Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ମାତ୍ରେ ମହିଳାଙ୍କର ଏହି ଗୋଟିଏ ଜିନିଷ କେବେବି ଦେଖନ୍ତୁ ନାହିଁ। ନହେଲେ ପୁରା ପରିବାର ହୋଇଯିବ ଭିକାରୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠିବା ମାତ୍ରେ ମହିଳାଙ୍କର ଏହି ଗୋଟିଏ ଜିନିଷ କେବେବି ଦେଖନ୍ତୁ ନାହିଁ। ପୁରା ପରିବାର ହୋଇଥାଏ ଭିକାରୀ।

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର କଥା ଲେଖାଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନର ପ୍ରତ୍ୟକ ବ୍ୟକ୍ତିକୁ ପ୍ରାଥମିକ ଶିକ୍ଷା ଦିଆଯାଇଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତି ଯାହା ଆପଣଙ୍କୁ ଜୀବନରେ କୌଣସି ନାଁ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ।

ସକାଳୁ ଉଠି ମହିଳାଙ୍କର ଏହି ଜିନିଷ କେବେବି ଦେଖିବା ଉଚିତ ନୁହେଁ। ନଚେତ ଦିନ କଣ ପୁରା ବର୍ଷ ବି ଆପଣଙ୍କର ବର୍ବାଦ ହୋଇପାରେ। ଛାଇ ଯାଇଥାଏ ଗରିବୀ। ପ୍ରତ୍ୟକ ସକାଳ ବ୍ୟକ୍ତିଙ୍କ ପାଇଁ ଏକ ନୂଆ ସକାଳ ନେଇ ଆସିଥାଏ। ପ୍ରତ୍ୟକ ସକାଳ ବ୍ୟକ୍ତିର ନୂତନ ଉତ୍ସ୍ୟହ ଏବଂ ନୂଆ ଖୁସି ନେଇ ଆସିଥାଏ।

ଶାସ୍ତ୍ରରେ ବି କୁହାଯାଇଛି ଯେ ଯଦି ଦିନର ଆରମ୍ଭ ଠିକ ଭାବରେ କରାଯାଇଥାଏ ତ ପୁରା ଦିନ ଭଲ ବ୍ୟତୀତ ହୋଇଥାଏ ଏବଂ ଯଦି ଦିନର ଆରମ୍ଭରେ କିଛି ଅଶୁଭ ଜିନିଷର ଦର୍ଶନ କରିନିଅନ୍ତି ତ ପୁରା ଦିନ ବର୍ବାଦ ହୋଇଯାଏ ଏବଂ ଆସିବାକୁ ଥିବା ସମୟ ବି ନଷ୍ଟ ହୋଇଯାଏ। ଏପରି ସ୍ଥିତିରେ ବ୍ୟକ୍ତିଙ୍କ ଉପରେ ଦୁର୍ଭାଗ୍ୟ ଛାଇଯାଇଥାଏ। ଯେଉଁ କାରଣରୁ ସେ କେବେବି ଉନ୍ନତି କରିପାରିନଥାଏ ଯାହା ଫଳରେ ସେ ମଣିଷ ଟି ଭାଙ୍ଗି ଯାଏ। ଏଥିପାଇଁ ଆଜି ଆମେ ୫ ଟି ରହସ୍ୟମୟ ଜିନିଷ ବିଷୟରେ ଜଣେଇବୁ ଯାହାକୁ ସକାଳେ ଦେଖିବା ଦ୍ୱାରା ଆପଣଙ୍କ ଜୀବନ ବର୍ବାଦ ହୋଇଯାଇପାରେ। ତେବେ ଆସନ୍ତୁ ଜାଣିବା।

ଶାସ୍ତ୍ର ଅନୁସାରେ ସକାଳୁ ଉଠି ଯଦି ଆପଣ କିଛି ଗର୍ବି ଓ ଚରିତ୍ର ହିନ ମହିଳାଙ୍କୁ ଦେଖିବା ଉଚିତ ନୁହେଁ ଯଦି ଦେଖିବେ ତ ଆପଣଙ୍କର ଦିନ ଟି ବହୁତ ଖରାପରେ ବ୍ୟତୀତ ହେବ ଏବଂ ହେବାକୁ ଥିବା କାମ ମଧ୍ୟ ହୋଇପାରିବ ନାହିଁ ସଙ୍କଟର କଳା ଛାୟା ଘେରି ଯିବ।

ସକାଳୁ ଉଠି ଆପଣ ମାତା ପିତା ଓ ଭଗବାନଙ୍କ ଦର୍ଶନ କରନ୍ତୁ ଆପଣଙ୍କ ଦିନ ଅତ୍ୟନ୍ତ ଶୁଭମୟ ହେବ ଓ ସବୁ ପ୍ରକାର ହେବାକୁ ଥିବା କାମରେ ସଫଳତା ହାସଲ କରିବେ।

ବୈଜ୍ଞାନିକ ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ପୁରା ଦୁନିଆ ମାନିଥାଏ ଯେ ସକାଳୁ ଉଠି କେବେ ଆଇନାରେ ନିଜ ମୁହଁ ଦେଖିବା ଭଲ ନୁହଁ। ଭଙ୍ଗା କାଚରେ କେବେବି ନିଜ ମୁହଁ ଦେଖିବା ଉଚିତ ନୁହେଁ। ଏହା ଦ୍ବାରା ବ୍ୟକ୍ତି କାଙ୍ଗାଳ ହୋଇପାରେ। କାରଣ ସକାଳେ ଆଇନାରେ କିଛି ନକରାତ୍ମକ ଶକ୍ତି ଥାଏ ଯାହା ଆମ ଉପରେ ପ୍ରଭାବ ପକାଏ ଓ ଆମ ଭିତରେ ଥିବା ସକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ଯାହା ଦ୍ଵାରା ଆମର କାର୍ଯ୍ୟରଏ ବହୁ ବାଧା ବିଘ୍ନ ଆସିଥାଏ। ତେଣୁ ସକାଳେ ଉଠି ଆଇନା ଦେଖିବା ଭଲ ନୁହଁ।

ଏମିତି ମାନାଯାଏ ଯେ ସକାଳୁ ଉଠିବା ପରେ ପଡ଼ିଥିବା ଓଲଟା ଚପଲ ବୁଢିଆଣୀର ଜାଲ ଆଦି ଦେଖିବା ଭଲ ନୁହଁ। ଏହା ଦେଖିଲେ ଆମ ଦିନ ଟି ଖରାପରେ ବ୍ୟତତ ହୋଇଥାଏ ଓ ବାଧା ବିଘ୍ନ ଦେଖାଦେଇଥାଏ ଏବଂ ଧାରୁଆ ଜିନିଷ ଦେଖିଲେ ବ୍ୟକୟିର ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ଏବଂ ପୁରା ଦିନ ତାଙ୍କ ଉପରେ ନକରାତ୍ମକ ଉର୍ଜା ପ୍ରାଧାନ୍ୟ ବିସ୍ତାର କରିଥାଏ।

ସକାଳୁ ଉଠିବା ପରେ ଖାଲି ବାସନ ଅଇଁଠା ବାସନ ଓ କିଛିବି ଖାଲି ପଡ଼ିଥିବା ଜିନିଷ ଦେଖିବା ଦ୍ୱାରା କାମ ଅଟକି ଯାଇପାରେ ଏବଂ ସବୁକିଛି ଖରାପ ହୋଇଥାଏ।ଜୀବନରେ ସଫଳତା ପାଇବା କମିଯାଇଥାଏ।

ସକାଳୁ ଉଠି କାହାର କଳି ଝଗଡ଼ା ଦେଖିବା ଭଲ ନୁହଁ। ଏସବୁ ଦେଖିଲେ ଘରେ ଧନ ହାନି ଘଟିଥାଏ। ମନ ଅଶାନ୍ତି ରହିଥାଏ ଏବଂ ଦାରିଦ୍ର୍ୟତା ପିଛା ଛାଡେ ନାହିଁ। ସଫଳତା ହାସଲ କରିବା କଷ୍ଟସାଧ୍ୟ ହୋଇପଡେ। ତେଣୁ ସକାଳର ଆରମ୍ଭ ମିଠା କଥା କହୁଥିବା ଲୋକମାନଙ୍କଠୁ ଆରମ୍ଭ କରନ୍ତୁ। ଆପଣଙ୍କ ଦିନ ଅତ୍ୟନ୍ତ ଶୁଭମୟ ହେବ। ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *