Excuse Me Odisha

ଯାହା କହିବୁ ସତ କହିବୁ

ଝିଟିପିଟି ବାରମ୍ବାର ଘରେ ଦେଖାଦେଲେ ଏହି ସଂକେତ ଦେଇଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଝିଟିପିଟି ବାରମ୍ବାର ଘରେ ଦେଖାଦେଲେ ଏହି ସଂକେତ ଦେଇଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ବନ୍ଧୁଗଣ ଲୋକମାନେ ଘରେ ଝିଟିପିଟିକୁ ଦେଖିବା ଏକ ସାଧାରଣ ଘଟଣା ବୋଲି ମାନିଥାନ୍ତି। ଏମିତିକି ଝିଟିପିଟିକୁ ଆମେ ସାଧାରଣ ଯିବ ବୋଲି ମଧ୍ୟ ମାନିଥାଉ। କିନ୍ତୁ ପ୍ରତ୍ୟକ ଜୀବଜନ୍ତୁ ଏବଂ ମଣିଷ ମଧ୍ୟରେ ପ୍ରକୃତିର ଏକ ଅଲଗା ଆମ୍ବଦ୍ଧ ରହିଥାଏ। ଏହି କଥାଟି ପ୍ରାୟ ବହୁତ କମ ଲୋକ ଜାଣିଥାଆନ୍ତି। ଶାସ୍ତ୍ରରେ ଝିଟିପିଟିକୁ ଏକ ଖାସ ଜୀବ ବୋଲି ମାନିଥାଆନ୍ତି। ଶାସ୍ତ୍ରରେ ଝିଟିପିଟିକୁ ଦେଖିବା ଏବଂ ତାର ଗତିବିଧିକୁ ଲକ୍ଷ୍ୟ କରି ଅନେକ କଥା ବିସ୍ତାରରେ ସୂଚନା ଦିଆଯାଇଛି। ଯାହାର ସୂଚନା ଯଦି ଆପଣ ଜାଣିଥାନ୍ତି ତେବେ ଆପଣ ଆପଣଙ୍କ ଜୀବନରେ ସବୁ ଉଚ୍ଚତାକୁ ପାର କରିପାରିବେ।

ଶାସ୍ତ୍ର ଅନୁସାରେ କେଉଁ ସମୟରେ ଦେଖିବା ଭୂମି ଉପରେ ଦେଖିବା ଶରୀରରେ ପଡିବାର ଦେଖିବା ଅବା ଅଚାନକ ତଳକୁ ଖସି ପଡିବା ଇତ୍ୟାଦି ଭବିଷ୍ୟତର ଘଟଣାକୁ ଦର୍ଶାଇଥାଏ। ଏହା ବ୍ୟତୀତ ଝିଟିପିଟି ଶରୀରରେ ଦେଖିବା ଖାସ ଅଙ୍ଗ ଉପରେ ପଡିବା ଭବିଷ୍ୟତର ଅନେକ ଶୁଭ ଏବଂ ଅଶୁଭ ଘଟଣାକୁ ଦର୍ଶାଇଥାଏ। ଏହି କଥା ଆପଣ ବହୁତ ଥର ଶୁଣିଥିବେ କି ଦୀପାବଳି ଦିନ ଝିଟିପିଟି ଦେଖାଦେଲେ ମା ଲକ୍ଷ୍ମୀଙ୍କର କୃପା ପାଇବାର ସଂକେତ ହୋଇଥାଏ। କାରଣ ଝିଟିପିଟି ମା ଲକ୍ଷ୍ମୀଙ୍କର ଏକ ସ୍ୱରୂପ ଅଟେ। ଏହା ମଧ୍ୟ ମାନ୍ୟତା ଅଛିକି ଏହି ଦିନ ଯଦି ଝିଟିପିଟି ଆପଣଙ୍କର ଉପରେ ଖସି ପଡେ ତେବେ ସାରା ବର୍ଷ ଧନଧାନ୍ୟର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ଆପଣଙ୍କୁ ଏହା ଜଣା ଥିବ କି ଯେ ଝିଟିପିଟିକୁ ଦେଖିବା ମାତ୍ରେ କେଉଁ ଉପାୟ କରିବା ଦ୍ୱାରା ଆମକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଏହି ବିଷୟରେ ବହୁତ ଚମତ୍କାରୀ ଉପାୟଟିଏ ଆପଣ ମାନଙ୍କ ପାଇଁ ଆମେ ନେଇ ଆସିଛୁ। ତେବେ ଆସନ୍ତୁ ଜାଣିନେବା ସେହି ସହଜ ଏବଂ ଚମତ୍କାରୀ ଉପାୟ ବିଷୟରେ। ତେବେ ଆସନ୍ତୁ ଜାଣିବା ଯାହାକୁ କରିବା ଦ୍ୱାରା ଆମେ ଆମର ଭାଗ୍ୟ ବଦଳାଇ ଦେଇପାରିବା ଏହା ସହିତ ଜୀବନରେ ଉନ୍ନତି ପାଇପାରିବା ଏବଂ ଯାହା ଦ୍ୱାରା ଜୀବନରେ ଉନ୍ନତିର ମାର୍ଗ ଖୋଲି ପାରିବା।

ଯଦି ଜୀବନରେ ଆପଣଙ୍କୁ ଝିଟିପିଟି ଦେଖାଯାଏ ତେବେ ଆପଣଙ୍କର ଧନର ମାର୍ଗକୁ ଖୋଲିପାରିବେ। ଯଦି ଆପଣଙ୍କୁ କେବେ ଝିଟିପିଟି ଦେଖାଯାଏ ତ ଆପଣ ତୁରନ୍ତ ଭଗବାନଙ୍କ ପାଖରେ ଥିବା ସିନ୍ଦୁର ଏବଂ ଚାଉଳ ଆଣି ଏହାକୁ ଝିଟିପିଟି ଉପରେ ଫୋପାଡ଼ି ଦେବେ ଯାହାବି ଆପଣଙ୍କ ମନରେ ମନସ୍କାମନା ଥିବ ତାହାକୁ କହିଦେବେ ଏମିତି କରିବା ଦ୍ୱାରା ଆପଣଙ୍କର ମନସ୍କାମନା ପୂରଣ ହୋଇଥାଏ।

ଶାସ୍ତ୍ର ରେ ଝିଟିପିଟି କୁ ଏକ ପୂଜନୀୟ ପ୍ରାଣୀ ମାନାଯାଇଅଛି। ଏହାର ପୂଜାର୍ଚ୍ଚନା କରିଲେ ଘରେ ଧନ ସହିତ ଜଡିତ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଆପଣଙ୍କର ଜୀବନରେ କିଛି ବି କଷ୍ଟ ରହିଥାଏ।

ବନ୍ଧୁଗଣ ଏହି ଉପାୟଟି କୌଣସି ଖାସ ସମୟରେ କରିଲେ ଅଧିକ ଶୁଭ ହୋଇଥାଏ। ଯଦି ସନ୍ଧ୍ୟା ସମୟରେ ଝିଟିପିଟିକୁ ଦେଖୁଛନ୍ତି ତ ସେହି ସମୟରେ ଏହି ଉପାୟ କରିପାରିବେ। ବିନା କାରଣରେ ଏହି ଉପାୟ କରିବେ ନାହିଁ। ବନ୍ଧୁଗଣ ଝିଟିପିଟି ଏକ ଏପରି ଜୀବଟିଏ ଯାହାକୁ ଦେଖିବା ମାତ୍ରେ ଲୋକେ ଘୃଣା କରିଥାନ୍ତି ଏହାକୁ ଲୋକେ ଭୟ କରି ଡ଼ରିକି ପଳାଇ ଥାନ୍ତି। ଏପରି କରିବା ଦ୍ୱାରା ଲୋକେ ନିଜର ହିଁ କ୍ଷତି କରିଥାନ୍ତି। କାହିଁକିନା ଝିଟିପିଟିକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଏ ଏବଂ ଏହି ଝିଟିପିଟିକୁ ପୂଜା କରିବା ଦ୍ୱାରା ଅନେକ ଶୁଭ ସଂକେତ ମିଳିଥାଏ।

ବନ୍ଧୁଗଣ ଆପଣଙ୍କର ଘରକୁ ଆପଣ ସଫା ସୁତରା କରୁଥିବା ସମୟରେ ଯଦି ମଲା ଝିଟିପିଟି ଟିଏ ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ। ଏହା ଧ୍ୟାନ ଦେବେକି ଯଦି ଆପଣ ଘର ସଫା କରୁଥିବା ସମୟରେ ଆପଣଙ୍କ ହାତରେ କୌଣସି ଝିଟିପିଟି କିମ୍ବା ତାର ଛୁଆ ମରିଯାଏ ତେବେ ଏହା ବହୁତ ବଡ଼ ଦୋଷ ଲାଗିଥାଏ। ଏଣୁ ତାହାର ସଂସ୍କାର କରିଦେବେ ଏବଂ ତୁରନ୍ତ ମାଟି ଖୋଳି ପୋତି ଦେବେ। ଏହା ଦ୍ୱାରା ଆପଣ ଜୀବ ହତ୍ୟା ପାପ ଠାରୁ ବଞ୍ଚି ଯିବେ ଏବଂ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କର ଉପରେ ରାଗିବେ ନାହିଁ। ଏପରି ନକଲେ ଆପଣଙ୍କର ଜୀବନରେ ଏପରି କଷ୍ଟ ଆସିଯିବ କି ଯାହା ଆପଣ କଳ୍ପନା ବି କରିନଥିବେ ଏବଂ କେଉଁ କାରଣ ପାଇଁ ଏହି ସଙ୍କଟ ଆପଣଙ୍କ ଜୀବନକୁ ବାରମ୍ବାର ଆସୁଛି ଏହାବି ଆପଣ ଜାଣିପାରିବେ ନାହିଁ। ଏଥିପାଇଁ ଝିଟିପିଟିକୁ ମାରିବା ଉଚିତ ନୁହେଁ।

ଏବେ ଆସନ୍ତୁ ଜାଣିବା ଏମିତି କେଉଁ ସଂକେତ ରହିଛି ଯାହା ଆପଣ ଜୀବନରେ ହେଉଥିବା ଘଟଣା ବିଷୟରେ ଜାଣିପାରିବେ।

ବନ୍ଧୁଗଣ ଆପଣ ଯଦି ଖାଦ୍ୟ ଖାଉଥିବା ସମୟରେ କୌଣସି ଝିଟିପିଟିର ଆବାଜ ଶୁଣନ୍ତି ତେବେ ଏହା ବହୁତ ବଡ଼ ଶୁଭ ସଂକେତ ହୋଇଥାଏ। ଏହା ଆପଣଙ୍କର ଜୀବନରେ ଅଚାନକ ଧନ ପ୍ରାପ୍ତିର ସଂକେତ ମଧ୍ୟ ଦେଇଥାଏ ଅବା କୌଣସି ଶୁଭ ଫଳ ମିଳିବାକୁ ଯାଉଅଛି।

ଯଦି ଝିଟିପିଟିଙ୍କର ସମାଗମ ଦେଖନ୍ତି ତେବେ ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ସାକ୍ଷତ କରିବେ ଅଥବା ଆପଣ ଯାହାକୁ ମନେ ମନେ ଖଜୁଥିଲେ ସେ ନିଶ୍ଚୟ ମିଳିଯିବେ। ଆପଣଙ୍କର ସ୍ୱପ୍ନରେ ଯଦି ମଲା ଝିଟିପିଟି ଦେଖନ୍ତି ଏହା ଅଶୁଭ ସଂକେତ ହୋଇଥାଏ ଏବଂ ଜୀବନରେ ବଡ଼ କଷ୍ଟ ପାଇପାରନ୍ତି ଏବଂ ଅଶୁଭ ସମାଚାର ପାଇପାରନ୍ତି। ଯାହାକୁ କି ଆପଣ କଳ୍ପନା ମଧ୍ୟ କରିନଥିବେ।

ଏହା କୁହାଯାଏ କି ଝିଟିପିଟି ହାତରେ କିମ୍ବା ମସ୍ତଷ୍କ ଉପରେ ଖସି ପଡିଲେ ତେବେ ନିକଟ ଭବିଷ୍ୟତରେ ମାନ ସମ୍ମାନ ପାଇବା ସହିତ ଧନ ସମ୍ପତ୍ତି ମଧ୍ୟ ପାଇପାରନ୍ତି।

ଖାଇବା ସମୟରେ ଝିଟିପିଟି ଦେଖିଲେ ଏହା ଶୁଭ ହୋଇଥାଏ କିନ୍ତୁ ଖାଇବା ସମୟରେ ଆପଣଙ୍କର ପାଦ ଉପରକୁ ଯଦି ଝିଟିପିଟି ଆସିଯାଏ ତେବେ ଆପଣ କୌଣସି ବଡ଼ ଧରଣର ରୋଗର ଶିକାର ହୋଇପାରନ୍ତି। ଏଣୁ ତୁରନ୍ତ ଭଗବାନ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ଦର୍ଶନ କରିନିଅନ୍ତୁ।

ଏହା ମଧ୍ୟ ମାନ୍ୟତା ଅଛି କି ଆପଣମାନେ କୌଣସି କଥା ହେଉଥିବା ସମୟରେ ଯଦି ଝିଟିପିଟି ଶବ୍ଦ କରେ ତେବେ ଆପଣଙ୍କର ସେହି କଥାଟି ସତ୍ୟ ହୋଇଯାଏ। ଏଣୁ ଝିଟିପିଟିକୁ ଅନେକ ଲୋକ ସତସତୀ ବୋଲି କହିଥାନ୍ତି। କୁହାଯାଏ କି ଝିଟିପିଟି ମଥା ଉପରେ ଖସି ପଡିଲେ ଧନ ପ୍ରାପ୍ତି ହୋଇଥାଏ।

ଦକ୍ଷିଣ କାଦ୍ଧରେ ଝିଟିପିଟି ଖସି ପଡିଲେ ଦାମିକା ଜିନିଷର ପ୍ରାପ୍ତି ହୋଇଥାଏ। ଅବା ଅଳଙ୍କାରର ପ୍ରାପ୍ତି ହୋଇଥାଏ।

ବାମ କାନ୍ଧରେ ଝିଟିପିଟି ଖସି ପଡିଲେ ଆୟୁଷ ବୃଦ୍ଧି ହୋଇଥାଏ।

ପୂଜା କରୁଥିବା ସମୟରେ ଯଦି ଝିଟିପିଟି ଦେଖନ୍ତି ତେବେ ତାହା ଉପରକୁ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ ଏବଂ ଦୀପଟିଏ ଜାଳି ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ। ଦେଖିବେ ଆପଣଙ୍କର ସେହି ସମସ୍ତ ଇଛା ନିଶ୍ଚିତ ରୂପେ ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *