Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା ଗୁରୁବାର ଠାରୁ ଏହି ୬ ଗୋଟି ରାଶିର ଲୋକେ ହେବେ ମାଲାମାଲ, ଟଙ୍କା ଗଣି ଗଣି ଥକି ଯିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ହିନ୍ଦୁ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଏହି ଗୁରୁବାର ଦିନ ଠାରୁ କିଛି ବିଶେଷ ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଅଧିକାଂଶ ଲୋକେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ନଥାନ୍ତି।

ତେଣୁ ଏହି କିଛିଦିନ ମଧ୍ୟରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର ଅଶେଷ କୃପା ପ୍ରାପ୍ତ ହେବା ଯୋଗୁଁ କିଛି ବିଶେଷ ରାଶିର ଲୋକଙ୍କ ଉପରେ ଧନ ବର୍ଷା ହେବାକୁ ଯାଉଛି ଓ ଏମାନଙ୍କ ଜୀବନରେ ଅନେକ ନୂଆ ପରିବର୍ତ୍ତନ ଆସିବାକୁ ଯାଉଛି। ଯାହାଫଳରେ ଏହି ରାଶିର ଲୋକେ ସବୁ ଦିଗରେ ସଫଳତା ଅର୍ଜନ କରିବେ। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଜାଣିବା।

ତୁଳା ରାଶି :-

ଏହି ରାଶିର ଲୋକଙ୍କ ଉପରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ରହିବ। ପରିବାରରେ ସର୍ବଦା ହସଖୁସିର ବାତାବରଣ ରହିବ। ଆପଣ ନିଜ ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣ ନୂଆ ଯାନ କ୍ରୟ କରି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ସର୍ବଦା ଗୁରୁଜନଙ୍କ ସେବା କରନ୍ତୁ, ଦେଖିବେ ଆପଣ ସବୁ କ୍ଷେତ୍ରରେ ଉନ୍ନତି କରିବେ।

ମେଷ ରାଶି :-

ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ଲୋକ ମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବାକୁ ଯାଉଛି। ଅଚାନକ କୌଣସି କ୍ଷେତ୍ରରୁ ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି। ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆପଣଙ୍କୁ ଜୀବନରେ ଅନେକ ଉତ୍ତମ ଅବସର ପ୍ରାପ୍ତ ହୋଇପାରେ। ଚାକିରି ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ।

କନ୍ୟା ରାଶି :-

ଭଗବାନ ବିଷ୍ଣୁଙ୍କ କୃପାରୁ ଏହି ରାଶିର ଲୋକଙ୍କର ଜୀବନରେ ନୂଆ ପରିବର୍ତ୍ତନ ହେବାକୁ ଯାଉଛି । ଆପଣ ନିଜ ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଅଚାନକ ଧନ ଲାଭ ହୋଇପାରେ। କାରବାର ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଜମିବାଡ଼ି ମାମଲା ଆପଣଙ୍କ ସପକ୍ଷରେ ରହିବ।

ମିଥୁନ ରାଶି:-

ଏହି ରାଶିର ଲୋକ ମାନଙ୍କ ଉପରେ ସର୍ବଦା ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ସମାଧାନ ହୋଇଯିବ ଓ ଆପଣ ପ୍ରସନ୍ନ ରହିବେ। ଚାକିରି କରିଥିବା ଲୋକଙ୍କୁ ନୂଆ ଅବସର ପ୍ରାପ୍ତ ହେବାକୁ ଯାଉଛି। ବ୍ୟବସାୟରେ ସ୍ଥିତି ଦୁର୍ବଳ ରହିଲେ ମଧ୍ୟ ଆପଣ ସାହସର ସହିତ ଅଗ୍ରସର ହେବେ।

ମକର ରାଶି:-

ଏହି ରାଶିର ଲୋକଙ୍କର ସମାଜରେ ମାନ ସମାନ ବୃଦ୍ଧି ହେବ। ଆପଣଙ୍କ ଘରର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ।ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାକୁ ଯାଉଛି। ବୈବାହିକ ଜୀବନରେ ସଂପର୍କ ସୁଦୃଢ଼ ରହିବ। ଆପଣଙ୍କର ଲଟେରୀ ଲାଗିବାର ସମ୍ଭାବନା ରହିଛି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣ ନିଜ ଜୀବନର ସବୁ କଠିନ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବେ।

କୁମ୍ଭ ରାଶି:-

ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀ ମାନେ ନିଜ ଜୀବନରେ ସଫଳତା ହାସଲ କରିବେ। ଏହି ସମୟରେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ। ସନ୍ତାନ ପ୍ରାପ୍ତି ହେବାର ଯୋଗ ରହିଛି।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ସମସ୍ତଙ୍କ ସହିତ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଡ଼ିବା ପାଇଁ ଆମର ଫେସବୁକ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *