Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଯଦି ଏହି ସଂକେତ ଦେଖାଦିଏ ତ ବୁଝିଯିବେ ଆପଣଙ୍କ ଉପରେ ବର୍ଷିବ ଭଗବାନଙ୍କ କୃପା |

ସେୟାର୍ କରନ୍ତୁ

ଆଜି ବିଜ୍ଞାନ କେତେ ପରୀକ୍ଷା କଲେ ମଧ୍ୟ ପ୍ରାଚୀନ କାଳରୁ ଆମର ଯେଉଁ ମହା ପୁରୁଷ ମାନେ କହି ଆସୁଥିଲେ ତ ବନ୍ଧୁଗଣ ତର୍ଜମା କରୁଥିଲେ ଯାହା ଶୁଭ କିମ୍ବା ଅଶୁଭର ମାନ୍ୟତା ସ୍ଥାପନା କରୁଛନ୍ତି ତାହା କାଲି ଯଦି କେହି ସଠିକ ତାହା ଆଜି ମଧ୍ୟ ସେତିକି ସଠିକ ବୋଲି ମାନାଯାଏ। ପ୍ରକୃତିରୁ ଆମକୁ ନକରାତ୍ମକ ଏବଂ ସକରାତ୍ମକ ଦୁଇ ପ୍ରକାରର ଉର୍ଜାର ସଞ୍ଚାର ମିଳିଥାଏ। ଆମେ ଶୁଭ ଏବଂ ଅଶୁଭ ଜାଣୁ କିନ୍ତୁ ଅଧିକାଂଶ ଲୋକ କୁହନ୍ତି ଏହା ସବୁକିଛି ନୁହେଁ ବୋଲି। କିନ୍ତୁ ଆପଣ ଦେଖନ୍ତୁ ଆପଣ ଯେବେବି ଅଶୁଭର କଥା ହୁଏ ତ ମନୁଷ୍ୟର ଆଖପାଖରେ ନକରାତ୍ମକ ଉର୍ଜାର ସଞ୍ଚାର ହୁଏ ଯାହାର କାରଣରୁ ତାହାର ଆଖପାଖରେ ଖରାପ ଘଟଣା ଘଟିଥାଏ।

ଆପଣଙ୍କୁ ପ୍ରକୃତିର ଇଶାରାକୁ ବୁଝିବା ଉଚିତ।କାରଣ ପ୍ରକୃତି ଆମକୁ ବେଳେ ବେଳେ ଇଶାରାରେ କହିଥାଏ ଆମର ଜୀବନରେ କଣ ଶୁଭ ଏବଂ ଅଶୁଭ ହେବାକୁ ଯାଉଛି। ଯଦି ୩ ଟି ଜିନିଷ ଆପଣଙ୍କ ସହିତ ହେବାକୁ ଲାଗେ ତ ଆପଣଙ୍କୁ ବୁଝିଯିବା ଉଚିତ କି ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷିବାକୁ ଯାଉଛି। କୁହାଯାଏ ଭଗବାନ ଯେତେବେଳେ କୌଣସି ମଣିଷ ଉପରେ ପ୍ରସନ୍ନ ହୁଅନ୍ତି ତ ତାହାର ଜୀବନ ବଦଳିବାକୁ ଲାଗେ। ଦୁନିଆରେ ଏମିତି କମ ଲୋକ ଅଛନ୍ତି ଯେଉଁମାନଙ୍କ ଉପରେ କୃପା ବର୍ଷିଥାଏ। ଆଉ ଏଥିରେ କିଛି ଲୋକ ବିଶେଷ ଲାଭ ପାଇଥାନ୍ତି। ଆମକୁ ଭଗବାନ କେତେ ପ୍ରକାରର ସଂକେତ ଦେଇଥାନ୍ତି। ଆସନ୍ତୁ ଜାଣିବା କେଉଁ ମାନଙ୍କ ଉପରେ ଦୈବିକ କୃପା ରହିଥାଏ।

ଯଦି ବାରମ୍ବାର ଆପଣଙ୍କୁ କିଛି ଅଜବ ଡରିବା ଭଳି ସ୍ୱପ୍ନ ଆସେ କିମ୍ବା ସ୍ୱପ୍ନରେ ଆପଣଙ୍କୁ କିଛି ଅଜବ ପ୍ରକାରର ଦେଖାଯାଏ କିମ୍ବା ଆପଣଙ୍କୁ ଏହି ସ୍ୱପ୍ନ ଡରେଇଦିଏ ଆଉ କେତେ ଥର ସ୍ୱପ୍ନ ମଧ୍ୟ ସତ ହୋଇଥାଏ। ଯେବେ ଆପଣ କୌଣସି ସ୍ୱପ୍ନ ଦେଖନ୍ତି ଭଲରେ ତାହା ମନେ ରହୁ କିମ୍ବା ମନେ ନ ରହୁ କିନ୍ତୁ ଯଦି ଆପଣଙ୍କୁ ଏପରି ସ୍ୱପ୍ନ ଆସେ ତ ବୁଝିଯାଆନ୍ତୁ କି ଭଗବାନଙ୍କର ଦୈବିକ କୃପା ଆପଣଙ୍କ ଉପରେ ରହିଛି। ଆପଣଙ୍କର ହୃଦୟ ବହୁତ ଭଲ। ଆପଣ ଜୀବନରେ ଯଦି ଭଲ କର୍ମ କରି ଚାଲନ୍ତି ତ ଭଗବାନଙ୍କର କୃପା ଆପଣଙ୍କ ଉପରେ ବର୍ଷି ଥାଏ

ଏମିତି ଲୋକ କୁହନ୍ତି ମୋର ରାଶି ବହୁତ ମଜବୁତ। କୌଣସି ବି ଘଟଣା କିମ୍ବା କୌଣସି ବି ଜିନିଷକୁ ମୁଁ ପ୍ରଥମରୁ ଭାବିନିଏ। କିନ୍ତୁ ଏହି କଥାକୁ ଶୁଣି କେତେ ଲୋକ କୁହନ୍ତି କି ତୁ ଖାଲିଟାରେ ଏମିତି କହୁଛୁ। କିନ୍ତୁ ସତରେ ଏମିତି ଲୋକଙ୍କ ଉପରେ ଦେବୀଙ୍କର କୃପା ରହିଥାଏ। କିଛି ଅନର୍ଥ କିମ୍ବା କିଛି ଘଟଣା ଘଟିବା ପୂର୍ବରୁ ହିଁ ସେମାନେ ଜାଣି ନିଅନ୍ତି। ଯଦି ଆପଣଙ୍କର ଏହି ଗୁଣ ଥାଏ ତ ଆପଣ ମଧ୍ୟ କୌଣସି ଘଟଣାକୁ ପୂର୍ବରୁ ହିଁ ଅନୁମାନ କରିପାରିବେ।

କିଛି ଲୋକ ଥାନ୍ତି ବିପଦ ଆସିବା ପୂର୍ବରୁ ଜାଣି ବିଚଳିତ ହୋଇନଥାନ୍ତି। ମନରେ ସେମାନେ ଏହା ଭାବିଥାନ୍ତି କି ଆଗକୁ ନିଶ୍ଚୟ ଭଲ ହେବ। ସବୁକିଛି ନେଗେଟିଭ ହେଲେ ମଧ୍ୟ ସେମାନେ ଭାବନ୍ତି କି ନାଇଁ ସବୁକିଛି ପଜିଟିଭ ହେବ। କିନ୍ତୁ କିଛି ଲୋକ ଆପଣଙ୍କର ଏପରି ଭାବିବାକୁ ଦେଖି ପାଗଳ ବୋଲି ଆପଣଙ୍କୁ କହି ପାରନ୍ତି। ଆପଣ ମଧ୍ୟ ନିଜେ ଭାବିବେକି ମୁଁ ପାଗଳ ଭଳି କାହିଁକି ଏପରି ଭାବୁଛି କିନ୍ତୁ ଏହା ଆପଣଙ୍କ ଉପରେ ବିଶେଷ ଦୈବିକ କୃପାର ସଂକେତ ଅଟେ। ଆପଣଙ୍କୁ ଯଦି ଅଜବ ଲାଗେ କି ଏପରି ଲାଗେ ଯେମିତି କିଛି ଖରାପ ଘଟଣା ଘଟିବାକୁ ଯାଉଛି କିନ୍ତୁ ଆପଣ ତାହା ବିଷୟରେ ଜାଣି ପାରନ୍ତି ନାହିଁ କି ଏମାନଙ୍କ ଉପରେ ଦୈବିକ କୃପା ରହିଥାଏ। ଆପଣ ତାଙ୍କ ସହିତ କେବେବି ଚ୍ୟାଲେଞ୍ଜ ନିଅନ୍ତୁ ନାହିଁ। ତାଙ୍କୁ ସବୁବେଳେ ଆଦର ସମ୍ମାନ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ଧନ ହିଁ ଆସିବ

ଭଗବାନ ଆମକୁ ଆଉ କେତେଥର ଇଶାରା ଦେଇଥାନ୍ତି ଯାହା ଦ୍ୱାରା ଆମେ ଜାଣିପାରିବା କି ଆମର ଜୀବନ ଉପରେ ଦୈବିକ କୃପା ରହିଥାଏ। ଆମର ଆଖପାଖରେ କିଛି ପଜିଟିଭ ଏନର୍ଜୀ ରହିଛି। ଆମକୁ କହିଥାଏ କି ଆମର ଜୀବନରେ କିଛି ଭଲ ହିଁ ହେବ।

ଯଦି ଆପଣଙ୍କ ଦୁଆର ମୁହଁକୁ ଗାଈ ଆସି ରୋଡି ଛାଡେ କିମ୍ବା ଘରର ଆଖପାଖରେ ବସେ ତ ବୁଝିଯାନ୍ତୁ କି ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବାକୁ ଯାଉଛି। ଆଉ ଧନର ମଧ୍ୟ ଆଗମନ ହେବାକୁ ଯାଉଛି।

ଯଦି ଆପଣଙ୍କ ରୋଷେଇ ଘରେ ସବୁବେଳେ କ୍ଷୀର ଉତୁରି ଥାଏ ତ ଏହା ଅଶୁଭ ବୋଲି ମାନାଯାଏ। କିନ୍ତୁ ଆପଣ ରୋଷେଇ ଘରେ ଥାନ୍ତି ଆଉ ସାବଧାନରେ କ୍ଷୀର ବସେଇ ଥାନ୍ତି ତଥାପି ଯଦି କ୍ଷୀର ଉତୁରି ଥାଏ ତ ଘରକୁ ଧନ ଆସିବାର ସଂକେତ ଦେଇଥାଏ।

ଯଦି ଆପଣ ଧନର ଦେବା ନେବା କରନ୍ତି ଆଉ ସେହି ସମୟରେ ଯଦି ଆପଣଙ୍କୁ ହଳଦୀ ଲାଗିଥିବା ନୋଟ କିମ୍ବା ପଇସା ମିଳେ ତ ଏହା ମଧ୍ୟ ଭଗବାନଙ୍କର ଇଶାରା ଅଟେ କି ଆପଣଙ୍କର ଆଗକୁ ଆସୁଥିବା ସମୟ ବହୁତ ଭଲ ରହିବ।

ଯଦି କାଉ ଉଡୁଥିବା ସମୟରେ ହଠାତ ଆପଣଙ୍କର ଆଗକୁ ଆସିଯାଏ ପୁଣି ପାଦ ପାଖ ଦେଇକି ଉଡି ଯାଏ ତ ଏହା ଆପଣଙ୍କ ପାଇଁ ବହୁତ ଭଲ ରହିବ ଏବଂ ଶୁଭ ସାବ୍ୟସ୍ତ ହୋଇଥାଏ।

ସକାଳୁ ସକାଳୁ ଯଦି ଆପଣ ଉଠି ମୟୁରର ସ୍ୱର ୩ ଥର ଶୁଣନ୍ତି ତେବେ ଖୁବଶୀଘ୍ର ଆପଣଙ୍କୁ କୌଣସି ଖୁସି ଖବର ମିଳିବ କିମ୍ବା ଧନ ପ୍ରାପ୍ତି ମଧ୍ୟ ହୋଇପାରେ। ଆପଣଙ୍କୁ ଦୈବିକ କୃପାରୁ ସବୁକିଛି ମିଳିପାରିବ।

ଯଦି ଆପଣ କୌଣସି ଜରୁରୀ କାମରେ ଘରୁ ବାହାରୁଛନ୍ତି ଆଉ ଆପଣଙ୍କୁ ପକ୍ଷୀଙ୍କର ଦଳ ଦେଖାଯାଏ କିମ୍ବା ଦଳ ଦଳ ହୋଇ ପକ୍ଷୀ ଉଡୁଥିବାର ଦେଖାଯାଏ ତ ମାନି ନିଅନ୍ତୁ କି ଆପଣ ଯେଉଁ କାମରେ ବାହାରକୁ ଯାଉଛନ୍ତି ତାହା ଆପଣଙ୍କର ନିଶ୍ଚୟ ପୂରଣ ହେବ।

ଯଦି ଘରେ ହଠାତ ସାପ ଦେଖାଦିଏ ତ ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ହୋଇଥାଏ।

ଯଦି ଘରକୁ ବିଲେଇ ସବୁବେଳେ ପ୍ରବେଶ କରିଥାଏ ତ ସେହି ଘରେ ଯେଉଁ ସମସ୍ୟା ଥିଲା ତାହା ଧୀରେ ଧୀରେ ନଷ୍ଟ ହୋଇଯିବ।

ଯଦି ବିଲେଇ କିମ୍ବା ଝିଟିପିଟି ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ଘରେ ଦେଖାଯାନ୍ତି ତ ଏହା ଧନର ଆଗମନକୁ ଇଶାରା କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *