Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଏହି ୧୦ ଗୋଟି ସଂକେତ ମିଳିଲେ, ବୁଝି ଯାଆନ୍ତୁ କି, ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭାରତରେ ଦୀପାବଳି ବର୍ପ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଥାଏ। ଏହି ପର୍ବରେ ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବାର ବିଧି ରହିଛି। ଦେବୀ ଲକ୍ଷ୍ମୀ ଏହି ପର୍ବରେ ସୋନଙ୍କର ସମସ୍ତ ଦୁଃଖକଷ୍ଟକୁ ଦୂର କରି ଦେବେ। କୁହାଯାଏ କି ଦେବୀ ଲକ୍ଷ୍ମୀ ଦୀପାବଳି ଦିନ ରାତ୍ରି ସମୟରେ ପୃଥିବୀ ପୃଷ୍ଠକୁ ଆସିଥାନ୍ତି ଏବଂ ଯେଉଁମାନଙ୍କ ଘର ସଫାସୁତୁରା ହୋଇଥାଏ ସେହି ସ୍ଥାନକୁ ଯାଇ ଥାଆନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଦୀପାବଳୀ ଦିନ କେଉଁ ଖାସ ସଂକେତ ମିଳିବା ଦ୍ଵାରା ଆପଣ ଜାଣିବେ କି ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିଛନ୍ତି। ଏହାସହିତ କେଉଁ ସଙ୍କେତରୁ ଜାଣିବେ କି ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଛନ୍ତି।

ଦୀପାବଳି ଦିନ ପ୍ରଭୁ ଶ୍ରୀଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ଶୁଭ ମାନା ଯାଇଛି। ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ। ଦୀପାବଳି ଦିନ ରାତିରେ ଘରେ ଝିଟିପିଟି ଦେଖିଲେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଘରର ଆଗଣାକୁ ଗାଈ ଆସିଲେ କେବେବି ଘଉଡାଇବା ଉଚିତ ନୁହେଁ। ତାକୁ ସବୁଜ ଚାରା ବା ଭାତ ଆଦି ଖାଇବାକୁ ଦେବା ଉଚିତ। କୁହାଯାଏ କି ଗୋମାତାଙ୍କର ସେବା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସେହିପରି ଦୀପାବଳି ଦିନ ଘରେ ଛୁଚୁନ୍ଦ୍ରା ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦେଖିବାକୁ ମୂଷା ଭଳି। ଏହା ଘରେ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଚାରିପଟରେ ଚୁଚୁନ୍ଦ୍ରା ବୁଲିଆସେ, ତାହେଲେ ସେହି ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ। ଦ୍ଵିତୀୟରେ ହେଉଛି ପ୍ରଜାପତି। କୁହାଯାଏ କି କୌଣସି ଘରେ ପ୍ରଜାପତି ଉଡ଼ିଲେ ଶୁଭ ସଙ୍କେତ ମାନା ଯାଇଥାଏ। ସେହି ଘରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଥାଏ।

ସକାଳୁ ଉଠି ଆପଣ ପ୍ରଥମେ ନିଜ ହାତକୁ ଦର୍ଶନ କରନ୍ତୁ ଏବଂ ତାପରେ ଭୂମିକୁ ପ୍ରଣାମ କରନ୍ତୁ। ଯାହାଫଳରେ ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ। ଯଦି ଆପଣ ସକାଳୁ ଉଠିବା ମାତ୍ରେ ଶଙ୍ଖ ବା ଘଣ୍ଟିର ଶବ୍ଦ ଶୁଣିବାକୁ ମିଳୁଛି, ତାହେଲେ ବୁଝି ଯାଆନ୍ତୁ କି, ଆପଣ ଆପଣଙ୍କର କୌଣସି କାର୍ଯ୍ୟ ସଫଳ ହେବାକୁ ଯାଉଛୁ। ଏହାସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *