Excuse Me Odisha

ଯାହା କହିବୁ ସତ କହିବୁ

୧୫୧ ବର୍ଷ ପରେ ଏହି ୬ ଗୋଟି ରାଶିର ଲୋକଙ୍କ ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି ! ମିଳିବ ୩ଟି ବଡ ଖୁସି ଖବର ! ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଗ୍ରହ ନକ୍ଷତ୍ର ଗୁଡିକର ପରିବର୍ତ୍ତନ କାରଣରୁ ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୫୧ ବର୍ଷ ପରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଅର୍ଥାତ ୧୨ ଗୋଟି ରାଶି ଗୁଡ଼ିକ ମଧ୍ୟରୁ ୬ତି ବିଶେଷ ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଜି ଆମେ ଆପଣଙ୍କୁ ଯେଉଁ ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ସେମାନେ ଖୁବ୍ ଶୀଘ୍ର ଧନବାନ ହେବା ସହିତ ଏମାନଙ୍କର ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ। ଏହାସହିତ ଜମିବାଡ଼ି ମାମଲାରେ ମଧ୍ୟ ସଫଳ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ମହାସଂଯୋଗ ବହୁତ ବର୍ଷ ପରେ ଦେଖିବାକୁ ମିଳୁଛି। ଏହି ସମୟରେ ଆପଣଙ୍କର ପ୍ରେମ ଜୀବନ ସୁଖମୟ ରହିବ

ଏହାସହିତ ବିବାହିତା ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ଯଦି ଆପଣ ଚାକିରି କରୁଛନ୍ତି, ତାହେଲେ ଆପଣ ଉନ୍ନତି ଲାଭ କରିବା ସହିତ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ନିଜ ଶତ୍ରୁ ଉପରେ ବିଜୟ ହାସଲ କରିବେ।

ଆପଣଙ୍କର ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ସବୁ କ୍ଷେତ୍ରରେ ଆପଣଙ୍କୁ ପିତାମାତା ଓ ପରିବାର ଲୋକଙ୍କର ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ।ଏହାସହିତ ଆପଣଙ୍କର ସମସ୍ତ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଯିବ। ଆଉ ଏକ ବଡ ଖୁସି ଖବର ହେଉଛି କି, ଆପଣ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ, ଯାହାଦ୍ଵାରା ସୋନ ନିଜର ଜରୁରୀ କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ କରି ପାରିବେ।

ବ୍ୟବସାୟ କରୁଥିବା ଲୋକେ ନିଜ ବ୍ୟାପାରରେ ଲାଭ ପ୍ରାପ୍ତ କରିବେ। ପରିବାରରେ ସର୍ବଦା ସୁଖଶାନ୍ତି ବିରାଜମାନ ହେବ। ଏହି ରାଶିର ଲୋକଙ୍କ ଭାଗ୍ୟ ସର୍ବଦା ସେମାନଙ୍କ ସପକ୍ଷରେ ରହିବ।ଆପଣ ନିଜର ବୁଦ୍ଧିମତା କାରଣରୁ ପ୍ରଚୁର ଧନ ଉପାର୍ଜନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆପଣ ସୁଫଳ ପାଇବେ।

ସମାଜରେ ଆପଣ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ଅଫିସର ଓ ସହକର୍ମୀମାନେ ଆପଣଙ୍କ କାର୍ଯ୍ୟଶୈଳୀ ଦେଖି ଆପଣଙ୍କର ପ୍ରଶଂସା କରିବେ। ତେବେ ଆମେ ଆପଣଙ୍କୁ ଯେଉଁ ରାଶି ଗୁଡ଼ିକ ବିଷୟରେ କହୁଛୁ, ସେହି ଭଗ୍ୟଶାଳୀ ରାଶି ଗୁଡ଼ିକ ହେଉଛି – ବୃଷ ରାଶି, କର୍କଟ ରାଶି, ସିଂହ ରାଶି, ତୁଳା ରାଶି, ଧନୁ ରାଶି, କୁମ୍ଭ ରାଶି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *