Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶିବଙ୍କର ଏହି ଗୋଟିଏ ସ୍ୱପ୍ନ କୋଟିଏରୁ ଜଣଙ୍କୁ ଆସିଥାଏ,ଯଦି ଆସେ ତ ବନିଯିବେ କୋଟିପତି ! ଜାଣନ୍ତୁ କେଉଁ ସ୍ବପ୍ନ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶିବଙ୍କର ଏହି ଏକ ସ୍ୱପ୍ନ କୋଟିଏରୁ ଜଣଙ୍କୁ ଆସିଥାଏ ଯଦି ଆସେ ତ ବନିଯିବେ କୋଟିପତି।

ଯଦି ଆପଣଙ୍କ ସ୍ୱପ୍ନରେ ଭଗବାନ ଶିବ ଆସନ୍ତି କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ ଭଗବାନ ଶିବ ଆସନ୍ତି ତେବେ ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ। ଏହି ସ୍ୱପ୍ନର ଅର୍ଥ ଭଗବାନ ଶିବ ଆପଣଙ୍କୁ ବହୁତ କିଛି କହିଥାନ୍ତି। ଏମିତିରେ ସ୍ୱପ୍ନରେ କୌଣସି ଦେବା ଦେବୀଙ୍କର ଆସିବା କୌଣସି ଅଦ୍ଭୁତ ହେବାର ସଂକେତ ଦେଇଥାଏ ଏହା ସହିତ ଏମିତି ଅନେକ ଚମତ୍କାର ହୋଇଥାଏ ଯାହା ଆପଣ କେବେବି କଳ୍ପନା ବି କରିପାରିବେ ନାହିଁ। ଖାସ କରି ଭଗବାନ ଶିବ ଯେବେ କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ ଆସିଥାନ୍ତି ତ ଏହି ୫ଟି କଥାର ସଂକେତ ହୋଇଥାଏ।

ଭଗବାନ ଶିବ କୁହନ୍ତି ଯେବେ କେହି ମୋର ଭକ୍ତି ପବିତ୍ର ମନରେ କରିଥାଏ ତ ମୁଁ ତାକୁ ଏହି ଏକ ସଂକେତ ନିଶ୍ଚୟ ଦେଇଥାଏ। ଯାହା ସେ ଜାଣିପାରେ କି ଭଗବାନ ଶିବ ତାର ଭକ୍ତିରେ ପ୍ରସନ୍ନ ଅଛନ୍ତି। ଭଗବାନ ଶିବ କୁହନ୍ତି ବାସ୍ତବିକ ରୂପରେ ବି ମୁଁ ମୋ ଭକ୍ତଙ୍କ ପରୀକ୍ଷା ଅବଶ୍ୟ ନେଇଥାଏ ଯାହା ଦ୍ୱାରା ସେ ଭକ୍ତ ଜାଣି ପାରିଥାଏ କି ତାର ଭକ୍ତି ସତ ଏବଂ ପବିତ୍ର ଅଟେ। ଯଦି ସ୍ୱପ୍ନରେ ଭଗବାନ ଶିବ ଆସନ୍ତି ତ କେଉଁ କେଉଁ କଥାର ଇଶାରା ହୋଇଥାଏ ବୁଝିବାକୁ ହେବ ତେବେ ଆସନ୍ତୁ ଜାଣିବା।

ଭଗବାନ ଶିବ ଜ୍ଞାନୀ ଏବଂ ବୈରାଗୀ ଅଟନ୍ତି। ତାଙ୍କର ଅନେକ ରୂପ ଅଛି ଏବଂ ଦେବତାଙ୍କ ମଧ୍ୟରୁ ଭଗବାନ ଶିବଙ୍କର ଏକ ଅଲଗା ରୂପର ସ୍ଥାନ ଅଛି। ଇଏ ଭୋଳା ବି ଅଟନ୍ତି ଦେବଙ୍କର ଦେବ ଏବଂ କାଳଙ୍କର କାଳ ବି ଅଟନ୍ତି। ଯଦି ଆପଣ ଭଗବାନ ଶିବଙ୍କର ସ୍ୱପ୍ନ ଦେଖନ୍ତି ତ ଏହା ବହୁତ ଶୁଭ ହୋଇଥାଏ। ଅନେକ ଶାସ୍ତ୍ରରେ ଏହା କୁହାଯାଇଛି ଯେ ବ୍ୟକ୍ତିଙ୍କୁ ଏମିତି ସ୍ୱପ୍ନ ଦେଖିବା ପରେ ଭଗବାନ ଶିବଙ୍କର ଧ୍ୟାନ ପୂଜାଅର୍ଚ୍ଚନା ଆରମ୍ଭ କରିଦେବା ଉଚିତ। ସେ ଜଣେଇଥାନ୍ତି କି ଏମିତିରେ ବ୍ୟକ୍ତିଙ୍କ ପଛ ଜନ୍ମର ଭକ୍ତି ଅଧୁରା ରହିଯାଇଥାଏ ତ ଭଗବାନ ଶିବ ତାଙ୍କୁ ଏହି ଜନ୍ମରେ ଅନୁଭବ କରାଇଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ।

ଭଗବାନ ଶିବ କୁହନ୍ତି ଯେଉଁ ବି ଭକ୍ତ ମୋର ଭକ୍ତି ପବିତ୍ର ମନରେ କରିଥାଏ ତ ମୁଁ ତାକୁ ଏହି ସଂକେତ ନିଶ୍ଚୟ ଦେଇଥାଏ। ଆପଣଙ୍କୁ ଜଣେଇ ଦେଉଛୁ ଶାସ୍ତ୍ର ଅନୁସାରେ ଦିନେ ଯେବେ ନିଜର ଭକ୍ତଙ୍କୁ ପରୀକ୍ଷା କରିବା ପାଇଁ ଭଗବାନ ଶିବ ଆସିଥିଲେ ସେ ଗୋଟେ ଗରିବ ବ୍ୟକ୍ତିଙ୍କ ରୂପରେ ଆସିଥିଲେ କିନ୍ତୁ ଭଗବାନ ଶିବଙ୍କ ଭକ୍ତଙ୍କୁ କଣ ଜଣା ଥିଲା ଯେ ଇଏ ଭଗବାନ ଶିବ ବୋଲି ସେ ଗରିବକୁ ପାଣି ପିଆଇଲେ ଭଜନ ଖାଇବାକୁ ଦେଲେ ଏବଂ କପଡା ଆଦି ଦେଲେ। ଯାହାକୁ ଦେଖି ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହେଲେ।

ଭଗବାନ ଶିବ ତାର ଭକ୍ତିରେ ଏବଂ କର୍ମର ଫଳ ଅନେକା ଗୁଣା ସେହି ଭକ୍ତଙ୍କୁ ଦେଲେ ଏବଂ ଭଗବାନ ଶିବ ନିଜର ଧାମକୁ ଚାଲିଗଲେ। ଯାହାକି ତା ପାଇଁ ଏହା ସବୁଠାରୁ ବଡ଼ ସଂକେତ ଥିଲା। ଏଥିପାଇଁ ଆପଣ ବି କେବେବି କୌଣସି ଗରିବ ବ୍ୟକ୍ତିଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ହୋଇପାରେ ସେ ଗରିବ ରୂପରେ ଭଗବାନ ହୋଇପାରନ୍ତି। କାରଣ ଭଗବାନ ନିଜର ଭକ୍ତଙ୍କର ପରୀକ୍ଷା ନେବା ପାଇଁ ବାତମ୍ବାର ଧରାପୃଷ୍ଠକୁ ଆସିଥାନ୍ତି।

ଯଦି କେଉଁ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଶିବ ଲିଙ୍ଗ ଦେଖାଦିଏ ତ ଏହା ବହୁତ ଶୁଭ ସଙ୍କେତ ମାନାଯାଏ। ଏମିତି ସ୍ୱପ୍ନ ବ୍ୟକ୍ତିଙ୍କ ଜୀବନରେ ଖୁସିର ଲହରୀ ଏବଂ ସକାରାତ୍ମକ ଉର୍ଜା ଆଡ଼କୁ ଇଶାରା କରିଥାଏ। ଏହା ସହିତ ଏମିତି ସ୍ୱପ୍ନ ଆସିବା ପରେ ଆପଣଙ୍କୁ ଭଗବାନ ଶିବଲିଙ୍ଗ ଉପରେ ଜଳ ନିଶ୍ଚୟ ଅର୍ପଣ କରିବା ଉଚିତ। ଏମିତି ସ୍ୱପ୍ନ ଆସିଲେ ଭଗବାନ ଶିବଙ୍କର ପୂଜାଅର୍ଚ୍ଚନା ଆରମ୍ଭ କରିଦେବା ଉଚିତ। କାରଣ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି।

ଶାସ୍ତ୍ର ଅନୁସାରେ ଯେବେ କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ ଭଗବାନ ଶିବ ଆସିଯାନ୍ତି ତ ସେହି ବ୍ୟକ୍ତିଙ୍କର ଅନେକ ପାପ ଧୋଇ ଯାଇଥାଏ। ମାନାଯାଏ ଭଗବାନ ଶିବ ଏମିତି ବ୍ୟକ୍ତିଙ୍କ ସ୍ୱପ୍ନରେ ଆସିଥାନ୍ତି ଯାହାର ହୃଦୟ କୋମଳ ଏବଂ ଖରାପ କଥାରୁ ଦୂରେଇ ରହିଥାଏ। ଭଗବାନ ଶିବ ସେହି ବ୍ୟକ୍ତିଙ୍କ ସ୍ୱପ୍ନରେ ଆସିଥାନ୍ତି ଯାହାର କର୍ମ ଭଲ ଥାଏ। ଏମିତି ବ୍ୟକ୍ତିଙ୍କ ସମସ୍ୟା ଶୀଘ୍ର ଶେଷ ହୋଇଯାଇଥାଏ।

ଏହିସବୁ ସ୍ୱପ୍ନକୁ କେବେବି ଭୁଲରେ ବି ମଧ୍ୟ କାହା ସହିତ ସେୟାର କରିବେ ନାହିଁ। ନଚେତ ଏହାର ଫଳ ମିଳିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *