Excuse Me Odisha

ଯାହା କହିବୁ ସତ କହିବୁ

ପୁରୁଷଙ୍କୁ ପାଗଳ କରି ଦେଇଥାନ୍ତି ଏହି ୪ ଗୋଟି ରାଶିର ଝିଅମାନେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାଙ୍କର ବ୍ୟକ୍ତିତ୍ଵ, ଗୁଣ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଆପଣ ଅନେକ ପ୍ରକାରର ଝିଅ ବା ମହିଳା ମାନଙ୍କୁ ଦେଖିଥିବେ, ଯେଉଁମାନେ ପୁରୁଷଙ୍କ ଉପରେ ସର୍ବଦା ନିର୍ଭରଶୀଳ ହୋଇଥାନ୍ତି।ଆଉକିଛି ମହିଳା ସ୍ଵାଧୀନ ହୋଇ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଏହି ମହିଳା ମାନେ ବହୁତ ଖାସ୍ ଓ ଗୁଣବତୀ ହୋଇଥାନ୍ତି। ତେବେ ଆସନ୍ତୁ ସେହି ମହିଳା ମାନଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନେ ଦେଖିବାକୁ ଖୁବ୍ ସୁନ୍ଦର ହେବା ସହିତ ତାଙ୍କର ସୁନ୍ଦର ବ୍ୟକ୍ତିତ୍ବ ପୁରୁଷଙ୍କୁ ଆକର୍ଷିତ କରିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

A ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ, ସେମାନେ ଅତ୍ୟନ୍ତ ସୁନ୍ଦର ହେବା ସହିତ ଖୁବ୍ ଆକର୍ଷଣୀୟ ହୋଇଥାନ୍ତି। ଏମାନଙ୍କର କଥା ହେବାର ଶୈଳୀ ଆକର୍ଷଣୀୟ ହୋଇଥିବାରୁ ସାମ୍ନାରେ ଥିବା ବ୍ୟକ୍ତି ତାଙ୍କ ଉପରୁ ନଜର ହଟେଇ ପାରନ୍ତି ନାହିଁ। ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି। ସେଥିପାଇଁ ଏମାନଙ୍କ ସହିତ ସମସ୍ତେ ମିଶିବାକୁ ଓ ବାର୍ତ୍ତାଳାପ କରିବାକୁ ପସନ୍ଦ କରିଥାନ୍ତି।

J ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର J ରୁ ଆରମ୍ଭ ହୋଇଥାଏ, ସେମାନେ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାନ୍ତି ଏବଂ ସେମାନଙ୍କର ଚାଲିଚଳନ ଓ ଢଙ୍ଗ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ। ଏମାନେ ନିଜର ଅନ୍ଦାଜରେ ପୁରୁଷଙ୍କୁ ଖୁବ୍ ଶୀଘ୍ର ଆକର୍ଷିତ କରିଥାନ୍ତି। ଏମାନଙ୍କର ଚୁଲବୁଲି ଅନ୍ଦାଜ ଯୋଗୁଁ ସମସ୍ତେ ଏମାନଙ୍କୁ ପସନ୍ଦ କରିଥାନ୍ତି। ପରିବାର ଲୋକଙ୍କ ପାଇଁ ଏମାନେ କିଛି ମଧ୍ୟ କରି ପାରନ୍ତି।

K ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର K, ସେମାନଙ୍କର କଥା କହିବା ଅନ୍ଦାଜ ବହୁତ ସୁନ୍ଦର ଓ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ।ଏହାସହିତ ଏହି ଝିଅମାନେ ବହୁତ ମଜାଳିଆ ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ସୁନ୍ଦର ଚେହେରା ଓ କଥାବାର୍ତ୍ତା ଶୈଳୀ ପୁରୁଷଙ୍କୁ ଆକର୍ଷିତ କରିଥାଏ। ଏହି ଝିଅମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥିବାରୁ ଏମାନେ ସମସ୍ତଙ୍କୁ ନିଜର ଦିୱାନା ବନେଇ ଦେଇଥାନ୍ତି। ଏମାନେ ବହୁତ ଗୁଣବତୀ ହେବା ସହିତ ପରିବାର ଲୋକଙ୍କର ଯତ୍ନ ନେଇଥାନ୍ତି।

ସାଙ୍ଗମାନେ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *