Excuse Me Odisha

ଯାହା କହିବୁ ସତ କହିବୁ

ରାତିକ ଭିତରେ ଯାହା ଚାହିଁବେ ତାହା ପାଇବେ,ପୁରୁଣା ପଥିରୁ ଉଦ୍ଧାର ହୋଇଛି ଏହି ଉପାୟ ! ଆଜି ହିଁ ଏହି ଉପଟକୁ ଆପଣାନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯାହା ମାଗିବେ ତାହା ପାଇବେ ମନ୍ତ୍ର ଓ ଯନ୍ତ୍ର ଉପାୟ। ପୁରୁଣା ପଥିରୁ ଉଦ୍ଧାର।

ବନ୍ଧୁଗଣ ପୂର୍ବ କାଳରେ ଆଜିକାଲିର ଟେକ୍ନୋଲୋଜି ବା ଟେକ୍ନିକାଲ ନଥିଲା। ତଥାପି ମଧ୍ୟ ସେମାନେ ଯାହା ଚାହୁଁଥିଲେ ତାହା ପାଇପାରୁଥିଲେ କିନ୍ତୁ କିଛି ନିୟମର ବସବତୀ ହୋଇ କରୁଥିଲେ। ଆପଣ ମାନେ ଏହା ନିଶ୍ଚିୟ ଶୁଣିଥିବେ କେହି କେହି କଥା ହେବାର ଯେ ଔଷଧଟି କିପରି କାମ କଲା। ଏହାର ଉତ୍ତରରେ କହିଥାନ୍ତି ଏହା ମନ୍ତ୍ର ପରି କାମ କଲା କିମ୍ବା ଯନ୍ତ୍ର ପରି କାମ କଲା ଅର୍ଥାତ ମନ୍ତ୍ର ଯନ୍ତ୍ର ବହୁତ ଶୀଘ୍ର କାମ କରିଥାଏ। ଆଜି ଆମେ ଏହିପରି ଏକ ମନ୍ତ୍ର ଓ ଯନ୍ତ୍ର ବିଷୟରେ ଜଣାଇବୁ ଯାହାର ବ୍ୟବହାର ଦ୍ୱାରା ମଣିଷ ଯାହା ଚାହିଁଥାଏ ତାହା ପାଇଥାଏ।

ବନ୍ଧୁଗଣ ଆଜି ଆମେ ଏହିଠାରେ ଯେଉଁ ସାମଗ୍ରୀ ବିଷୟରେ ଜଣେଇବୁ ତାହା ପୂଜା ସାମଗ୍ରୀ ଷ୍ଟୋରରେ ଅତି ସହଜରେ ମିଳିଯିବ। ତେବେ ଆସନ୍ତୁ ଜାଣିବା କେବେ ଏବଂ କିପରି କରିବେ। ନିଜର ଯେକୌଣସି ଇଚ୍ଛାକୁ ଏକ ଭୁଜ ପତ୍ରରେ ଲେଖି ଏକ ତାବିଜିରେ ପୁରାଇ ହାତରେ ଧାରଣ କଲେ ସେହି ସବୁ ଇଛା ଏକ ଦିନରେ ପୁରଣ ହୋଇଥାଏ। ତାହା ଧନର ଇଛା ହେଉ ବିବାହ ପ୍ରେମ ସନ୍ତାନ ଚାକିରୀ ବ୍ୟବସାୟ ଯେକୌଣସି ଇଛା ହେଉ ନାଁ କାହିଁକି ସେହି ସମସ୍ତ ଇଛା ନିଶ୍ଚୟ ପୂରଣ ହୋଇଥାଏ। ଯାହା ଆପଣ ସେଥିରେ ଲେଖିଥିବେ। କିପରି ଏବଂ କେମିତି କରିବେ ଜାଣନ୍ତୁ।

ବନ୍ଧୁଗଣ ପ୍ରଥମେ ଏକ ଭୋଜ ପତ୍ରଟିଏ ନିଅନ୍ତୁ। ଗୋରଚନା ହାତୀ ମୁଣ୍ଡର ସିନ୍ଦୁର ଏବଂ କୁକୁମକୁ ଏକତ୍ର କରିବେ। କୌଣସି ଲେଖନୀ କିମ୍ବା ମୟୁର ପଙ୍ଖ ଦ୍ୱାରା ସେହି ଭୋଜ ପତ୍ରରେ ଏକ ଅଷ୍ଟଦୋଳ ପଦ୍ମ ଟିଏ ଆଙ୍କିଦେବେ ଅର୍ଥାତ ଏକ ଗୋଲଟେ ଆଙ୍କିବା ତାର ଚାରିପାଖରେ ପଦ୍ମ ଫୁଲର ପାଖୁଡା ୮ ଟି ଆଙ୍କିବେ। ସେହି ୮ ଟି ପାଖୁଡାର ୮ ଟି ମନ୍ତ୍ର ଲେଖିବେ ଓ ସେହି ଗୋଲ ଭିତରେ ନିଜର ଇଚ୍ଛାକୁ ଲେଖିବେ। ତେବେ ସେହି ମନ୍ତ୍ର ସବୁ ଓ ଇଛାକୁ କିପରି ଲେଖିବେ ଆସନ୍ତୁ ଜାଣିବା।

ସେହି ୮ ଟି ପାଖୁଡାର ପ୍ରଥମ ପାଖୁଡ଼ାରେ ଲେଖିବେ ଓଁ ହରିଂ କ୍ରଙ୍ଗ ଗଂ ନମଃ। ଦ୍ୱିତୀୟ ପାଖୁଡାର ଲେଖିବେ ସର୍ବ ବିଘ୍ନଧିପାୟ ନମଃ। ତୃତୀୟ ପାଖୁଡାର ଲେଖିବେ ସର୍ବାର୍ଥ ସିଦ୍ଧିଦାୟ। ଚତୁର୍ଥ ପାଖୁଡାର ଲେଖିବେ ସର୍ବ ଦୁଃଖ ପ୍ରସମନାୟ। ପଞ୍ଚମ ପାଖୁଡାର ଲେଖିବେ ଏ ହେହି ଭଗବାନ। ଷଷ୍ଠ ପାଖୁଡାର ଲେଖିବେ ସର୍ବ ଖାଦୟ ଖାଦୟ। ସପ୍ତମ ପାଖୁଡାର ଲେଖିବେ ସ୍ତମ୍ଭୟ ସ୍ତମ୍ବୟ। ଅଷ୍ଟମ ପାଖୁଡାର ଲେଖିବେ ହରିଂ ଗଂ ସ୍ୱାହା କ୍ରୋଙ୍ଗ।

ଏହିସବୁ ମନ୍ତ୍ରକୁ ପାଖୁଡା ଭିତରେ ଲେଖିବେ ଏବଂ ଗୋଲାକାର ଭିତରେ ଉପର ଭାଗରେ ଲେଖିବେ ଗଂ ଏବଂ ତଳ ଭାଗରେ ଲେଖିବେ ଗଂ। ମଧ୍ୟ ଭାଗରେ ଲେଖିବେ ଧାରକସ୍ୟ(ନିଜର ଇଛା) କର୍ମ ସିଦ୍ଧଙ୍ଗ କୁରୁ ଲୁରୁ। ଏହିପରି ଭାବରେ ଲେଖିସାରି ସେହି ଭୁଜପତ୍ରକୁ କାଗଜ ପରି ଭାଙ୍ଗି ଦିଅନ୍ତୁ। ଏକପ୍ରକାର ଛୋଟ କରିଦିଅନ୍ତୁ ଯେପରିକି ତାହା ଏକ ତାବିଜି ଭିତରେ ପଶି ପାରିବ। ସେହି ଟାବିଜିଟି ତ୍ରିଲୋଭ ଧାତୁର ହେବା ଆବଶ୍ୟକ ତ୍ରି ଲୌହ ଅର୍ଥ ସୁନା ରୁପା ଏବଂ ତମ୍ବା ମିଶ୍ରିତ ଧାତୁ। ଏହି ଧାତୁର ତାବିଜିରେ ପୁରାଇ ଧଳା ସୂତାରେ ଗୁନ୍ଥି ବାମ ହାତରେ ଧାରଣ କରିବେ।

ଦେଖିବେ ଏକ ଦିନ ଭିତରେ ନିଜର ସମସ୍ତ ଇଛା ନିଶ୍ଚୟ ପୂରଣ ହୋଇଯିବ। ଏହା ଗୁରୁବାର ବ୍ୟତୀତ ଅନ୍ୟ କୌଣସି ଦିନ କରିପାରିବେ ଏବଂ ଧଳା ବସ୍ତ୍ର ପିନ୍ଧି ଏହି ଉପାୟଟିକୁ କରିବା ପାଇଁ ଚେଷ୍ଟା କରିବେ ନଚେତ ଯେକୌଣସି ନୂତନ ବସ୍ତ୍ର ପିନ୍ଧି ପାରିବେ ଏବଂ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁଖ କରି ଏହି ଉପାୟ କରିବେ ଏବଂ ସେଦିନ ଉପବାସ ବା ଫଳ ମୂଳ ଆହାର କରିବେ। ସମ୍ପୂର୍ଣ୍ଣ ନିୟମର ସହିତ ଏହାକୁ କରନ୍ତୁ। ଦେଖିବେ ନିଶ୍ଚୟ ଲାଭ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *