Excuse Me Odisha

ଯାହା କହିବୁ ସତ କହିବୁ

ରାବଣ ମହିଳା ମାନଙ୍କ ବିଷୟରେ ଏହି ୩ଟି ଖରାପ କଥା କହିଛନ୍ତି,ଯାହା ବହୁତ ଖରାପ ହେଲେ ମଧ୍ୟ ସତ୍ୟ ଅଟେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ରାବଣ ମହିଳା ମାନଙ୍କ ବିଷୟରେ ୩ ଟି ଖରାପ କଥା କହିଛନ୍ତି ଖରାପ ଅଟେ କିନ୍ତୁ ସତ୍ୟ ଅଟେ।

ଏବେ ଆସନ୍ତୁ ଜାଣିବା ରାବଣ ମଧ୍ୟ ମହିଳାମାନଙ୍କ ବିଷୟରେ ଠିକ ଏପରି କଥା କହିଛନ୍ତି ଯାହା ଖରାପ ଅଟେ କିନ୍ତୁ ପୁରା ସତ୍ୟ ଅଟେ।ଆସନ୍ତୁ ସେହି କଥା ଉପରେ ମଧ୍ୟ ନଜର ପକାଇବା।

ବନ୍ଧୁଗଣ ରାବଣ ମହିଳାଙ୍କ ବିଷୟରେ ଏମିତି ୩ ଟି ସତ କହିଛନ୍ତି ଯାହା ଜାଣିଲା ପରେ ଆପଣ ଭାବିବେ ଯେ ରାବଣ ସତରେ ବହୁତ ବଡ଼ ଜ୍ଞାନୀ ଥିଲେ। ରାବଣ ଏମିତି ଥିଲେ ଯିଏ ସୀତା ମାଙ୍କୁ ହରଣ କରି ନାଁ କେବଳ ଭୁଲ କରିଥିଲା ବରଂ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଠାରୁ ପରିଶୋଧ ବି ନେଇଥିଲା। ଦେଖିବାକୁ ଗଲେ ପୁରା ଦୁନିଆ ରାଵଣକୁ ଖରାପ ଭାବନ୍ତି। କଣ ଆପଣ ଜାଣିଛନ୍ତି ରାବଣବି ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଠାରୁ ଅଧିକ ଜ୍ଞାନୀ ଥିଲା। ସେ ସୀତା ମାଙ୍କର ହରଣ କରି ନିଜର ଜୀବନକୁ ହରେଇବାର ନିମନ୍ତ୍ରଣ ଦେଇଥିଲା। ବନ୍ଧୁଗଣ ରାବଣ ଜଣେ ରାକ୍ଷସ ଥିଲେ। କିନ୍ତୁ ସେ ମାତା ସୀତାଙ୍କର ଅପହରଣ ନିଜ ସୀମା ଭିତରେ ହିଁ ରହି କରିଥିଲେ।

ନିଜ ଛାଇ ବି ମାତା ସୀତାଙ୍କ ଉପରେ ପଡ଼ିବାକୁ ଦେଇନଥିଲେ। ଆମେ ଏଠାରେ ରାଵଣକୁ ଭଲ କହୁନୁ କେବଳ ଆମର କହିବାର ଅର୍ଥ ମଣିଷର ଗୋଟିଏ ଭୁଲ ହିଁ ମଣିଷର ଜୀବନକୁ ବର୍ବାଦ କରିଦେଇଥାଏ। ଯେମିତିକି ରାବଣ ସହିତ ହୋଇଥିଲା। ରାବଣର ଗୋଟେ ଛୋଟ ଭୁଲ ପାଇଁ ତାର ଜୀବନ ଯାଇଥିଲା। କିନ୍ତୁ ରାବଣ ମର୍ତ୍ୟୁ ପୂର୍ବରୁ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏମିତି ୩ ଟି କଥା କହିଛନ୍ତି ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନାରୀଙ୍କ ବିଷୟରେ ୩ ଟି କଥା ଜାଣିବା ପାଇଁ ଆପଣଙ୍କୁ ବହୁତ ଆବଶ୍ୟକ ଅଟେ। ତ ରାବଣର ଏହି କଥା ଉପରେ ଆସନ୍ତୁ ଜାଣିବା।

ପ୍ରଥମ କଥା। ରାବଣ ପ୍ରାଣ ତ୍ୟାଗ କରିବା ପୂର୍ବରୁ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏହା କହିଥିଲେ ଯେ ସ୍ତ୍ରୀ ଲୋକମାନେ କଥା କଥାରେ ମିଛ କହିଥାନ୍ତି। କିନ୍ତୁ ତାଙ୍କୁ ଜଣା ନାହିଁ କି ମିଛ ଅଧିକ ଦିନ ପର୍ଯ୍ୟନ୍ତ ଟେକି ରହିପାରେନାହିଁ। ମହିଳା ମାନେ କପଟ ଏବଂ ଛଳ କରିଥାନ୍ତି

ଦ୍ଵିତୀୟରେ। ମହିଳା ବହୁତ ଚଞ୍ଚଳ ହୋଇଥାନ୍ତି। ତାଙ୍କର ମନ ବାରମ୍ବାର ବଦଳି ଥାଏ। ଆଉ ତାଙ୍କର ମନର କଥାକୁ ବୁଝିବା ବହୁତ କଷ୍ଟ ହୋଇଥାଏ। ଏଥିପାଇଁ ସେ କାହାକୁ ବି ଧୋକା ଦେଇପାରେ।

ତୃତୀୟରେ। ମହିଳାଙ୍କ ଭିତରେ ଅଧିକ ସାହସ ଥାଏ ତ ଏଥିପାଇଁ ସେ ଅନେକ ଥର ସେହି ଜାଗାରେ ସାହସର ପ୍ରଦର୍ଶନ କରି ଦେଇଥାନ୍ତି। ଯାହା ତାଙ୍କୁ କରିବା ଉଚିତ ନୁହେଁ। ଏହା ଦ୍ବାରା ତାଙ୍କୁ ଆଉ ତାଙ୍କ ପରିବାର ଲୋକଙ୍କୁ ପରେ ପସ୍ତେଇବାକୁ ପଡିଥାଏ। ସାହସକୁ ଦୁଃସାହ ବନେଇବା ଉଚିତ ନୁହେଁ।

ଚତୁର୍ଥ। ପୁରୁଷଙ୍କ ଠାରୁ ସ୍ତ୍ରୀଙ୍କୁ ଅଧିକ ଦୟାଳୁ ମାନାଯାଏ। କିନ୍ତୁ ରାବଣ ଅନୁସାରେ ସ୍ତ୍ରୀମାନେ ନିର୍ଦୟୀ ହୋଇଥାନ୍ତି। ସେ ଯଦି କେବେ ଦୟାର ଭାବ ଛାଡି ଦିଏ ଅର୍ଥାତ ନିର୍ଦୟୀ ହୋଇଯାଏ ତ କେବେବି ଦୟା ଦେଖାନ୍ତି ନାହିଁ। ସ୍ତ୍ରୀ ଛଳ ଏବଂ କପଟ କରି ବିଜୟୀ ହାସଲ କରିନେଇଥାନ୍ତି

ପଞ୍ଚମ। ମହିଳା ଦେଖିବାକୁ କେତେବି ସୁନ୍ଦର ହୋଇଥାନ୍ତୁ ନାଁ କାହିଁକି କିନ୍ତୁ ସେମାନେ ସଫା ସୁତରାର ଧ୍ୟାନ ରଖନ୍ତି ନାହିଁ। ଏଥିପାଇଁ ରାବଣ ମହିଳା ମାନଙ୍କୁ ଅପବିତ୍ର କହିଥିଲା। କାରଣ ରାବଣ ଜଣେ ଜ୍ଞାନୀ ଥିଲା। ଏଥିପାଇଁ ଆମେ ଆପଣଙ୍କୁ କହୁଛୁ।

ଷଷ୍ଠରେ। ମହିଳା ଅନେକ ଥର ଅନ୍ୟ ବିରୋଧରେ ସାଜିସ ବି ରଚି ଥାଆନ୍ତି। ଏହା ତାଙ୍କର ପରିସ୍ଥିତି ଅନୁକୂଳ ହେବ। ନିଜର କାମ କରିନେବା ପାଇଁ ସେ ସବୁକିଛି ମର୍ଯ୍ୟାଦା ପାର କରିପାରେ। ଯାହାର କଳ୍ପନା ବି ଆପଣ କରିନଥିବେ। ମହିଳା ନିଜର ଚତୁରତାରେ ପୁରୁଷଙ୍କୁ ନିଜ କାବୁରେ ରଖିପାରନ୍ତି।

ସପ୍ତମରେ। ହୋଇପାରେ ମହିଳା ମାନେ ସାହସୀ ହୋଇ ପାରନ୍ତି। ଆଉ ବହୁତ ଜଲଦି ଡରି ବି ଯାନ୍ତି। ଏମିତି ସ୍ଥିତିରେ ଯଦି ତାଙ୍କୁ ଲାଗେ କି ଏହି କାମ ତାଙ୍କ ମୁତାବିକ ହେଉନାହିଁ ତ ସେ ଡରି ଯାନ୍ତି ଆଉ ସେମାନେ ଓଲଟା ପୁରୁଷଙ୍କୁ ଫସେଇ ଦିଅନ୍ତି।

ଅଷ୍ଟମରେ। ମହିଳା ଅଳ୍ପ ଟିକେ ମୂର୍ଖ ହୋଇଥାନ୍ତି। ବିନା ଭାବି ଚିନ୍ତି ନିଷ୍ପତ୍ତି ନେଇ ଯାଇଥାନ୍ତି। ଆଉ ବଡ଼ ସମସ୍ୟାରେ ପଡିଯାନ୍ତି ଆଉ ଏହାର ଅନୁଭବ ତାଙ୍କୁ ବହୁତ ଡେରିରେ ହୋଇଥାଏ। ଆଉ ସେମାନେ ତାଙ୍କର ସବୁ ଦୋଷ ପୁରୁଷଙ୍କ ଉପରକୁ ଦେଇଥାନ୍ତି। ଆଉ ବଡ଼ ଚତୁରତାର ସହିତ ନିଜର କଥା ମନେଇବା ପାଇଁ ପୁରୁଷଙ୍କୁ ଭୁଲ କହିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *