Excuse Me Odisha

ଯାହା କହିବୁ ସତ କହିବୁ

ଧନୁ ସଂକ୍ରାନ୍ତି (16 December ) : ଏହି ୫ଟି ରାଶିର ଚମକିବ ଭାଗ୍ୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନୁ ସଂକ୍ରାନ୍ତି ୧୬ ଡିସେମ୍ବର ଗୁରୁବାର। ୫ ଟି ରାଶିରେ ଧନର ବର୍ଷା।

ବନ୍ଧୁଗଣ ୧୬ ଡିସେମ୍ବରକୁ ପାଳିତ ହେବାକୁ ଯାଉଛି ପବିତ୍ର ଧନୁ ସଂକ୍ରାନ୍ତି। ଏହି ୫ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି। ସୁର୍ଯ୍ୟଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କଲେ ତାହାକୁ ସଂକ୍ରାନ୍ତି ବୋଲି କୁହାଯାଇଥାଏ। ଏହିଥର ସୂର୍ଯ୍ୟଦେବ ବିଛା ରାଶିରୁ ଧନୁ ରାଶିକୁ ଚଳନ କରିବେ। ତେଣୁ ଏହାର ନାମ ଧନୁ ସଂକ୍ରାନ୍ତି ଅଟେ। ଏହି ଧନୁ ସଂକ୍ରାନ୍ତି ଠାରୁ ଏହି ୫ ଟି ରାଶିର ଭାଗ୍ୟ ଚମକି ଉଠିବ। ଏହି ଧନୁ ସଂକ୍ରାନ୍ତି ଠାରୁ ଅନେକ ଖୁସି ଏମାନଙ୍କ ଜୀବନରେ ଆସିବାକୁ ଯାଉଅଛି। ୫ ଟି ରାଶି ମାନଙ୍କ ପାଇଁ ଆସୁଅଛି ଖୁସିର ସମୟ। ଏମାନଙ୍କ ଜୀବନରେ ଏପରି କିଛି ପରିବର୍ତ୍ତନ ଆସିବ ଯାହାକି ଆଗରୁ ଆପଣ ଚିନ୍ତା ବି କରିନଥିବେ।

ଗ୍ରହ ମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତେବି ଚେଷ୍ଟା କରିଥାଉନାଁ କାହିଁକି ଯେତେବି ପ୍ରୟାସ କରିଥାଉନାଁ କାହିଁକି ବହୁତ ଅଧିକ ପରିଶ୍ରମ ସ୍ୱତେ ମଧ୍ୟ ସଫଳ ହୋଇନଥାଉ କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ କିଛି ମାତ୍ର ପ୍ରୟାସ ଦ୍ୱାରା ହିଁ ଖୁବ ଅଳ୍ପ ପରିଶ୍ରମରେ ହିଁ ବହୁତ କିଛି ମିଳିଯାଇଥାଏ ଯାହାକି ଆଶା ଠାରୁ ଅଧିକ ମିଳିଯାଇଥାଏ। ତେବେ ସମସ୍ତ ଗ୍ରହ ମାନଙ୍କର ସପଟ ଏହି ଧନୁ ସଂକ୍ରାନ୍ତି ଠାରୁ ଏହି ୫ ଗୋଟି ରାଶି ମାନଙ୍କ ଜୀବନରେ ଖୁସିର ବର୍ଷା କରିବାକୁ ଯାଉଅଛି। କେବଳ ଖୁସି ହିଁ ଖୁସି ଏମାନଙ୍କ ଜୀବନରେ ଆସିବାକୁ ଲାଗିବ।

ଜ୍ୟୋତିଷ ବିଦ୍ୱାନ ମାନଙ୍କ କଥା ମାନିବା ତ ମନୁଷ୍ୟ ମାନଙ୍କ ଜୀବନରେ ତାଙ୍କର ଗ୍ରହମାନଙ୍କର ଚଳନରେ ବହୁତ ହିଁ ଅଧିକ ମହତ୍ୱ ରହିଥାଏ।ଗ୍ରହ ମାନଙ୍କ ଚଳନ କାରଣରୁ ହିଁ ମନୁଷ୍ୟଙ୍କ ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ। ଏହା ହିଁ କାରଣ ଅଟେକି ପ୍ରତ୍ୟକ ଜିନିଷ ପାଇଁ ଆଜିର ସମୟରେ ରାଶିଚକ୍ରକୁ ହିଁ ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କି କଣ କଣ ସେହି ୫ ଗୋଟି ଭାଗ୍ୟଶାଳୀ ରାଶି ଯେଉଁମାନଙ୍କର ଭାଗ୍ୟ ଏହି ଧନୁ ସଂକ୍ରାନ୍ତି ଠାରୁ ବଦଳିବାକୁ ଯାଉଅଛି।

କାର୍ଯ୍ୟ କ୍ଷେତ୍ରରେ ଏମାନଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଚାହାନ୍ତି ତେବେ ଏହି ସମୟ ଠିକ ସମୟ ଅଟେ। ଯେଉଁମାନେ ପ୍ରେମ ଜୀବନଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ସମୟ ଅଟେ। ଆପଣଙ୍କର ଘରେ ଖୁସିର ବାତାବରଣ ରହିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷତ ହୋଇପାରେ। ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ ଏବଂ ସେହି ବନ୍ଧୁମାନେ ଆପଣଙ୍କୁ ସବୁ ପ୍ରକାରର ସାହାର୍ଯ୍ୟ କରିବେ। ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ନିଜର ଅଟକି ରହିଥିବ ଧନ ଫେରସ୍ତ ମିଳିବ।

ଯଦି ଆପଣ କାହାକୁ ଶୁଦ୍ଧ ବା ଧାର ଭାବେ ପଇସା ଦେଇଥିବେ ତାହା ଆଉ ଫେରସ୍ତ ପାଇପାରି ନାହାନ୍ତି ତେବେ ଏହି ସମୟରେ ପାଇଯିବେ। ଯେଉଁମାନଙ୍କର ବିବାହରେ କୌଣସି କାରଣ ବଶତଃ ବିଳମ୍ବ ହେଉଛି ତେବେ ସେମାନଙ୍କର ବିବାହ ଯୋଗ ମଧ୍ୟ ଖୋଲିଯିବ। ଏହି ୫ ଟି ରାଶିର ଯେଉଁ ବିଦ୍ୟାର୍ଥୀମାନେ ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାନ୍ତି ତ ସେମାନେ ସେଥିରେ ସଫଳ ହେବେ। ଆପଣ କୌଣସି ନୂତନ ଯାନ କିଣିବାକୁ ମନ ବଳେଇ ପାରନ୍ତି। ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦର ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟରେ ଲାଭ ହେବ। ତେବେ ଆସନ୍ତୁ ଜାଣିବା କଣ କଣ ସେହି ୫ ଟି ଭାଗ୍ୟଶାଳୀ ରାଶି।

ମେଷ ରାଶି। ଏହି ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟରେ ବନୁଥିବା ମହାସଂଯୋଗ କାରଣରୁ ବହୁତ ବଡ଼ ଖୁସିର ସମୟ ମିଳିପାରେ। ଧନ ଜନିତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ। ଯଦି ଚାକିରୀ ନାହିଁ ଚେଷ୍ଟା କରିବା ଦ୍ୱାରା ଆପଣଙ୍କୁ ଭଲ ଚାକିରୀ ମଧ୍ୟ ପ୍ରାପ୍ତ ହେବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇବ। ସମାଜରେ ଆପଣଙ୍କର ଖ୍ୟାତି ବଢିବ।

ଧନୁ ରାଶି। ଏହି ରାଶି ଥିବା ବ୍ୟକ୍ତି ଏହି ସମୟରେ ପୂଜାପାଠ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଆପଣଙ୍କୁ ଆଗକୁ ଆସୁଥିବା ସମୟରେ କୌଣସି କ୍ଷେତ୍ରରେ ବହୁତ ବଡ଼ ଲାଭ ମିଳିପାରେ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁର୍ଣ ହେବ। ପରିବାରରେ ଖୁସିର ବାତାବରଣ ରହିବ। ସନ୍ତାନ ପ୍ରାପ୍ତି ହୋଇପାରେ। ଆପଣ ଏହି ସମୟରେ ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ଶୁଭ ପରିଣାମ ଦେଖିବାକୁ ମିଳିବ।

କୁମ୍ଭ ରାଶି। ଏହି ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟଟି ଭାଗ୍ୟଶାଳୀ ରହିବ। ଏହିହାସଂଯୋଗ କାରଣରୁ ଆପଣ ନିଜ ପରିବାର ସହିତ ଧାର୍ମିକ ଯାତ୍ରାକୁ ଯାଇପାରନ୍ତି। ଯଦି ଆପଣ ବ୍ୟାପାର କ୍ଷେତ୍ରରେ ଅଛନ୍ତି ତ ଆପଣଙ୍କୁ ବହୁତ ଶୀଘ୍ର ଉନ୍ନତି ଦେଖିପାରିବେ। କୌଣସି ଦୁଖୀ ବ୍ୟକ୍ତିଙ୍କୁ ଦେଖା କରୁ ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଏହି ସମୟରେ ଆପଣ ଅତିରିକ୍ତ ଉର୍ଜାର ଅନୁଭବ କରିବେ। ପ୍ରତ୍ୟକ କାମକୁ ଆପଣ ସଫଳତାର ସହିତ ସମାପ୍ତ କରିବେ। ତେବେ ସ୍ୱାସ୍ଥ୍ୟ ପ୍ରତି ଆପଣ ସଚେତନ ରୁହନ୍ତୁ ଏବଂ ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ ରାଶି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ବହୁତ ଭଲ ଅରେ। ଏହି ସମୟରେ ଆପଣଙ୍କୁ କୌଣସି ଖୁସି ସମୟ ମିଳିପାରେ। ଏହି ଯୋଗ କାରଣରୁ ଆପଣଙ୍କର ଜୀବନରେ ଯାହାବି ଦୁଃଖ କଷ୍ଟ ରହିଛି ତାହା ଅତିଶୀଘ୍ର ଶେଷ ହେବାକୁ ଯାଉଛି। ଦାମ୍ଫତ୍ୟ ଜୀବନରେ ମଧୁରତା ଆସିବ। ଯଦି କୌଣସି ନୂତନ କାର୍ଯ୍ୟ କରିବାକୁ ଯାଉଛନ୍ତି। ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ।

ତୁଳା ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ଦାମ୍ଫତ୍ୟ ଜୀବନ ସୁଖମୟ ହେବ। ଏହି ରାଶିରେ ଥିବା ପାରିବାରିକ ସମସ୍ୟା ଦୂର ହେବ। ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ। ଭାଗ୍ୟର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଏହି ରାଶିର ଲୋକଙ୍କୁ ହଠାତ ଖୁସି ଖବର ମିଳିବ। ଭାଗ୍ୟର ସହଯୋଗରେ ଏହି ରାଶିର ବ୍ୟକ୍ତିମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ। ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଆକସ୍ମିକ ଭାବରେ ଧନଲାଭର ଯୋଗ ମଧ୍ୟ ବନୁଅଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *