Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ଭୁଲରେ ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହି ୩ଟି କାମ,ନହେଲେ ପୁରା ପରିବାର ଉପରେ ଆସିଯିବ ସଙ୍କଟ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳବାର ଦିନ ଏହି କାମ କରନ୍ତୁ ନାହିଁ ଘର ବର୍ବାଦ ହୋଇଯିବ।

ବନ୍ଧୁଗଣ ମଙ୍ଗଳବାର ଦିନ ଏହି ଅଶୁଭ କାର୍ଯ୍ୟ କରନ୍ତୁ ନାହିଁ। ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ସମର୍ପିତ ଅଟେ। ଏହିଦିନ ପବନ ପୁତ୍ରଙ୍କ ପୂଜା କରାଯାଏ। ମଙ୍ଗଳବାର ଦିନକୁ ଭଗବାନ ହନୁମାନଙ୍କ ବହୁତ ପ୍ରିୟ ଦିନ ମାନାଯାଏ। କୁହାଯାଏ ଏହିଦିନ ଯେଉଁବି ଭକ୍ତ ଭଗବାନ ହନୁମାନଙ୍କୁ ସଚା ମନରେ ଯାହାବି ମାଗିଥାଏ ତାର ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ।

ଆଉ ମଙ୍ଗଳବାର ଦିନ ଏହି ଭୁଲ କେବେବି କରନ୍ତୁ ନାହିଁ। ଭଗବାନ ହନୁମାନ କ୍ରୋଧିତ ହୋଇଯାନ୍ତି। ଆଉ ଆପଣଙ୍କ ବ୍ରତ ଭାଙ୍ଗି ଯାଇଥାଏ।।କାରଣ ଏହି ଦିନ ମଙ୍ଗଳ ଗ୍ରହଙ୍କର ମାନାଯାଏ। ଆଉ ମଙ୍ଗଳ ସବୁଠାରୁ ଭାରି ଗ୍ରହ ମାନାଯାଏ। ଅଶୁଭ ମଙ୍ଗଳ ଅମଙ୍ଗଳକାରୀ ହୋଇଯାଏ। ଏହାର ପ୍ରଭାବରେ ବ୍ୟକ୍ତି କ୍ରୋଧି ଆତଙ୍କବାଦୀ ଦୁରାଚାରୀ ବିଦ୍ରୋହୀ ହୋଇଥାଏ। ବ୍ୟକ୍ତି ଉପରେ ମଙ୍ଗଳ ଅଶୁଭ ହେଲେ ବ୍ୟକ୍ତି କାଙ୍ଗାଳ ହୋଇପାରେ ଘରକୁ କଷ୍ଟ ଆସିପାରେ। ତ ଆସନ୍ତୁ ଜାଣିବା।

ମଙ୍ଗଳବାର ଦିନ ବ୍ୟକ୍ତିକୁ ସମ୍ଭୋଗ କରିବା ଠାରୁ ଦୂରେଇ ରହିବା ଉଚିତ। ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ଭୋଗ ବିଳାସର ବଡ଼ି ରହିଥାନ୍ତି। ଆଉ ତାଙ୍କୁ ଭଗବାନ ହନୁମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ। ଏମିତି ପାପ ଭୁଲରେ ବି କରନ୍ତୁ ନାହିଁ। ଏହି ଦିନ ସ୍ତ୍ରୀଙ୍କ ଠାରୁ ଦୂରେଇ ରୁହନ୍ତୁ। ଏହି ଦିନ ଭୋଗ ବିଳାସ କଲେ ସନ୍ତାନ କିନ୍ନର ଜନ୍ମ ହୋଇଥାଏ କିମ୍ବା ଖରାପ।

ମଙ୍ଗଳବାର ଦିନ ଯେବେ କୁକୁର ବିଲେଇ କାନ୍ଦିବାକୁ ଲାଗନ୍ତି ତ ଏହାକୁ ଅଶୁଭ ମାନାଯାଏ। ଏହା ଘରକୁ ଗରିବୀ ଆସିବାର ସଂକେତ ଦେଇଥାଏ। ଝଗଡା ଆଦି ଘରେ ହୋଇପାରେ।

ମଙ୍ଗଳବାର ଦିନ ଭଙ୍ଗା ପାନିଆ ଭଙ୍ଗା ଆଇନାର ବ୍ୟବହାର ଭୁଲରେ ବି କରନ୍ତୁ ନାହିଁ। କାରଣ ମଙ୍ଗଳ ଗ୍ରହ ଅଶୁଭ ପ୍ରଭାବ ପକାଇ ଥାନ୍ତି। ଆଉ ବ୍ୟକ୍ତି କାଙ୍ଗାଳ ହୋଇପାରେ।

ମଙ୍ଗଳବାର ଦିନ ଘରେ କୌଣସି ଜିନିଷ ଭାଙ୍ଗିବା ଅଶୁଭ ମାନାଯାଏ। ମଙ୍ଗଳବାର ଦିନ ଭଙ୍ଗା ଗାଡ଼ିରେ ବସି ବାହାର ଯିବା ଉଚିତ ନୁହେଁ। ଏମିତି କଲେ ଆପଣଙ୍କ ସହିତ ଖରାପ ହୋଇପାରେ।

ମଙ୍ଗଳବାର ଦିନ ଯେଉଁ ଲୋକମାନେ ସ୍ନାନ କରନ୍ତି ନାହିଁ ତ ତାଙ୍କୁ କେବେବି କାର୍ଯ୍ୟରେ ସଫଳତା ମିଳିନଥାଏ। କାରଣ ମଙ୍ଗଳ ଏକ ଏମିତି ଗ୍ରହ ଅଟେ ଯାହା ମନୁଷ୍ୟଙ୍କ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି। ମନୁଷ୍ୟଙ୍କ କର୍ମ ଅନୁସାରେ ମନୁଷ୍ୟଙ୍କୁ କାଙ୍ଗାଳ ବନେଇ ଥାଏ କିମ୍ବା କୋଟିପତି।

ଏହି ଦିନ ମାଂସ ମଦର ସେବନ କରନ୍ତୁ ନାହିଁ। ଏହି ଜିନିଷ ଠାରୁ ଦୂରେଇ ରୁହନ୍ତୁ। ଯଦି ଏହିଦିନ ଆପଣ ମାଂସ ମଦର ସେବନ କରିବେ ତ ଭଗବାନ ହନୁମାନଙ୍କୁ କଷ୍ଟ ଆସିଥାଏ। ଆଉ ଆପଣଙ୍କୁ ପାପ ଲାଗିଥାଏ। ଏହା ଦ୍ୱାରା ଆପଣଙ୍କ ମଙ୍ଗଳ ଗ୍ରହ ଖରାପ ସ୍ଥିତିରେ ଆସିଯାଏ।

ମଙ୍ଗଳବାର ଦିନ ବ୍ରତ ରଖିବା ବ୍ୟକ୍ତିଙ୍କୁ ଲୁଣର ସେବନ କରିବା ଉଚିତ ନୁହେଁ। ରସୁଣ ପିଆଜ ଖାଇବା ଉଚିତ ନୁହେଁ। କାହାର ଚୁଗଲି ଆଦି କରିବା ଉଚିତ ନୁହେଁ। ଝଗଡା ଆଦି ବି କରିବା ଉଚିତ ନୁହେଁ। ମୁଖରୁ ଗାଳି ବି କରିବା ଉଚିତ ନୁହେଁ। ଲୁଚି କରି କାହାରି କଥା ଶୁଣିବା ଉଚିତ ନୁହେଁ। ସ୍ତ୍ରୀଙ୍କୁ ସ୍ନାନ କରିବା ସମୟରେ ଦେଖିବା ବି ଉଚିତ ନୁହେଁ। ସ୍ତ୍ରୀ ଉପରେ ଖରାପ ନଜର ପକେଇବା ଉଚିତ ନୁହେଁ। ମଙ୍ଗଳ ଅତ୍ୟନ୍ତ କ୍ରୋଧି ହୋଇପାରେ।

ମଙ୍ଗଳବାର ଦିନ ଶେଭିଂ କେଶ ନଖ କାଟିବା ଉଚିତ ନୁହେଁ। ଫଟା କପଡା ପିନ୍ଧିବା ଉଚିତ ନୁହେଁ। ଏହା ଦ୍ବାରା ମାନ ହାନିର ଭୟ ବଢିଯାଇଥାଏ। ରାହୁ କେତୁ ଆପଣଙ୍କୁ ଅଭିଶାପ ଦେଇପାରନ୍ତି।

ମଙ୍ଗଳବାର ଦିନ କଳା କପଡା ପିନ୍ଧିବା ଉଚିତ ନୁହେଁ କି କଳା ଜିନିଷ କିଣିବା ଉଚିତ ନୁହେଁ। ଏହି ଦିନ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

ମଙ୍ଗଳବାର ଦିନ ଯେଉଁ ଲୋକ ଦାନ କରିଥାନ୍ତି ଖାସ କରି ମିଠା ଵସ୍ତୁ ତ ତାଙ୍କୁ ମଙ୍ଗଳବାର ଦିନ ମିଠା ଖାଇବା ଉଚିତ ନୁହେଁ। ଆଉ ଦାନ କେବେବି ଖରାପ ଭାବନା ରଖି କରିବା ଉଚିତ ନୁହେଁ।

ମଙ୍ଗଳବାର ଦିନ ପବିତ୍ର ମନରେ ହନୁମାନ ଚାଳିସାର ପାଠ କରିବା ଉଚିତ। ହନୁମାନଙ୍କ ଉପରେ ଚମେଲିର ତେଲ ଅର୍ପଣ କରିବା ଉଚିତ। ଏହା ଦ୍ବାରା ସାଢ଼େସାତିରୁ ମୁକ୍ତି ମିଳିଥାଏ। ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି।

ମଙ୍ଗଳବାର ଦିନ ଅଚାନକ କ୍ଷୀର ପଡିଯିବା ତେଲ ପଡିଯିବା କାଚ ଭାଙ୍ଗିଯିବାର ଅର୍ଥ ଏହା ଆଗକୁ ଆସୁଥିବା ସମୟ ଗରିବୀ ନେଇ ଆସିଥାଏ।

ମଙ୍ଗଳବାର ଦିନ ଗାଡି ଲୁହାର କୌଣସି ବି ଜିନିଷ ଷ୍ଟିଲ ଜିନିଷ ଧାରୁଆ ଜିନିଷ ମିଠା ଦ୍ରବ୍ୟ ମହିଳାଙ୍କ ମେକପ ଜିନିଷ ଆଦି କିଣିବା ଉଚିତ ନୁହେଁ। ମଙ୍ଗଳବାର ଦିନ ସାବୁନ ବି କିଣିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *