Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ ଘରର ଏହି କୋଣରେ ରଖିଦିଅନ୍ତୁ ଏହି ୧ ଖଣ୍ଡ ଫିଟିକିରି,ହେବ ସବୁ ସମସ୍ୟାର ଅନ୍ତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନବରାତ୍ରୀରେ ଘରର ଏହି କୋଣରେ ରଖିଦିଅନ୍ତୁ ଏହି ୧ ଖଣ୍ଡ ଫିଟିକିରି ହେବ ସବୁ ସମସ୍ୟାର ଅନ୍ତ।

ନବରାତ୍ରୀ ସମୟରେ ସକାରାତ୍ମକ ଉର୍ଜା ବହୁତ ଅଧିକ ଏକ୍ଟିଭ ରହିଥାଏ କିନ୍ତୁ ନକରାତ୍ମକ ଉର୍ଜା ବି ପ୍ରାଧାନ୍ୟ ଦେଇଥାଏ କାରଣ ବହୁତ ଲୋକ ଯାଦୁ ମନ୍ତ୍ର କରିଥାନ୍ତି ଏହି ସମୟରେ ଶିଖିଥାନ୍ତି କିମ୍ବା କାହାର ଖରାପ କରିବାର ଚିନ୍ତା କରିଥାନ୍ତି। ଏଥିପାଇଁ ନବରାତ୍ରୀ ସମୟରେ ବହୁତ ସାବଧାନତାର ସହିତ ସମୟ ବ୍ୟତୀତ କରିବା ଉଚିତ। କିଛି ଖାସ ଉପାୟ ଫିଟିକିରି ର ଯାହା ସମସ୍ତ ସମସ୍ୟା ତନ୍ତ୍ର ମନ୍ତ୍ର କ୍ରିୟାରୁ ନେଗେଟିଭ ଉର୍ଜାରୁ ବଞ୍ଚାଇ ରଖିବ। ଆଜି ଆମେ ଫିଟିକିରିର କିଛି ଖାସ ଉପାୟ ବିଷୟରେ ଜଣେଇବୁ।

ଜ୍ୟୋତିଷଙ୍କ ଅନୁସାରେ ଆପଣ ଫିଟିକିରିରେ ବହୁତ ଲାଭ ଉଠାଇ ପାରିବେ। କେବେ କେବେ କଣ ହୋଇଥାଏ ନାଁ ଜୀବନରେ ବହୁତ ସମସ୍ୟା ଆସିଥାଏ ରାତିରେ ଡର ମାନସିକ ଚାପ ନିଦ ଆସିନଥାଏ ମାନସିକ ସ୍ତରରେ ବହୁତ ଅସୁସ୍ଥ ଅନୁଭବ କରୁଛନ୍ତି ତ ଏମିତିରେ ଏକ କଳା ରଙ୍ଗର କପଡ଼ାରେ ଫିଟିକିରିର ଖଣ୍ଡ ବାନ୍ଧି କରି ନିଜର ମୁଣ୍ଡ ପାଖରେ ରଖନ୍ତୁ। ଏମିତି କଲେ ସବୁ ଟେନସନ ଦୂର ହୋଇଯିବ। ଏକ ମାସ ପରେ ଏହାକୁ ଫୋପାଡ଼ି ଦିଅନ୍ତୁ। ଏହି ପ୍ରୟୋଗ କୌଣସି ବି ମଙ୍ଗଳବାର ରବିବାର ଦିନ ଆରମ୍ଭ କରନ୍ତୁ ଏବଂ ଗୋଟେ ମାସ ପରେ ଏହାକୁ ଫୋପାଡ଼ି ଦେବେ।

ଘରର ପୋଛା ପାଣିରେ ଫିଟିକିରି ପକାଇ ଯଦି ସଫା କରିବେ ତ ଘରେ ଧୀରେ ଧୀରେ ଘରର ସମସ୍ୟା ସମାପ୍ତ ହୋଇଯିବ।

ବାସ୍ତୁ ଅନୁସାରେ ଫିଟିକିରିର ଯେଉଁ ଖଣ୍ଡ ହୋଇଥାଏ ତାକୁ ଗୁଣ୍ଡ କରିଦିଅନ୍ତୁ ଏବଂ ଲାଲ କପଡ଼ାରେ ଏହାକୁ ବାନ୍ଧି ନିଜ ଘରର ମୁଖ୍ୟ ଦ୍ୱାରରେ ତଳେ ରଖିଦିଅନ୍ତୁ। ଏମିତି କଲେ ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିବ ନାହିଁ ଏବଂ ଘରେ ଖୁସି ବଢିବ।

ବାସ୍ତୁ ଅନୁସାରେ ଘରର ଉନ୍ନତି ପାଇଁ ଏକ ଘଟି ପାଣି ନିଜ ଘରର ଯେଉଁ ବଡ଼ ବ୍ୟକ୍ତି ଅଟନ୍ତି ଅର୍ଥାତ ମୁଖିଆ ଅଟନ୍ତି ତାଙ୍କର ମୁଣ୍ଡ ପାଖରେ ଏକ ଘଟି ପାଣିରେ ଅଳ୍ପ ଫିଟିକିରି ପକେଇ ରଖିଦିଅନ୍ତୁ ଭଗବାନଙ୍କର ନାମ ନିଅନ୍ତୁ ପର ଦିନ ଅସ୍ତ ଗଛରେ ଅର୍ପଣ କରିଦିଅନ୍ତୁ। ଏମିତି କରିବା ଦ୍ୱାରା ଘର ପରିବାରରେ କଳହ କ୍ଳେଶ ଦୂର ହୋଇଯିବ ଘରକୁ ଶାନ୍ତି ଆସିଯିବ।

ଘରର ବାଥରୁମରେ କାଚର ପାତ୍ରରେ ଫିଟିକିରିର ଖଣ୍ଡ ହେଉ କିମ୍ବା ଲୁଣ ନିଶ୍ଚୟ ରଖିଦିଅନ୍ତୁ। ପୁରା ଘରର ବାସ୍ତୁ ଠିକ କରିଥାଏ। ନକରାତ୍ମକ ଉର୍ଜାକୁ ବି ଧୀରେ ଧୀରେ ଘରୁ ବାହାର କରିଦେଇଥାଏ। କାରଣ ଫିଟିକିରି ବାସ୍ତୁଦୋଷ ଦୂର କରିଥାଏ।

ନିଜ ଘରର କବାଟ ହେଉ କିମ୍ବା ଝରକା ହେଉ କିମ୍ବା ବାଲକୁନି ହେଉ କେଉଁ ଜାଗାବି ହେଉ ଆପଣଙ୍କୁ ଲାଗୁଛି କି ଏହି ଜାଗା ବାସ୍ତୁଦୋଷ ଉତ୍ପନ କରୁଛି ଆପଣ ଚାହୁଁଛନ୍ତି ସବୁ କିଛି ଠିକ ହୋଇଯାଉ ତ ଏଥିପାଇଁ ଆପଣ ଗୋଟେ କାଚ ଡ଼ବାରେ ଫିଟିକିରିକୁ ଛୋଟ ଛୋଟ ଖଣ୍ଡ କରି ରଖି ଆପଣଙ୍କୁ ଯେଉଁ ଜାଗା ବାସ୍ତୁଦୋଷ ଉତ୍ପନ କରୁଛି ଲାଗୁଛି ସେହି ଜାଗାରେ ରଖିଦିଅନ୍ତୁ ଏବଂ ସବୁ ମାସ ଚେଞ୍ଜ କରିବେ ପୁରୁଣାକୁ ଫୋପାଡ଼ି ଦେବେ ନୂଆ ରଖିବେ।

ଆପଣ ଚାହିଁଲେ ଫିଟିକିରି ଖଣ୍ଡ ନିଜ ଅଫିସରେ ନିଜର ବ୍ୟବସାୟ କ୍ଷେତ୍ରରେ ବି କୌଣସି କାଚ ଡ଼ବାରେ ରଖିଦିଅନ୍ତୁ। ଏହା ଦ୍ୱାରା ବାସ୍ତୁଦୋଷ କମ ହୋଇଥାଏ।

ରୋଷେଇ ଘରେ ଫିଟିକିରି ଖଣ୍ଡ କାଚ ଡ଼ବାରେ ରଖିଲେ ନକରାତ୍ମକ ଉର୍ଜା ଶେଷ ହୋଇଥାଏ। ଏହି ଫିଟିକିରିକୁ ଆପଣ ୬ ମାସ ପରେ ଚେଞ୍ଜ କରିବେ।

ଯଦି ବହୁତ ଟେନସନରେ ରହୁଥିବେ କିମ୍ବା ନେଗେଟିଭ ଚିନ୍ତା ଆସୁଥିବ ଅଫିସର ଟେନସନ ଘରର ଟେନସନ ଥିବ ତ ସ୍ନାନ ପାଣିରେ ଏକ ଚୁଟକି ଫିଟିକିରି ଗୁଣ୍ଡ ମିଶାଇ ପ୍ରତିଦିନ ସ୍ନାନ କରନ୍ତୁ। ଏହା ଦ୍ବାରା ନେଗେଟିଭ ଉର୍ଜା ଶେଷ ହୋଇଯିବ। ମନ ଶାନ୍ତ ହୋଇଯିବ ଖୁସିରେ ଭରି ଯିବ।

ଏହା ଦ୍ବାରା ନଜର ଦୋଷରୁ ବି ମୁକ୍ତି ଦେଇଥାଏ। ଯଦି କାହାରିକୁ ନଜରଦୋଷ ଲାଗିଥିବ ତ ୧ ଖଣ୍ଡ ଫିଟିକିରି ନେଇ ସେହି ବ୍ୟକ୍ତିର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ୭ ଥର ଓଲଟା ବୁଲାଇ ନିଅନ୍ତୁ। ଏହି ଖଣ୍ଡକୁ ଅଗ୍ନିରେ ପକେଇ ଦିଅନ୍ତୁ। ଏହା ଦ୍ବାରା ଖରାପ ନଜରଦୋଷ ଧୀରେ ଧୀରେ ଶେଷ ହୋଇଯିବ।

ଧନ ପ୍ରାପ୍ତି ପାଇଁ ଆପଣ ଫିଟିକିରିର ଅଳ୍ପ ଗୁଣ୍ଡ କରି ରଖିଦିଅନ୍ତୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ଗୁଣ୍ଡରେ ଦାନ୍ତ ସଫା କରିନିଅନ୍ତୁ ଏହା ଦ୍ବାରା ବି ଭାଗ୍ୟ ଉଦୟ ହୋଇଥାଏ। ଭାଗ୍ୟର ସହଯୋଗ ମିଳିଥାଏ। ଭାଗ୍ୟର କବାଟ ଖୋଲା ରହିଥାଏ।

ଅନେକ ଥର ଏମିତି ହୋଇଥାଏ ଅନେକ ଚେଷ୍ଟା କରିବା ପରେ ବି ବ୍ୟବସାୟରେ ଉନ୍ନତି ହୋଇନଥାଏ ତ ଏମିତିରେ ଗୋଟେ ଛୋଟ ପ୍ରୟୋଗ କରନ୍ତୁ। ଆପଣ ୫ ଟି ଫିଟିକିରିର ଖଣ୍ଡ ନିଅନ୍ତୁ ଏବଂ ୬ଟି ଅପରାଜିତା ଫୁଲ ନେବେ କୌଣସି ଶନିବାର ଦିନ ଆପଣ ଏହି ନୀଳ ଫୁଲ ଏବଂ ୫ ଟି ଫିଟିକିରି ଖଣ୍ଡକୁ ନିଜ ହାତରେ କୌଣସି ଅପରିଷ୍କାର ନାଳରେ ପକେଇ ଦିଅନ୍ତୁ। ଏମିତି କଲେ ଆପଣଙ୍କ ବ୍ୟବସାୟ ଏବଂ ଆପଣଙ୍କ ବ୍ୟପାର ଭଲରେ ଚାଲିବ। ସବୁକିଛି ଭଲ ହୋଇଯିବ।

ଅନେକ ଥର ଦୁର୍ଘଟଣା ଯୋଗ ବନି ଯାଇଥାଏ। ଛୋଟ ବଡ଼ ବାରମ୍ବାର ସାଇକେଲରେ ପଡିଯାଉଛନ୍ତି ଗାଡ଼ିରେ ପଡିଯାଉଛନ୍ତି ତ ବହୁତ ଥର ଦୁର୍ଘଟଣା ଯୋଗ ବନି ଯାଇଥାଏ। ଏଥିରୁ ବଞ୍ଚିବା ପାଇଁ ନିଜ ଗାଡ଼ିରେ ହେଉ କିମ୍ଵା ସାଇକେଲରେ ହେଉ ଫିଟିକିରି ଖଣ୍ଡ ନେଇ ଗାଡିର ଚକରେ ଛୁଇଁ ଦିଅନ୍ତୁ ଏହାପରେ ଏହାକୁ ଆପଣ ଏହି ଫିଟିକିରିକୁ ବାହାରକୁ ଫୋପାଡ଼ି ଦିଅନ୍ତୁ। ଏମିତି କଲେ ଏହି ଦୁର୍ଘଟଣା ବିପଦ ଟଳି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *