Excuse Me Odisha

ଯାହା କହିବୁ ସତ କହିବୁ

ଶିବଲିଙ୍ଗ ଉପରେ ନିଜର ଆଙ୍ଗୁଳିରେ ଲେଖି ଦିଅନ୍ତୁ ଏହି ଗୋଟିଏ ଶବ୍ଦ,ଯାହା ଚାହିଁବେ ତାହା ୨୪ ଘଣ୍ଟା ଭିତରେ ପାଇବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶିବ ଲିଙ୍ଗ ଉପରେ ନିଜର ଆଙ୍ଗୁଳିରେ ଲେଖିବାକୁ ହେବ ଗୋଟେ ଶବ୍ଦ। ଯାହାବି ଇଛା ପୂରଣ ହୋଇଯିବ। ୨୪ ଘଣ୍ଟାରେ ଦେଖିବେ ଏହାର ଫଳ।

ହାତରେ ଏମିତି ଆଙ୍ଗୁଳି ଅଛି ଯେଉଁଥିରେ ସ୍ୱୟଂ ଭଗବାନ ଶିବ ଥାଆନ୍ତି। ହାତରେ କେଉଁ ଆଙ୍ଗୁଳି ଅଛି ଯେଉଁଥିରେ ଭଗବାନ ଶିବ ଲିଙ୍ଗ ଉପରେ ଲେଖିଦେବେ ଗୋଟେ ଶବ୍ଦ ଯାହା ଦ୍ୱାରା ଭଗବାନ ଶିବଙ୍କ କୃପା ହୋଇଯିବ। ପୌରାଣିକ ଶାସ୍ତ୍ର ଅନୁସାରେ ବ୍ରହ୍ମଦେବଙ୍କ ପୂର୍ବରୁ ଭଗବାନଙ୍କୁ ସନ୍ଧ୍ୟା ପ୍ରାପ୍ତି। ଆଉ ସମ୍ପୂର୍ଣ୍ଣ ସଂସାର କେବଳ ଭଗବାନ ଶିବଙ୍କ କାରଣରୁ ହିଁ ବ୍ରହ୍ମଦେବଙ୍କୁ ଉତ୍ପନ କରିଥିଲେ ଜଗତର ସଞ୍ଚାଳନ ପାଇଁ। ଆଉ ଯେବେ ବ୍ରହ୍ମଦେବ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ନିର୍ମାଣ ମାନସିକ ସ୍ତତ୍ରରେ କରିପାରିଲେ ନାହିଁ ତ ସେ ସ୍ତ୍ରୀ ରୂପରେ ଶତ୍ରୁପା ଅର୍ଥାତ ମା ସରସ୍ଵତୀଙ୍କୁ ଉତ୍ପନ କଲେ।

ଯେଉଁଥିରେ ନିଜେ ବ୍ରହ୍ମା ହିଁ ମୁଗ୍ଧ ହୋଇଗଲେ। ତ ଉତ୍ପତ୍ତି କାରକଙ୍କୁ ପିତା ମାନାଯାଏ। ଏଥିପାଇଁ ବ୍ରହ୍ମା ନିଜର ହିଁ ପୁତ୍ରୀ ସ୍ୱରସ୍ୱତୀଙ୍କ ଉପରେ ମୁଗ୍ଧ ହେବା ଯୋଗୁ ଭଗବାନ ଶିବ ନିଜର ଅନାମିକା ଆଙ୍ଗୁଳିରେ ବ୍ରହ୍ମାଙ୍କ ୫ଟି ମୁଣ୍ଡ କାଟିଦେଲେ ତ ଅନାମିକା ଆଙ୍ଗୁଳିର ଏକ ନାମ ଅନାମା ମଧ୍ୟ ଅଟେ। ଏହାର ଅର୍ଥ ଅଟେ ବ୍ରହ୍ମ ହତ୍ୟା। ଅର୍ଥାତ ଯାହାକୁ କେବେବି ପାପ ଲାଗିବ ନାହିଁ ସେହି ଅନାମିକା ଅଟେ। ଅନମିକାରେ ଦେବ କାର୍ଯ୍ୟ କରାଯାଏ। ମଧ୍ୟମା ଆଙ୍ଗୁଳିରେ ପିତୃ କାର୍ଯ୍ୟ କରାଯାଏ ଏବଂ ତର୍ଜନୀ ଆଙ୍ଗୁଳିରେ ନିଜର କାର୍ଯ୍ୟ କରାଯାଏ।

ତ ଶିବଲିଙ୍ଗ ଉପରେ ଯେଉଁ ତ୍ରିକୁଣ୍ଡ ବନାଯାଏ ତ ସେଥିରେ ତର୍ଜନୀରେ ବ୍ରହ୍ମା ବସିଥାନ୍ତି ମଧ୍ୟମାରେ ଭଗବାନ ବିଷ୍ଣୁ ବସିଥାନ୍ତି ଆଉ ଯେଉଁ ଅନାମିକା ଆଙ୍ଗୁଳି ସେଥିରେ ସ୍ଵୟଂ ଭଗବାନ ଶିବ ବସିଥାନ୍ତି। ତ ଧାର୍ମିକ ମାନ୍ୟତା ଅନୁସାରେ ଅନାମିକା ଆଙ୍ଗୁଳିରେ ସ୍ଵୟଂ ଭଗବାନ ଶିବଙ୍କ ବାସ ଅଟେ। ଏଥିପାଇଁ ସବୁବେଳେ ଅନାମିକା ଆଙ୍ଗୁଳିକୁ ଧାର୍ମିକ ରୂପରେ ପବିତ୍ର ମାନାଯାଏ। ଅତ୍ୟଧିକ ପାବନ ଅଟେ ପୂଜାପାଠ ପାଇଁ ବି। ତ ଧାର୍ମିକ ମାନ୍ୟତା ଅନୁସାରେ ଅନାମିକା ଆଙ୍ଗୁଳିରେ କୁଶ ବନ୍ଧା ହେବାର ନିୟମ ଅଛି। ଏଥିପାଇଁ ଅନାମିକା ଆଙ୍ଗୁଳିକୁ ଦୈବୀ ଆଙ୍ଗୁଳି ମାନାଯାଏ।

ଏହି ଆଙ୍ଗୁଳି ମାନ ଅଭିମାନ ଯଶ ଏବଂ କୀର୍ତିର ସୂଚକ ଅଟେ। ଅନାମିକା ଆଙ୍ଗୁଳିର ଉପଯୋଗ ସର୍ବଦା ଦୈବୀ ପୂଜାରେ କରାଯାଏ ଏବଂ ତ୍ରିକାଳ ସନ୍ଧ୍ୟାରେ ସୂର୍ଯ୍ୟଙ୍କୁ ହିଁ ପଞ୍ଚ ଦେବର ସ୍ଥାନ ଅଟେ ଏବଂ ଅନାମିକା ଆଙ୍ଗୁଳିରେ ହିଁ ଦେବଗଣଙ୍କୁ ଚନ୍ଦନ ସିନ୍ଦୁର ଏବଂ ଅକ୍ଷତ ଅର୍ପଣ କରାଯାଏ। ମଧ୍ୟମା ଆଙ୍ଗୁଳି ଏବଂ କନିଷ୍ଠା ଆଙ୍ଗୁଳି ମଝିରେ ଯେଉଁ ଆଙ୍ଗୁଳିକୁ ଅନାମିକା ଆଙ୍ଗୁଳି କୁହାଯାଏ। ଜ୍ୟୋତିଷଙ୍କ ମାନ୍ୟତା ଅନୁସାରେ ଅନାମିକା ଆଙ୍ଗୁଳିରେ ଗ୍ରହର ରାଜା ସୂର୍ଯ୍ୟଙ୍କ ଆଧିପତି ଅଟେ। ସୂର୍ଯ୍ୟଙ୍କୁ ଆଦିତ୍ୟ ମାନାଯାଏ ଅର୍ଥାତ କେବେବି ଅନ୍ୟ ସ୍ଥାନ ଉପରେ ରହେନାହିଁ। ସର୍ବଦା ପ୍ରଥମ ସ୍ଥାନରେ ରହିଥାଏ।

ବେଦରେ ସୂର୍ଯ୍ୟଙ୍କୁ ବ୍ରହ୍ମାଣ୍ଡଙ୍କ କାରକ ମାନାଯାଏ। ଏଥିପାଇଁ ଏହି ଆଙ୍ଗୁଳିରେ ମୁଦି ପିନ୍ଧାଯାଏ। ଏହା ଦ୍ବାରା ବ୍ୟକ୍ତିର ଧନ ଯଶ ବୃଦ୍ଧି ପାଇଥାଏ। ହାତର ଚାରି ଆଙ୍ଗୁଳିର ଶିଖରେ ଗ୍ରହଙ୍କର ବାସ ହୋଇଥାଏ। ଯେମିତିକି ଆଙ୍ଗୁଳିରେ ଶୁକ୍ର ତର୍ଜନୀରେ ଗୁରୁ ମଧ୍ୟମାରେ ଶନି ଅନାମିକାରେ ସୂର୍ଯ୍ୟ ଏବଂ କନିଷ୍ଠାରେ ବୁଦ୍ଧ। ତ ଅନାମିକା ଆଙ୍ଗୁଳିରେ ମହା ଶିବରାତ୍ରିର ଦିନରେ ଶିବ ଲିଙ୍ଗ ଉପରେ ଧଳା ଚନ୍ଦନରେ ଯଦି ଧଳା ଚନ୍ଦନ ନଥିବ ତେବେ ବେଲ ଗଛର କାଠିକୁ ଘରାଇ ଚନ୍ଦନ ବନେଇ ଅନାମିକା ଆଙ୍ଗୁଳିରେ ଓଁ ଲେଖିଦିଅନ୍ତୁ ଶିବ ଲିଙ୍ଗ ଉପରେ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *