Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ଘଡି ଓ କ୍ୟାଲେଣ୍ଡର ଘରେ କଦାପି ରଖିବା ଉଚିତ ନୁହେଁ। ନଚେତ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ ଜିନିଷରେ ସକାରାତ୍ମକ ଓ ନକାରାତ୍ମକ ଉର୍ଜାୟ ରହିଥାଏ। ଯଦି ଘରର ଜିନିଷପତ୍ର ସଠିକ ସ୍ଥାନରେ ରଖା ଯିବ ନାହିଁ, ତାହେଲେ ଏହା ନକାରାତ୍ମକ ଉର୍ଜାର ସଞ୍ଚାର କରିଥାନ୍ତି ଏବଂ ଏହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ ବସ୍ତୁ ଗୁଡ଼ିକ ମଧ୍ୟରୁ ଘଡି ଓ କ୍ୟାଲେଣ୍ଡର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଘରେ ରଖିବା ଦ୍ଵାରା ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ।

ପ୍ରାୟତଃ ସମସ୍ତଙ୍କ ଘରେ ଘଡି ଓ କ୍ୟାଲେଣ୍ଡର ରହିଥାଏ। ଏହାଦ୍ବାରା ଆମେ ସମୟକୁ ନିର୍ଧାରଣ କରି ଥାଉ। ସମୟ କାହା ପାଇଁ ଅଟକି ରହି ନଥାଏ। ଆମେ ସମୟକୁ ନିୟନ୍ତ୍ରଣ କରି ନିଜେ ବଳବାନ ହୋଇ ପାରିବା। ଘଡି ଓ କ୍ୟାଲେଣ୍ଡରକୁ ସଠିକ ସ୍ଥାନରେ ରଖିଲେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ ଘଡି ଓ କ୍ୟାଲେଣ୍ଡର କେଉଁ ସ୍ଥାନରେ ରଖିବା ଶୁଭ ହୋଇଥାଏ, ସେହି ବିଷୟରେ କହିବାକୁ ଯାଉଛୁ।

ବାସ୍ତୁ ଶାସ୍ତ୍ର ଅନୁସାରେ ଅଣ୍ଡାକାର ଘଡି ଘରେ ଲଗାଇବା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ। ଘଡି ଖରାପ ବା ବନ୍ଦ ପଡ଼ି ଯାଇଥିଲେ, ଏହାକୁ ଘରେ ରଖନ୍ତୁ ନାହିଁ। ନଚେତ ଘରକୁ ଦାରିଦ୍ର୍ୟତା ଗ୍ରାସ କରିବ। ସେହିପରି ଚିରି ଯାଇଥିବା କ୍ୟାଲେଣ୍ଡର ମଧ୍ୟ ଘରେ ରଖନ୍ତୁ ନାହିଁ। ଚାରି କୋଣ ବିଶିଷ୍ଟ ଘଡି ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଘରେ ଜିନିଷପତ୍ର ରଖିବା ଆବଶ୍ୟକ। ନଚେତ ବାସ୍ତୁ ଦୋଷ ଲାଗିବାର ସମ୍ଭାବନା ରହିଥାଏ। ଏହାର ଅଶୁଭ ପରିଣାମ ପରିବାର ଲୋକଙ୍କୁ ଭୋଗ କରିବାକୁ ପଡ଼ିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *