ ସାରା ରାତି ଜାଗରଣ କରିବା ଆପଣଙ୍କ ଭାଗ୍ୟ ବୃଦ୍ଧି ହେବାର କାରଣ ହୋଇପାରେ।

କହିବାକୁ ଗଲେ ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ତାଙ୍କ ଆଠଟି ସ୍ୱରୁପକୁ ନେଇ ପୃଥିବୀ ପୃଷ୍ଠକୁ ଆସିଥାନ୍ତି ଏବଂ ଦେଖିଥାନ୍ତି କି କେଉଁ ମାନେ ଜାଗରଣ କରି ତାଙ୍କ ଧ୍ୟାନ କରୁଛନ୍ତି। ଜାଗରଣ କରୁଥିବା ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିଥାଏ। ଏହାସହିତ ଧନଧାନ୍ୟରେ ଘର ପରିପୂର୍ଣ ହୋଇଯାଏ। ତେଣୁ ଦୀପାବଳି ଦିନ ରାତିରେ ଜାଗରଣ ନିଶ୍ଚିତ ଭାବରେ କରନ୍ତୁ।

ମାନା ଯାଇଥାଏ କି ଦେବୀ ଲକ୍ଷ୍ମୀ ବହୁତ କ୍ଷଣିକ ଅଟନ୍ତି। ଯେଉଁଠାରେ ସଚ୍ଚୋଟ, ବିଶ୍ବାସୀ, କର୍ମଠ, ପରିଷ୍କାର ସ୍ଥାନରେ ରହିଥାନ୍ତି। ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାରେ ପଦ୍ମ ଫୁଲ, କଉଡ଼ି ଆଦି ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ ଏବଂ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *