Excuse Me Odisha

ଯାହା କହିବୁ ସତ କହିବୁ

ପସନ୍ଦ କରନ୍ତୁ ଗୋଟିଏ ଗଣେଶ ମୂର୍ତ୍ତି,ଆଉ ଜାଣନ୍ତୁ ନିଜର ଭବିଷ୍ୟତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପସନ୍ଦ କରନ୍ତୁ ଗୋଟିଏ ଗଣେଶ ମୂର୍ତି। ଗଣେଶଙ୍କ ବରଦାନ

ବନ୍ଧୁଗଣ ଏହି ଏହି ୩ଟି ଗଣେଶଙ୍କ ମୂର୍ତିରୁ ବାଛନ୍ତୁ ଗୋଟିଏ ମୂର୍ତି। ଆଉ ଜାଣନ୍ତୁ ଆପଣଙ୍କର ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ। ଯେଉଁ ପ୍ରକାରରେ ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତିଙ୍କର ମୁହଁ ଆଉ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ ସେହି ପ୍ରକାରରେ ପ୍ରତ୍ୟକ ବ୍ୟକ୍ତିଙ୍କ ପସନ୍ଦ ବି ଅଲଗା ଅଲଗା ହୋଇଥାଏ। ଯେପରିକି କୌଣସି ବ୍ୟକ୍ତିଙ୍କୁ ଶାନ୍ତି ପସନ୍ଦ ହୋଇଥାଏ ତ କୌଣସି ବ୍ୟକ୍ତିକୁ ଗହଳି ମଧ୍ୟରେ ରହିବାରେ ଅଧିକ ପସନ୍ଦ ହୋଇଥାଏ। ସେହି ପ୍ରକାରରେ ମୂର୍ତି ବିଷୟରେ ସମସ୍ତଙ୍କର ପସନ୍ଦ ଅଲଗା ଅଲଗା ପ୍ରକାରର ହୋଇଥାଏ।

ଯେପରି କି କାହାକୁ ଠିଆ ହୋଇଥିବା ଗଣେଶ ପସନ୍ଦ ହୋଇଥାଏ ତ କାହାକୁ ବସିଥିବା ଗଣେଶ ପସନ୍ଦ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆପଣଙ୍କର ପସନ୍ଦ ଅନୁସାରେ ଆପଣଙ୍କର ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଜାଣି ହୋଇପାରିବ। ଆଜି ଆମେ ଆପଣଙ୍କୁ ୩ ଟି ଗଣେଶଙ୍କର ଫୋଟ ଦେଖାଇବୁ ଏବଂ ଆପଣଙ୍କୁ ତାଙ୍କ ମଧ୍ୟରୁ କୌଣସି ଗୋଟିଏ ମୂର୍ତି ବାଛିବାର ଅଛି। ତ ମୂର୍ତିର ଆଧାରରେ ଏହି କଥାର ଉତ୍ତର ମିଲିଯିବ କି ଆପଣ ବାସ୍ତବରେ କିପରି ବ୍ୟକ୍ତି ଅଟନ୍ତି। ତ ଆସନ୍ତୁ ଏହି ବିଷୟରେ ଜାଣିବା। ତ ପ୍ରଥମେ ଆପଣ ମାତ୍ର ଗୋଟିଏ ମୂର୍ତ୍ତିକୁ ହିଁ ବାଛିବେ।

ଯଦି ଆପଣ ପ୍ରଥମ ମୂର୍ତିଟିକୁ ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣ ଏକ ଆଶାବାଦୀ ଏବଂ ସର୍ବଦା ଖୁସିରେ ରହିବା ଭଳି ବ୍ୟକ୍ତି ଆଟନ୍ତି ଆପଣ ଏକ ସ୍ୱାଭିମାନି ବ୍ୟକ୍ତି ଅଟନ୍ତି। କିନ୍ତୁ ହୋଇପାରେ କି ଆପଣ କିଛି ସ୍ୱାର୍ଥୀ ମଧ୍ୟ ହୋଇପାରନ୍ତି। କାହାରି ସାହାର୍ଯ୍ୟ ନେବା ଆପଣଙ୍କୁ ପସନ୍ଦ ଲାଗିନଥାଏ। ଏହା ସହିତ ଆପଣ ଆପଣଙ୍କର ପାର୍ଟନରଙ୍କ ପ୍ରତି ବିଶ୍ୱାସୀ ହୋଇଥାନ୍ତି। ଆପଣ ସଚୋଟ ଏବଂ ଅଳ୍ପ ଜିଦି ସ୍ୱାଭାବର ହୋଇଥାନ୍ତି।

ଆପଣଙ୍କୁ କେବଳ ନିଜ କାମ ଉପରେ ଧ୍ୟାନ ଦେବା ପସନ୍ଦ ହୋଇଥାଏ। ଅନ୍ୟର କଥାରେ ମୁଣ୍ଡ ଖେଳାଇବାକୁ ପସନ୍ଦ କରନ୍ତି ନାହିଁ। ଆପଣ ନିଜ ପାଖରେ ଥିବା ଧନକୁ ଅଯଥା ଖର୍ଚ୍ଚ କରନ୍ତି ନାହିଁ। ଯେଉଁଥିପାଇଁ କିଛି ଲୋକ ଆପଣଙ୍କୁ ଲୋଭି ସ୍ୱାଭାବର ଭାବିଥାନ୍ତି। କିନ୍ତୁ ଆପଣ ହୃଦୟରୁ ବହୁତ ଭଲ ହୋଇଥାନ୍ତି।

ଯଦି ଆପଣ ୨ ନମ୍ବର ଗଣେଶ ମୂର୍ତି ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣ ମେଳାପି ଲୋକ ଅଟନ୍ତି। କାହା ସହିତ ବି ଅତି ସହଜରେ ମିଶି ଯାଇପାରନ୍ତି କିନ୍ତୁ ଆପଣ ଅଳ୍ପ କ୍ରୋଧି ସ୍ୱାଭାବର ମଧ୍ୟ ହୋଇପାରନ୍ତି। ଆପଣ ଆପଣଙ୍କର ଜୀବନସାଥୀଙ୍କ ଠାରୁ ସୋଚଟତାର ଆଶା ରଖିଥାନ୍ତି। ମିଛ ଆପଣଙ୍କୁ ପସନ୍ଦ ହୋଇନଥାଏ। ଆପଣଙ୍କ ହୃଦୟ କୋମଳ ସ୍ୱାଭାବର ହୋଇଥାଏ।

ଯାହା ଫଳରେ ଟିକେ ଟିକେ କଥାରେ ଆପଣ ଭାବୁକ ହୋଇ ବସନ୍ତି। ପ୍ରାୟତଃ ଏପରି ବ୍ୟକ୍ତି ରୋମାଣ୍ଟିକ ସ୍ୱାଭାବର ହୋଇଥାନ୍ତି। ଏମାନଙ୍କର ବିବାହିତ ଜୀବନ ବହୁତ ଭଲରେ ବ୍ୟତୀତ ହୋଇଥାଏ। ଏମାନେ ପ୍ରାୟତଃ ସୌଖୀନ ସ୍ୱାଭାବର ହୋଇଥାନ୍ତି। ସର୍ବଦା ଭଲ ଖାଇବା ଏବଂ ଭଲ ପିନ୍ଧିବା ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି।

ଯଦି ଆପଣ ୩ ନମ୍ବର ଗଣେଶ ମୂର୍ତି ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣ ନିଜେବି ଖୁସିରେ ରହୁଛନ୍ତି ଏବଂ ଅନ୍ୟକୁ କୁ ବି ଖୁସିରେ ରଖୁଛନ୍ତି। ଏହା ବ୍ୟତୀତ ଆପଣ ଅନେକ ଗାଇଡ଼ କରିବାରେ ଏବଂ ତାଙ୍କର ସାହାର୍ଯ୍ୟ କରିବାରେ ଆନନ୍ଦ ଅନୁଭବ କରିଥାନ୍ତି। ଏପରି ବି ହୋଇପାରେ କି ଆପଣ କାହାକୁ ବି ସାହାର୍ଯ୍ୟ କରିବା ସମୟରେ ଏହା ଭୁଲି ଯାଇଥାନ୍ତି କି ସେ ଆପଣଙ୍କର ମିତ୍ର ନାଁ ଶତ୍ରୁ। କୌଣସି ବି ବ୍ୟକ୍ତିକୁ ସାହାର୍ଯ୍ୟ କରିବାକୁ ଆପଣ ସର୍ବଦା ଆଗରେ ହିଁ ରହିଥାନ୍ତି।

ଏପରି ବ୍ୟକ୍ତି କାହା ସାଥିରେ ବି ଅତି ସହଜରେ ମିତ୍ରତା କରିପାରନ୍ତି। ପ୍ରାୟତଃ ଏହି ବ୍ୟକ୍ତି ଧାର୍ମିକ ପ୍ରକୃତିର ହୋଇଥାନ୍ତି। କାହା ବିଷୟରେ ଖରାପ ଚିନ୍ତା କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ। ଏପରି ବ୍ୟକ୍ତି ସମାଜରେ ଯେଉଁ କ୍ଷେତ୍ରରେ ବି ଥାନ୍ତୁ ନାଁ କାହିଁକି ସେ ପ୍ରତ୍ୟକ କ୍ଷେତ୍ରରେ ଉଚ୍ଚ ସ୍ତରରେ ରହି ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *