Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ ମସିହାରେ ବଦଳିବାକୁ ଯାଉଛି ଏହି ୫ ଗୋଟି ରାଶିର ଭାଗ୍ୟ ! ମିଳିବ ୪ଟି ବଡ ଖୁସି ଖବର !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନେକ ବର୍ଷ ପରେ ଏକ ବଡ଼ ସଂଯୋଗ ବନିବାକୁ ଯାଉଛି। ଏହି ସଂଯୋଗ ହେବା ଫଳରେ କିଛି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଗ୍ରହ ନକ୍ଷତ୍ର ଗୁଡ଼ିକର ଚଳନରେ ପରିବର୍ତ୍ତନ ହେବା ଯୋଗୁଁ ଆମ ଜୀବନରେ ଏହାର ପ୍ରଭାବ ପଡିଥାଏ। ଭଗବାନ ଶନିଦେବଙ୍କ ଅସିମ କୃପା ଆଗାମୀ ବର୍ଷ କିଛି ରାଶିର ଲୋକଙ୍କ ଉପରେ ପଡିବାକୁ ଯାଉଛି। ଆଗାମୀ ୩ ଓ ୪ ମାସ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ। ଭଗବାନ ଶନିଙ୍କ କୃପା ଦୃଷ୍ଟି କେଉଁ ରାଶି ଉପରେ ପଡ଼ିବ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

ଆପଣଙ୍କୁ ଧନ, ଐଶ୍ୱର୍ଯ୍ୟ, ସୁଖ ଓ ସମୃଦ୍ଧି ପ୍ରାପ୍ତ ହେବ। ଆପଣଙ୍କୁ ଅଧିକ ଉପାର୍ଜନ କରିବା ପାଇଁ ନୂଆ ଅବସର ପ୍ରାପ୍ତ ହେବ। ଆପଣଙ୍କୁ ଗୁରୁଜନଙ୍କ ଆଶୀର୍ବାଦ ମିଳିବ।ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆପଣଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହେବ।ଭଗବାନ ଶନିଦେବଙ୍କ କୃପାରୁ ଆପଣ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ।

ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଆପଣ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ଯଦି ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି, ତାହେଲେ ନିଶ୍ଚିତ ଭାବରେ ଦୂର ହୋଇଯିବ।ଭଗବାନଙ୍କ କୃପାରୁ ଆପଣଙ୍କୁ ଧନ ସଂପତ୍ତି ପ୍ରାପ୍ତ ହେବା ସହିତ ବ୍ୟାପାର କ୍ଷେତ୍ରରେ ସଫଳତା ମିଳିବ। ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତୀ ପ୍ରାପ୍ତ ହେବ।

ଭଗବାନ ଶନିଙ୍କ କୃପାରୁ ଆପଣଙ୍କର ସମସ୍ତ ଦୁଃଖ ଓ କଷ୍ଟ ଦୂର ହୋଇଯିବ। ଏହି ସମୟରେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆଜି ଆମେ ଆପଣ ମାନଙ୍କୁ ଯେଉଁ ଭାଗ୍ୟବାନ ଆମେ ଯେଉଁ ୫ ଗୋଟି ରାଶି ବିଷୟରେ କହିବାକୁ ଯାଉଛୁ, ସେହି ରାଶି ଗୁଡ଼ିକ ହେଉଛି – ତୁଳା ରାଶି, କର୍କଟ ରାଶି, ମେଷ ରାଶି, ମୀନ ରାଶି ଓ କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *