Excuse Me Odisha

ଯାହା କହିବୁ ସତ କହିବୁ

ଝିଅମାନଙ୍କୁ ଆକର୍ଷିତ କରିଥାନ୍ତି ଏହି ଅକ୍ଷର ବିଶିଷ୍ଟ ପୁଅମାନେ ! ଜାଣନ୍ତୁ କେଉଁମାନେ ?

ସେୟାର୍ କରନ୍ତୁ

ଆପଣଙ୍କ ନାମ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ସ୍ଵଭାବ,ଚରିତ୍ର, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଆଜି ଆମେ ଆପଣଙ୍କୁ ସେହି ନାମ ଥିବା ପୁଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଝିଅମାନଙ୍କୁ ଖିନ ଶୀଘ୍ର ଆକର୍ଷିତ କରିଥାନ୍ତି। ଆସନ୍ତୁ ଜାଣିବା।

K ନାମ ଥିବା ପୁଅମାନେ :-

ଯେଉଁ ପୁଅମାନଙ୍କର ନାମର ପ୍ରଥମ ଅକ୍ଷର K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଭାବରୁ ବହୁତ ଉତ୍ତମ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି।ଏମାନେ ଯେଉଁ ଝିଅଙ୍କୁ ପସନ୍ଦ କରିଥାନ୍ତି, ତାଙ୍କୁ ହୃଦୟରୁ ପ୍ରେମ କରନ୍ତି।କହିବାକୁ ଗଲେ ଝିଅମାନେ ଖୁବ୍ ଶୀଘ୍ର ଏହି ପୁଅମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।ଏମାନେ ଦେଖିବାକୁ ଖୁବ୍ ସୁନ୍ଦର ମଧ୍ୟ ହୋଇଥାନ୍ତି, ତେଣୁ ଝିଅମାନେ ଏମାନଙ୍କ ପ୍ରତି ଖୁବ୍ ଶୀଘ୍ର ଆକର୍ଷିତ ହୋଇଥାନ୍ତି।

V ନାମ ଥିବା ପୁଅମାନେ :-

ଯେଉଁ ପୁଅମାନଙ୍କର ନାମର ପ୍ରଥମ ଅକ୍ଷର V ରୁ ଆରମ୍ଭ ହୋଇଥାଏ, ସେମାନେ ଝିଅମାନଙ୍କୁ ଖୁବ୍ ଶୀଘ୍ର ଆକର୍ଷିତ କରିଥାନ୍ତି। ଏମାନଙ୍କର ବ୍ୟକ୍ତିତ୍ଵ ବହୁତ ଆକର୍ଷଣୀୟ ହୋଇଥାଏ। ତେଣୁ ଝିଅମାନେ ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି। ଏହି ପୁଅମାନେ ସ୍ୱଭାବରୁ ବହୁତ ଶାନ୍ତ ଓ ସରଳ ହୋଇଥାନ୍ତି। ଏହାସହିତ ଏମାନେ ବହୁତ ଯତ୍ନଶୀଳ ମଧ୍ୟ ହୋଇଥାନ୍ତି। ତେଣୁ ଝିଅମାନେ ଏମାନଙ୍କର ଏହି ଗୁଣ ଯୋଗୁଁ ଖୁବ୍ ଶୀଘ୍ର ଆକର୍ଷିତ ହୋଇଥାନ୍ତି। ଯେଉଁ ଝିଅକୁ ଏମାନେ ପ୍ରେମ କରିଥାନ୍ତି ତାକୁ ରାଣୀ ଭଳି ରଖନ୍ତି।

H ନାମ ଥିବା ପୁଅମାନେ :-

ଯେଉଁ ପୁଅମାନଙ୍କର ନାମର ପ୍ରଥମ ଅକ୍ଷର H ରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ଝିଅମାନଙ୍କୁ ଆକର୍ଷିତ କରିବାର କଳା ଭଲଭାବରେ ଜଣା ଥାଏ।ଏମାନଙ୍କ ଚେହେରାରେ ସର୍ବଦା ହସ ରହିଥାଏ। ଏମାନଙ୍କର ଅନ୍ଦାଜ ଯୋଗୁଁ ଝିଅମାନେ ଏମାନଙ୍କ ପ୍ରତି ଆକର୍ଷିତ ରହିଥାନ୍ତି।ଏମାନେ ବିବାହ ପରେ ନିଜ ଜୀବନସାଥୀଙ୍କୁ ବହୁତ ଖୁସିରେ ରଖିଥାନ୍ତି।ଏହାସହିତ ଏମାନେ ନିଜ ପ୍ରେମ ପ୍ରତି ସଚ୍ଚୋଟ ଓ ବିଶ୍ବାସୀ ମଧ୍ୟ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *