Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନଙ୍କର ଗୋଡର ମୁଦି ସ୍ୱାମୀକୁ କରିଦେଇଥାଏ ଭିକାରୀ,ଜାଣନ୍ତୁ …..

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଜାଣିବା ମହିଳା ମାନେ ନିଜ ପାଦର ଆଙ୍ଗୁଳିରେ ଯେଉଁ ମୁଦି ପିନ୍ଧିଥାନ୍ତି ତାହା କଣ ପାଇଁ ସ୍ୱାମୀ ପାଇଁ କାଳ ହୋଇଥାଏ

ବନ୍ଧୁଗଣ ବାହାଘର ପରେ ମହିଳାମାନେ ପାଦରେ ଝୁଣ୍ଟିଆ ପିନ୍ଧିଥାନ୍ତି। ମହିଳା ମାନଙ୍କ ସବୁ ସିଙ୍ଗାର ମଥାର ମଥା ମଣିରୁ ଗୋଡ଼ର ମୁଦି ପର୍ଯ୍ୟନ୍ତ ରହିଥାଏ। ଗୋଡ଼ର ମୁଦି ମହିଳା ମାନଙ୍କର ଶେଷ ଆଭୂଷଣ ହୋଇଥାଏ। ମହିଳାମାନେ ମଥାରେ ସୁନାର ମଥା ମଣି ଏବଂ ଗୋଡ଼ରେ ରୂପାର ମୁଦି ପିଦ୍ଧିବା ପଛରେ ଏହା କାରଣ ହୋଇଥାଏ କି ମନର କାରକ ସୂର୍ଯ୍ୟ ଏବଂ କର୍ମର କାରକ ଚନ୍ଦ୍ରମାଙ୍କ କୃପାଦୃଷ୍ଟି ଜୀବନ ସାରା ବନିରହୁ କିନ୍ତୁ ଆପଣ ଏହା ଜାଣିନଥିବେ କି ଗୋଡ଼ର ମୁଦି ସ୍ୱାମୀଙ୍କ ଗରିବୀର କାରଣ ହୋଇପାରେ। ଏହି କଥାଟି ପୁରା ସତ୍ୟ ଅଟେ କି ଗୋଡ଼ର ମୁଦି ସ୍ୱାମୀଙ୍କର ଦାରିଦ୍ର୍ୟତାର କାରଣ ହୋଇପାରେ।

ପ୍ରଥମେ ଆସନ୍ତୁ ଜାଣିନେବା ମହିଳାମାନେ ଗୋଡ଼ରେ ମୁଦି କଣ ପାଇଁ ପିଦ୍ଧନ୍ତି।

ହିନ୍ଦୁଧର୍ମରେ ଭାରତରେ ମହିଳା ମାନେ ପାଦରେ ମୁଦି ପିନ୍ଧିଥାଆନ୍ତି। ଗୋଡ଼ରେ ମୁଦି ପିନ୍ଧିବାର କାରଣ କେବଳ ଏହା ନାହିଁକି ସେମାନେ ବିବାହିତ ଅଟନ୍ତି। ତାହା ସହିତ ଏହାର ବୈଜ୍ଞାନିକ କାରଣ ବି ଅଛି। ବେଦ ଅନୁସାରେ ଏମତି ମାନାଯାଏ କି ପାଦର ଦୁଇ ଆଙ୍ଗୁଠିରେ ମୁଦି ପିନ୍ଧିବା ଦ୍ୱାରା ମହିଳା ମାନଙ୍କର ମାସିକ ଚକ୍ର ଠିକସେ ହୋଇଥାଏ। ଆମ ହିନ୍ଦୁ ଧର୍ମରେ ଏହାର ମାନ୍ୟତା ବହୁତ ଅଧିକ ଅଛି। ମୁଦିକୁ ସବୁବେଳେ ପାଦର ଦ୍ୱିତୀୟ ଆଙ୍ଗୁଳିରେ ପିନ୍ଧିବା ଦରକାର।

ଏହା ଗର୍ଭାଶୟକୁ ନିୟନ୍ତ୍ରଣ କରିଥାଏ। ଭାରତୀୟ ପରମ୍ପରା ଅନୁସାରେ ପ୍ରତ୍ୟକ ମହିଳା ଗୋଡ଼ରେ ମୁଦି ପିନ୍ଧିଥାନ୍ତି। ଏହାକୁ ପିନ୍ଧିବା ଦ୍ୱାରା ମହିଳା ମାନଙ୍କ ମାସିକ ଚକ୍ର ଠିକସେ ହୋଇଥାଏ। ତା ସହିତ ଗର୍ଭାଶୟରେ କେବେ କିଛି ଅସୁବିଧା ହୋଇନଥାଏ। କିନ୍ତୁ ଏହା ବହୁତ କମ ଲୋକ ଜାଣିଛନ୍ତି ଯଦି ମହିଳାମାନେ ଗୋଡ଼ରେ ଠିକସେ ମୁଦି ପିନ୍ଧିବେନି ତ ସେମାନଙ୍କ ସ୍ୱାମୀ ଭିକାରୀ ହୋଇପାରନ୍ତି।

ତେବେ ଆସନ୍ତୁ ଜାଣିବା ସ୍ୱାମୀ କାହିଁକି ଗରିବ ହୋଇଥାନ୍ତି।

ଆମ ଦେଶରେ ମହିଳାମାନେ ଷୋଳ ସିଙ୍ଗାର କରିବାରେ ପ୍ରସିଦ୍ଧ ଅଟନ୍ତି। ମଥାରେ ପିନ୍ଧୁଥିବା ବିନ୍ଦି ଠାରୁ ନେଇ ଗୋଡ଼ର ମୁଦି ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଅଲଗା ମହତ୍ୱ ରହିଥାଏ। କଣ ଆପଣ ଜାଣିଛନ୍ତି ମହିଳାଙ୍କ ମାନଙ୍କ ପାଦର ମୁଦି ତାଙ୍କର ସିଧା ଗର୍ଭାଶୟ ସହିତ ସମ୍ବଦ୍ଧ ରଖିଥାଏ। କେତେ ଲୋକ ଏହାକୁ କେବଳ ବାହାଘରର ପ୍ରତୀକ ଏବଂ ପରମ୍ପରା ବୋଲି ମାନିଥାନ୍ତି। ଜ୍ୟୋତିଷ ଅନୁସାରେ ମୁଦି ପିନ୍ଧିବାର କାରଣ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରତୀକ ବୋଲି ମାନାଯାଏ।

ଏମତି ମାନାଯାଏ କି ଏହାକୁ ପିନ୍ଧିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରଭାବ ବନିରହିଥାଏ। କିନ୍ତୁ ଏହି କଥାଟି ସବୁବେଳେ ଧ୍ୟାନ ରଖିବା ଦରକାର କି ମୁଦି ସବୁବେଳେ ରୂପାର ପିନ୍ଧିବା ଦରକାର। ଭୁଲରେ ବି ସୁନାର ମୁଦି ପିନ୍ଧିବା ଉଚିତ ନୁହେଁ। ସବୁବେଳେ ଦାୟିତ୍ୱରେ ମୁଦିକୁ ପିଦ୍ଧନ୍ତୁ। ନିଜ ଗୋଡ଼ର ମୁଦି ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଏମିତି କରିବା ଦ୍ୱାରା ସ୍ୱାମୀ ଗରିବ ଏବଂ ଦରିଦ୍ର ହୋଇଯାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *