Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ମାସରେ ଏହି ୫ଟି ରାଶିରେ ଲାଗିବ ଲଟେରୀ, ଦୀର୍ଘ ୫୦୦ ବର୍ଷ ପରେ ମହାଧନଯୋଗ ବନିବାକୁ ଯାଉଛି। ଦେଖନ୍ତୁ ସେଥିରେ ଆପଣଙ୍କ ରାଶି ନାହିଁ ତ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। କହିବାକୁ ଗଲେ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଯେଉଁ କାରଣରୁ ମଣିଷ ଜୀବନରେ ସୁଖ ପରେ ଦୁଃଖ ଆସିଥାଏ, ତ ଦୁଃଖ ପରେ ସୁଖ ଆସିଥାଏ। ବାସ୍ତବରେ ମଣିଷ ଜୀବନରେ ଏହି ପରିବର୍ତ୍ତନ ଗ୍ରହ ମାନଙ୍କର ସ୍ଥିତି ପରିବର୍ତ୍ତନ କାରଣରୁ ହୋଇଥାଏ। ତେବେ ଦୀର୍ଘ ୫୦୦ ବର୍ଷ ପରେ ଗ୍ରହ ମାନଙ୍କର ଗତିବିଧିରେ ପରିବର୍ତ୍ତନ ହେବାକୁ ଯାଉଛି।

ଯାହାର ପ୍ରଭାବ କିଛି ରାଶିର ଲୋକ ମାନଙ୍କ ଉପରେ ପଡିବାକୁ ଯାଉଛି। ଏହାସହିତ ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ଦୃଷ୍ଟି ରହିବ। କୌଣସି ବ୍ୟକ୍ତି ଉପରେ ଶନିଦେବଙ୍କ କୃପା ଦୃଷ୍ଟି ରହିଲେ, ବ୍ୟକ୍ତିର ଜୀବନରେ ସବୁ ସମସ୍ଯା ଦୂର ହୋଇଥାଏ। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ଆମେ ଆପଣଙ୍କୁ କେଉଁ ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ସେହି ରାଶିର ଲୋକଙ୍କୁ ଜୀବନରେ ସବୁ ସୁଖ ସମୃଦ୍ଧି ପ୍ରାପ୍ତ ହେବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଆପଣ ପରିବାରରେ ହସଖୁସିର ମାହୋଲ ଲାଗି ରହିବ।ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଆପଣ ଲାଭବାନ ହେବେ।

ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳତା ହାସଲ କରିବେ। ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ପ୍ରଶାସନିକ ସ୍ତରରେ କାର୍ଯ୍ୟରତ ଥିବା ଅଧିକାରୀଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି।

ଆପଣ ଯେଉଁ କ୍ଷେତ୍ରରେ କାର୍ଯ୍ୟରତ ରହିବେ, ସେଠାରେ ଉଚ୍ଚ ପଦବୀ ହାସଲ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଆପଣ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ରୋଜଗାର ନଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଆଶାନୁରୂପ ଚାକିରି ମିଳିପାରେ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। ସନ୍ତାନ ନଥିବା ଲୋକଙ୍କୁ ଏହି ସମୟରେ ସୁଖଦ ସମାଚାର ମିଳିପାରେ।

ଜମିବାଡି ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଜୀବନରେ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆପଣ ଯୋଜନା କରିବେ। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଅଧିକ ଅଧ୍ୟୟନ କରିବା ପାଇଁ ଛାତ୍ରଛାତ୍ରୀ ବିଦେଶ ଯାତ୍ରା କରି ପାରନ୍ତି।ଯେଉଁ ମାନଙ୍କର ବିବାହ ବିଳମ୍ବ ହେଉଥିଲା, ସେମାନଙ୍କ ପାଇଁ ଅନେକ କ୍ଷେତ୍ରରୁ ବିବାହର ପ୍ରସ୍ତାବ ଆସିପାରେ। ଆପଣଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ। ଆମେ ଆପଣଙ୍କୁ ଯେଉଁ ରାଶିର ଲୋକଙ୍କ ବିଷୟରେ କହୁଛୁ, ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି ମିଥୁନ ରାଶି, କର୍କଟ ରାଶି, ମୀନ ରାଶି, ବୃଷ ରାଶି, କନ୍ୟା ରାଶି ଓ ମେଷ ରାଶି।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ, ତେବେ ଏହାକୁ ସମସ୍ତଙ୍କୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *