Excuse Me Odisha

ଯାହା କହିବୁ ସତ କହିବୁ

ଏହି ଠାରେ ସର୍ବଦା ରଖନ୍ତୁ ମୟୁର ପୁଙ୍ଖ। ଚମକି ଉଠିବ ଭାଗ୍ୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଠାରେ ସର୍ବଦା ରଖନ୍ତୁ ମୟୁର ପୁଙ୍ଖ। ଚମକି ଉଠିବ ଭାଗ୍ୟ।

ବନ୍ଧୁଗଣ ମୟୁରପୁଙ୍ଖ ବହୁତ ଶୁଭ ହୋଇଥାଏ। ଏହା ସବୁ ଦେବା ଦେବୀଙ୍କୁ ପସନ୍ଦ। ହିନ୍ଦୁ ଧର୍ମରେ ମୟୁର ପୁଙ୍ଖ ରଖିବା ବହୁତ ଶୁଭ ମାନାଯାଏ। ଏହା ଘରର ବାସ୍ତୁଦୋଷକୁ ବି ଠିକ କରିଥାଏ ଏବଂ ଗ୍ରହଙ୍କ ପୀଡ଼ାରୁ ମୁକ୍ତି ବି ଦେଇଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କ ମଥାରେ ମୟୁର ପୁଙ୍ଖ ସଜା ହୋଇଥାଏ କାରଣ ଏହା ବିନା ଭଗବାନ ଶ୍ରୀକୃଷ୍ଣଙ୍କର ସିଙ୍ଗାର ଅଧୁରା ଅଟେ। ତାଙ୍କର ପୂଜା ଅଧୁରା ଅଟେ।

ଘରେ ମୟୁର ପୁଙ୍ଖ ରଖିଲେ ଖରାପ ଶକ୍ତିର ନାଶ ହୋଇଥାଏ। ମୟୁର ପୁଙ୍ଖକୁ ନେଇ ଉପାୟ ଏବଂ ୪ ଟି ଜାଗାରେ ମୟୁର ପୁଙ୍ଖ ନିଶ୍ଚୟ ରଖନ୍ତୁ। ଏହା ଦ୍ବାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ।

ଯଦି ଶନିଙ୍କ ପୀଡା ଥିବ ତେବେ ୧ ଟି ମୟୁର ପୁଙ୍ଖ ହାତରେ ନେଇ ୨୧ ଥର ଓଁ ଶଂ ଶନିଶ୍ଚରାୟ ନମଃ ଜପ କରନ୍ତୁ ଏବଂ ସେହି ମୟୁର ପୁଙ୍ଖକି ପାଣିରେ ବୁଡାଇ ଘର ସାରା ଛିଞ୍ଚନ କରନ୍ତୁ। ଏହା ପରେ ଏହି ମୟୁର ପୁଙ୍ଖକୁ ଏମିତି ଜାଗାରେ ଲୁଚାଇ ରଖନ୍ତୁ ଯେମିତି କାହାର ନଜର ପଡିବ ନାହିଁ। ଏମିତି କଲେ ଶନି ଶାନ୍ତ ହୋଇଯିବେ।

କୌଣସି ବି ଶୁଭ ଦିନରେ ମୟୁରପୁଙ୍ଖ ଆଣି ଘରର ସାମ୍ନାରେ ଏମିତି ଜାଗାରେ ଲଗେଇ ଦିଅନ୍ତୁ ଯେମିତି ଯିବା ଆସିବା ଲୋକଙ୍କର ନଜର ସେହି ମୟୁରପୁଙ୍ଖ ଉପରେ ପଡିବ। ଏହା ଦ୍ବାରା ଘରେ ସୁଖ ଏବଂ ସମୃଦ୍ଧି ବନି ରହିଥାଏ। ଏହି ଉପାୟ କୌଣସି ବି ଶୁଭ ଦିନରେ କରିବେ।

ଯେଉଁମାନେ ବିଦ୍ୟାର୍ଥୀ ସେମାନେ ବହି ଭିତରେ ମୟୁରପୁଙ୍ଖକୁ ଅଭିମନ୍ତ୍ରିତ କରି ରଖିଦେବେ ତ ପୁରା ଲାଭ ମିଳିଥାଏ।

ଘରର ଅଲଗା ଅଲଗା ରୁମରେ ମୟୁରପୁଙ୍ଖ ଲଗାଇଲେ ଘରର ବାସ୍ତୁକୁ ବଦଳାଇ ପାରିବେ।

ସର୍ବଦା ନିଜ ପାଖରେ ମୟୁରପୁଙ୍ଖ ରଖିଲେ ଭାଗ୍ୟ ଚମକି ଉଠିଥାଏ। ରାହୁକେତୁ ଗ୍ରହ ଦୋଷ ବି ଦୂର ହୋଇଥାଏ।

ଯଦି ଘରେ କୌଣସି ପିଲା ବହୁତ ଜିଦଖୋର ହୋଇଯାଇଛି ତ ମୟୁରପୁଙ୍ଖରେ ତାକୁ ପବନ ଦେଲେ ତାର ଜିଦ ଧୀରେ ଧୀରେ ଶେଷ ହୋଇଥାଏ।

ମୟୁରପୁଙ୍ଖକୁ ଚାନ୍ଦିର ତାବିଜିର ପୁରାଇ ନବଜାତ ଶିଶୁର ମୁଣ୍ଡ ପାଖରେ ରଖିଲେ ନଜର ଦୋଷ ଏବଂ କୌଣସି ପ୍ରକାରର ସଙ୍କଟରୁ ରକ୍ଷା ମିଳିଥାଏ।

ଯେଉଁଠାରେ ହୋଇଥାଏ ଦେବୀ ଦେବତାଙ୍କ ବାସ ସେ ଘର କେବେବି ଗରିବ ହୋଇନଥାଏ। ସର୍ବଦା ଧନ କେଉଁଠୁ ନାଁ କେଉଁଠୁ ଆସିଥାଏ। ସମସ୍ତଙ୍କ ଘରେ ବନାହୋଇଥିବା ମନ୍ଦିରରେ ଗୋଟିଏ ମୟୁରପୁଙ୍ଖ ନିଶ୍ଚୟ ରଖିବା ଦରକାର। ଏହା ଦ୍ବାରା ବ୍ୟକ୍ତି ମାଲାମାଲ ହୋଇଯାନ୍ତି। ସଫଳତାର ରାସ୍ତା ଖୋଲିଥାଏ।

ମୟୁରପୁଙ୍ଖ ରଖନ୍ତୁ ତକିଆ ତଳେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତକିଆ ତଳେ କିମ୍ବା ତକିଆର କଭର ଭିତରେ ଗୋଟେ ମୟୁରପୁଙ୍ଖ ରଖି ଶୋଇବା ଦ୍ୱାରା ବିନା ବାଧାରେ ଲାଭର ପ୍ରାପ୍ତି ହୋଇଥାଏ। ତକିଆ ତଳେ ମୟୁରପୁଙ୍ଖ ରଖିବା ପାଇଁ ଆପଣ ମୟୁରପୁଙ୍ଖକୁ ଅଳ୍ପ କାଟିନିଅନ୍ତୁ। ଏହାକୁ ତକିଆ ତଳେ ରଖି ଶୋଇଲେ ବ୍ୟକ୍ତିକୁ ସଫଳତା ମିଳିଥାଏ। ଅଚାନକ ଧନ ଆସିବାରେ ଲାଗିଥାଏ। ବ୍ୟକ୍ତି ହୋଇଯାଏ ଧୀରେ ଧୀରେ ମାଲା ମାଲ। ପିଜିଟିଭ ପ୍ରଭାବ ପଡିଥାଏ। ଖରାପ ସ୍ୱପ୍ନବି ଆସିନଥାଏ।

କୋଟିପତି ବନିବା ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁଠି ପୁରା ପରିବାର ଏକା ସହିତ ବସିଥାନ୍ତି ସେହି ସ୍ଥାନରେ ୩ ଟି ମୟୁରପୁଙ୍ଖ ରଖିଲେ ବ୍ୟକ୍ତି ଧୀରେ ଧୀରେ କୋଟିପତି ହୋଇଯାଏ। ମୟୁରପୁଙ୍ଖକୁ ପ୍ରତିଦିନ ଦର୍ଶନ କଲେ ସକରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ। ଧୀରେ ଧୀରେ ଘରର ସମସ୍ତ ସଦସ୍ୟ ସଫଳତା ହୋଇଥାନ୍ତି।

ଯଦି ଆପଣ ଚାହାଁନ୍ତି ମା ଲକ୍ଷ୍ମୀ ଦୌଡ଼ି ଦୌଡ଼ି ଚାଲି ଆସନ୍ତୁ ତ ଗୋଟେ ମୟୁରପୁଙ୍ଖ ଘରର ମୁଖ୍ୟ ଦ୍ୱାରରେ ନିଶ୍ଚୟ ଲଗାଇ ଦିଅନ୍ତୁ। ଆପଣ ତାହାକୁ ଫୋଟ ଫ୍ରେମ ବି କରିପାରନ୍ତି। ଘରର ମୁଖ୍ୟ ଦ୍ୱାରରେ ମୟୁରପୁଙ୍ଖ ଲଗାଇଲେ ପଇସା ଚୁମ୍ବକ ଭଳି ଆସିଥାଏ

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେବେବି ହୋଇନଥାଏ ତଲାକ ଲଢେଇ ଝଗଡା ହୋଇନଥାଏ। ଦୁଇଟି ମୟୁରପୁଙ୍ଖର ଯୋଡାକୁ ସ୍ୱାମୀ ସ୍ତ୍ରୀଙ୍କ ରୁମରେ ପୂର୍ବ ପଶ୍ଚିମ ଦିଗରେ ଲଗେଇଲେ ପ୍ରେମ ଆହୁରି ବଢିଯାଇଥାଏ ଲଢେଇ ଝଗଡା କେବେବି ହୋଇନଥାଏ। ଏମିତିକି କଥା ତଲାକ ପର୍ଯ୍ୟନ୍ତ ବି ଯାଇନଥାଏ। ସ୍ୱାମୀଙ୍କର ପର ସ୍ତ୍ରୀ ସହିତ ବି ସମ୍ବଦ୍ଧ ହୋଇନଥାଏ। ସମ୍ପର୍କ ମଜବୁତ ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆହୁରି ପ୍ରେମ ବଢିଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *