Excuse Me Odisha

ଯାହା କହିବୁ ସତ କହିବୁ

ସ୍ବପ୍ନରେ ସଂଭୋଗ କରିବାର ଅର୍ଥ କ’ଣ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱପ୍ନରେ ସମ୍ଭୋଗ କରିବାର ଅର୍ଥ କଣ ହୋଇଥାଏ।

ବନ୍ଧୁଗଣ ରାତିରେ ଶୋଇବା ସମୟରେ ସ୍ୱପ୍ନ ଦେଖିଥାନ୍ତି। ଆପଣମାନେ ସମସ୍ତେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥିବେ। ଏହି ସ୍ୱପ୍ନର ଅର୍ଥ ଭିନ୍ନ ଭିନ୍ନ ମହତ୍ୱ ରହିଥାଏ। କିଛି ସ୍ୱପ୍ନ ଏପରି ଅଛି ଯାହା ଶୁଭ ସଂକେତ ଦେଇଥାଏ ଓ ଏପରି ମଧ୍ୟ କିଛି ସ୍ୱପ୍ନ ଅଛି ଯାହା ଅଶୁଭ ଘଟଣାର ସଂକେତ ଦେଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏପରି କିଛି ସ୍ୱପ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିବା ଦ୍ୱାରା ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଥାଏ। ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସ୍ୱପ୍ନ ଓ ପ୍ରଭାବ ବିଷୟରେ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ସ୍ୱପ୍ନରେ ସାପ ଦେଖୁଛନ୍ତି ତାହେଲେ ଆସୁଥିବା ଭବିଷ୍ୟତରେ ଆପଣ ଅନେକ ସମସ୍ୟାର ସମୁଖୀନ ହେବାକୁ ଯାଉଛନ୍ତି। ଯଦି ଆପଣ ସ୍ୱପ୍ନରେ ସାପ ଚୋଟ ମାରୁଛି ତାହେଲେ ଏହାର ଅର୍ଥ ଆପଣଙ୍କୁ ଏକ ଗଭୀର ରୋଗ ହେବାକୁ ଯାଉଛି କିମ୍ବା ଆପଣଙ୍କ ଜୀବନରେ ବଡ଼ ସଂକଟ ଆସିବାକୁ ଯାଉଛି।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ସ୍ୱପ୍ନରେ ସ୍ୱାମୀ ସ୍ତ୍ରୀ ସମ୍ଭୋଗ କରୁଛନ୍ତି ତାହେଲେ ଏହାର ଅର୍ଥ ଆପଣଙ୍କ ଜୀବନ ବହୁତ ଶୁଭ ଏବଂ ସୁଖମୟ ହେବାକୁ ଯାଉଛି ଏବଂ ଆଗାମୀ ସମୟରେ ଆପଣଙ୍କ ଘରକୁ ଅତିଥୀଙ୍କର ଆଗମନ ହେବାକୁ ଯାଉଛି।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ସ୍ୱପ୍ନରେ ଈଶ୍ୱରଙ୍କୁ ଦେଖୁଛନ୍ତି ତାହେଲେ ଏହାର ଅର୍ଥ ଇଶ୍ଵର ଆପଣଙ୍କୁ ଭକ୍ତି ବାଟରେ ଚାଲିବାର ସଂକେତ ଦେଉଛନ୍ତି। କାରଣ ବର୍ତ୍ତମାନର ସମୟରେ ବ୍ୟକ୍ତି ଈଶ୍ୱରଙ୍କ ଆରୋଧନା କରିବାକୁ ଭୁଲିଯାଇଥାଏ। ଆଉ ଖରାପ ବାଟକୁ ଚାଲିଯାଏ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ଏକ ଉଚ୍ଚ ସ୍ଥାନରୁ ପଡୁଥିବାର ସ୍ୱପ୍ନ ଦେଖିଥାଏ ତେବେ ଏହା ଅଶୁଭ ସଂକେତ ହୋଇଥାଏ। ଏହି ବ୍ୟକ୍ତିକୁ ଆଗାମୀ ସମୟରେ ଆସୁଥିବା ସମୟରେ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ସ୍ୱପ୍ନରେ ନିଜର ମୃତ୍ୟୁ ଦେଖିଥାଏ ତାହେଲେ ଏହାର ଅର୍ଥ ବ୍ୟକ୍ତିକୁ ଆଗାମୀ ସମୟରେ ପଶ୍ଚାତାପର ଓ ଦୁଃଖର ସମୁଖୀନ ହେବାକୁ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *