Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ଚଢେଇ ଆପଣଙ୍କ ଘରର ଛାତ ଉପରେ ଆସି ଖାଦ୍ୟ ଖାଇ ନିଅନ୍ତି ତ ବୁଝିନିଅନ୍ତୁ ଆପଣ ଧନୀ ହେବାକୁ ଯାଉଛନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୫ ଟି ଚଢେଇ ଆପଣଙ୍କ ଘରର ଛାତ ଉପରେ ଆସି ଖାଦ୍ୟ ଖାଇ ନିଅନ୍ତି ତ ବୁଝିନିଅନ୍ତୁ ଆପଣ ଧନୀ ହେବାକୁ ଯାଉଛନ୍ତି।

ଆପଣଙ୍କ ଘରକୁ ଯଦି ହଠାତ କିଛି ଚଢେଇ ଆସିବାକୁ ଲାଗନ୍ତି କିମ୍ବା ଦେଖିନିଅନ୍ତି କିମ୍ବା ଘରର ଛାତ ଉପରେ ଆପଣ ଦାନା ପାଣିର ବ୍ୟବସ୍ଥା କରୁଛନ୍ତି ଚଢେଇ ମାନଙ୍କ ପାଇଁ ତ ସେମାନଙ୍କ ଆସିବା ଶୁଭ ଅଟେ ନାଁ ଅଶୁଭ। କେଉଁ ଚଢେଇ ଘରକୁ ଆସିଲେ ଖୁସି ଆସିଥାଏ ଏବଂ କେଉଁ ଚଢେଇ ଆସିଲେ ନିଜ ସହିତ ବିପଦ ନେଇ ଆସିଥାନ୍ତି। ସମସ୍ତେ ଚାହିଁଥାନ୍ତି କି ଘରେ ସୁଖ ସମୃଦ୍ଧିର ବାସ ହେଉ। ବହୁତ ଖୁସି ରହୁ ଏଥିପାଇଁ ଆମେ ପୂଜାପାଠ ମଧ୍ୟ କରିଥାଏ।

ବାସ୍ତକୁ ମାନିଥାଉ ଧର୍ମ କାର୍ଯ୍ୟ କରିଥାଉ ଯାହା ଦ୍ୱାରା ଆମ ଜୀବନରେ ସମସ୍ୟା ଆସିବ ନାହିଁ। ତ ଏମିତି ଯେତେବେଳେ ଆମେ ପକ୍ଷୀ ମାନଙ୍କୁ ଦାନା ଦେଇଥାଉ ତ ବହୁତ ସାରା ଗ୍ରହ ନିୟନ୍ତ୍ରଣରେ ରହିଥାଏ। ସେମିତିରେ ଅନେକ ଦେବୀ ଦେବତାଙ୍କ ବାହନ ଚଢେଇ ଅଛନ୍ତି ତ ଏମିତିରେ ଯିଏ କାର୍ତ୍ତିକ ଅଟନ୍ତି ତାଙ୍କର ବାହନ ମୟୁର ଏବଂ ମା ସ୍ୱରସ୍ୱତୀଙ୍କର ମଧ୍ୟ ବାହନ ଅଟନ୍ତି। ଭଗବାନ ବିଷ୍ଣୁଙ୍କର ଗରୁଡ଼ ଶନିଦେବଙ୍କର ବାହନ କୁଆ ଏବଂ ଭଗବାନ ଶିବଙ୍କର ଷଣ୍ଢ ଅଟେ ତ ଏହି ବାହନଙ୍କର ସେବା କରିବା ତ ଶୁଭ ହୋଇଥାଏ

ଆଜି ଆମେ ଆଲୋଚନା କରିବୁ ଘରର ଛାତ ଉପରେ ଯଦି ଚଢେଇ ଆସି କିଛି ଖାଇଥାଏ ଯେମିତିକି ଯଦି ଛାତ ଉପରେ ପାରା ଆସି କିଛି ଖାଇଥାଏ ଆଉ ପାରା ସେଠାରେ ଅପରିଷ୍କାର କରିଥାଏ ତ ଆପଣଙ୍କ ଜୀବନରେ ସମସ୍ୟା ବଢିଥାଏ ସେଥିପାଇଁ ଛାତ ଉପରେ ଦାନା ପାଣିର ବ୍ୟବସ୍ଥା କରନ୍ତୁ ନାହିଁ। ଆପଣ ଅଗଣାରେ କରିପାରିବେ କୌଣସି ରୋଡ଼ ସାଇଟରେ କରିପାରିବେ। ତେବେ ଆସନ୍ତୁ ଜାଣିବା କେଉଁ ଚଢେଇ ହଠାତ ଆସି ଘରର ଛାତ ଉପରେ କେଉଁଠି କୌଣସି ଜିନିଷ ଆଣି ଖାଇଥାଏ ତ ଶୁଭ ହୋଇଥାଏ।

ବାଇ ଚଢେଇ। ଏହି ଚଢେଇ ଯଦି ଆପଣଙ୍କ ଘରକୁ ଆସିଯାଏ ବସା ବନେଇ ନିଏ କିମ୍ବା ଘରକୁ ସବୁବେଳେ ଆସିବାକୁ ଲାଗେ ଘରର ଛାତ ଉପରେ ବସେ ତ ବୁଝିନିଅନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଛନ୍ତି କାରଣ ମା ଲକ୍ଷ୍ମୀ ଆସିବା ପୂର୍ବରୁ ବାଇ ଚଢେଇ ଆସିଥାଏ।

ଟିଆ। ଯଦି ହଠାତ ଟିଆ ଘରକୁ ଆସିଯାଏ ଘରର ଛାତ ଉପରେ ବସିଯାଏ କିମ୍ବା କିଛି ଖାଇ ଥାଉ କି ନଖାଇ ଥାଉ କିନ୍ତୁ ଯଦି ଆପଣଙ୍କ ଘରକୁ ଆସିଥାଏ ତ ଏହାର ଅର୍ଥ ହଠାତ ଧନ ଲାଭ ହେବ।

କୁଆ। ଯଦି କୁଆ ଆସି କିଛି ଖାଇଥାଏ ତ ଅତିଥିଙ୍କ ଆଗମନର ସଂକେତ ହୋଇଥାଏ ଏବଂ ଖୁସିକୁ ବଢାଇଥାନ୍ତି।

ଚମଚଟା। ଯଦି ଘରକୁ ଚମଚଟା ଆସିଥାଏ ତ ଏହା ଶୁଭ ହୋଇନଥାଏ। ଏହାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ ନଚେତ ଜୀବନରେ ସମସ୍ୟା ବଢିଯିବ।

ଯଦି ସକାଳେ ମୟୁରର ଶବ୍ଦ ଶୁଣାଯାଏ ତେବେ ଏହା ଶୁଭ ସଂକେତ ହୋଇଥାଏ। ଏହି ପକ୍ଷୀ କୌଣସି ବି ସ୍ଥାନରେ ଖରାପ ଶକ୍ତିରୁ ଦୂରେଇ ରଖିଥାଏ। ଯଦି ଆପଣଙ୍କ ଘରକୁ ମୟୁର ଆସିଯାଏ ତ ଖୁସି ହୋଇଯାନ୍ତୁ। ଏହା ଶୁଭ ସଂକେତ ହୋଇଥାଏ। ମୟୁରକୁ ଏକ ବହୁତ ଶୁଭ ଏବଂ ପବିତ୍ର ପକ୍ଷୀ ମାନାଯାଏ ଏହା ମା ସ୍ୱରସ୍ୱତୀଙ୍କର ବାହନ। ଯଦି ଆପଣଙ୍କୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ସମୟରେ ମୟୂରର ଦର୍ଶନ ହୋଇଯାଏ କିମ୍ବା ମୟୂରର ଆବାଜ ଶୁଣିବାକୁ ମିଳେ ତ ଏହା ଶୁଭ ସଂକେତ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *