Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ କେବେ ବି ଖୁସିରେ ରହିପାରି ନଥାନ୍ତି ଏହି ୨ଟି ନାମ ଥିବା ଝିଅମାନେ

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଯେଉଁ ଝିଅମାନେ ଜୀବନରେ କେବେ ମଧ୍ୟ ଖୁସିରେ ରହି ପାରନ୍ତି ନାହିଁ, ସେହି ଝିଅ ମାନଙ୍କ ବିଷୟରେ ଆଜି ଆମେ ଆପଣଙ୍କ ସହିତ ଆଲୋଚନା କରିବାକୁ ଯାଉଛୁ। ବିବାହ କରିଥିବା ବ୍ୟକ୍ତି ଏକ ବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତି। କିଛି ଝିଅମାନେ ତାଙ୍କର ସାଥୀଙ୍କ ସହିତ ସଂପର୍କ ଅତୁଟ ରହିବା ପାଇଁ ପ୍ରୟାସ କରିଥାନ୍ତି।ଆଉ କିଛି ଝିଅମାନେ ଜୀବନରେ କେବେବି ନିଜ ସ୍ଵାମୀ ଅଥବା ସାଥୀଙ୍କୁ ନେଇ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ସେହି ୨ଟି ନାମ ବିଶିଷ୍ଟ ଝିଅମାନଙ୍କ ବିଷୟରେ କହିବାକୁ ଯାଉଅଛୁ, ଯେଉଁ ମାନେ କେବେବି ଖୁସିରେ ରହନ୍ତି ନାହିଁ।

୧/ K ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କ ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅମାନେ ବହୁତ ଚତୁର ହେବା ସହିତ ସହନଶୀଳ ମଧ୍ୟ ହୋଇଥାନ୍ତି।ଏମାନେ ଘରର ଦାୟିତ୍ୱକୁ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି। ଘର ଚଳାଇବା ମାମଲାରେ ମଧ୍ୟ ବହୁତ ଚାଲାକ ହୋଇଥାନ୍ତି। ଏମାନେ ସର୍ବଦା ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରିଥାନ୍ତି, ଏଥିପାଇଁ ଏମାନେ ନିଜ ସ୍ଵାମୀଙ୍କ ସହିତ ଯୁକ୍ତି କରିଥାନ୍ତି। ଅଧିକାଂଶ ସମୟରେ ଏମାନେ ବହୁତ କଥା ଲୁଚାଇ ଥାଆନ୍ତି, ତେଣୁ ଏହି ନାମର ଝିଅମାନେ ସର୍ବଦା ଦୁଃଖରେ ରହିଥାନ୍ତି।

୨/ P ନାମ ଥିବା ଝିଅମାନେ –

ଯେଉଁ ମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ପରିଶ୍ରମୀ ହେବା ସହିତ ସ୍ନେହୀ ମଧ୍ୟ ହୋଇଥାନ୍ତି। ଏମାନେ ସର୍ବଦା ନିଜକୁ ଗୁରୁତ୍ବ ଦେଇ ଥାଆନ୍ତି। ଏହି ଝିଅମାନଙ୍କ ସ୍ଵାମୀ ଏମାନଙ୍କୁ ନ ପଚାରି କୌଣସି କାର୍ଯ୍ୟ କଲେ, ଏମାନେ ବହୁତ କ୍ରୋଧିତ ହୋଇ ଯାଆନ୍ତି।ପାର୍ଟନର ଏମାନଙ୍କ ଇଛା ପୂରଣ ନକଲେ, ଏମାନେ ବହୁତ ଅସନ୍ତୁଷ୍ଟ ହୋଇଥାନ୍ତି।ଏଥିପାଇଁ ଏମାନଙ୍କୁ ସାରା ଜୀବନ ଦୁଃଖ ସହିବାକୁ ମଧ୍ୟ ପଡ଼ିଥାଏ। କିନ୍ତୁ ଏମାନେ ନିଜ ପାର୍ଟନରଙ୍କୁ ବହୁତ ପ୍ରେମ କରିଥାନ୍ତି।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *