Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ୪ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

ସମସ୍ତଙ୍କ ମନରେ ଧନ ଉପାର୍ଜନ କରିବା ପାଇଁ ଇଚ୍ଛା ରହିଥାଏ। କହିବାକୁ ଗଲେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଶୁଭ ଓ ଅଶୁଭ ସ୍ଥିତି ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଏହାଦ୍ବାରା କେତେବେଳେ ଟଙ୍କାର ଅଭାବ ଦେଖା ଦେଇଥାଏ ତ ଆଉ କେତେବେଳେ ଧନଭଣ୍ଡାର ପୁରି ଉଠିଥାଏ। ଜୁନ ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ, ଶୁକ୍ର, ମଙ୍ଗଳ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେଣୁ ଆଗାମୀ ଦୁଇଟି ସପ୍ତାହ ଏହି ୪ ଗୋଟି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ମେଷ ରାଶି :-

ପରିବାରରେ ହସଖୁସିର ମାହୋଲ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ। କୌଣସି କାର୍ଯ୍ୟକୁ ନେଇ ଦୂର ସ୍ତନ ଯାତ୍ରା କରି ପାରନ୍ତି। ଆପଣଙ୍କର ପୁରୁଣା ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ବନ୍ଧୁ ତଥା ସମ୍ପର୍କୀୟ ଆପଣଙ୍କୁ ଉଚିତ ସମୟରେ ସହଯୋଗ କରିବେ। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି।

ମିଥୁନ ରାଶି :-

ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। କିନ୍ତୁ ଆପଣ କେବେବି ଭାଗ୍ୟର ଭରସାରେ ରୁହନ୍ତୁ ନାହିଁ, ଅର୍ଥାତ ଆପଣ ସର୍ବଦା ନିଜ କର୍ମ କରି ଚାଲନ୍ତୁ।ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଉଦ୍ଧାର ଦେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଅଯଥା ଖର୍ଚ୍ଚରେ ନିୟନ୍ତ୍ରଣ ଆସିବ। ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।ଆପଣଙ୍କୁ କେବେବି ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିବ ନାହିଁ।

ବିଛା ରାଶି :-

ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ବ୍ୟବସାୟରେ ବିସ୍ତାର ହେବ।ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଏହି ସପ୍ତାହ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ।

ମୀନ ରାଶି :-

ଏହି ସମୟରେ କୌଣଷି ଜମିବାଡ଼ି ବା ଯାନ କ୍ରୟ କରନ୍ତୁ ନାହିଁ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ପାରିବାରିକ ଗୃହ କ୍ଳେଶ ସବୁ ଦୂର ହୋଇଯିବ। ଏହାସହିତ ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ସ୍ଥାନରେ ଟଙ୍କା ନିବେଶ କରିବାକୁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ଭଲ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ଅଚାନକ ଧନଲାଭ ହେବାର ଯୋଗ ରହିଛି।ବିବାହିତ ଦମ୍ପତ୍ତିଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *