Excuse Me Odisha

ଯାହା କହିବୁ ସତ କହିବୁ

ଆଉ ୩ ଦିନ ପରେ ଅସ୍ତ ହେବାକୁ ଯାଉଛନ୍ତି ବୁଧ ଗ୍ରହ ! ଏହି ୪ ଗୋଟି ରାଶିର ଲୋକେ ଲାଭବାନ ହେବାକୁ ଯାଉଛନ୍ତି,ଜାଣନ୍ତୁ କେଉଁ କେଉଁ ରାଶି !

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ରାଶିଚକ୍ରରେ ଥିବା ପ୍ରତ୍ୟେକ ରାଶି ଉପରେ ପଡ଼ିଥାଏ। କହିବାକୁ ଗଲେ ଗ୍ରହ ମାନଙ୍କର ଅସ୍ତ ହେବା ଶୁଭ ହୋଇ ନଥାଏ।କିନ୍ତୁ ଅନେକ ସମୟରେ ଗ୍ରହ ମାନଙ୍କର ଅସ୍ତ ହେବା କିଛି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରଦାନ କରିଥାଏ। ମାର୍ଚ୍ଚ ୧୮ ତାରିଖ ଦିନ ବୁଧ ଅସ୍ତ ହେବାକୁ ଯାଉଛନ୍ତି। ଏହାଦ୍ବାରା ୪ ଗୋଟି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ସେମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି : –

ବୁଧ ଗ୍ରହର ଅସ୍ତ ହେବା ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଅଚାନକ ଆପଣ ମାନଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି।ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ଅର୍ଜନ କରିବେ। ଚାକିରି ଓ ବ୍ୟାପାର କ୍ଷେତ୍ରରେ ବହୁତ ଉନ୍ନତି ହେବ।

ମିଥୁନ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଏହି ସମୟରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ।ଘରର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ

ମକର ରାଶି :-

ଏହି ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ରାଶି ପରିବର୍ତ୍ତନ ଲାଭଦାୟକ ସାବ୍ୟସ୍ତ ହେବ।ବୈବାହିକ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ। କୌଣସି ସ୍ଥାନରେ ନିବେଶ କରିବା ପାଇଁ ଏହି ସମୟ ଅନୁକୂଳ ଅଟେ।

ମୀନ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଚାକିରି କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *