Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ପାଣିରେ ଭିଜେଇ ପ୍ରତିଦିନ ଏହାକୁ ସେବନ କରନ୍ତୁ,ଭଲ ହୋଇଯିବ ଶରୀରର ସମସ୍ତ ରୋଗ !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆଜିକାଲି ଅନେକ ଲୋକେ ଜୀବନଶୈଳୀ ଖରାପ ଥିବା କାରଣରୁ ଅନେକ ରୋଗର ଶିକାର ହେଉଛନ୍ତି। ପୂର୍ବରୁ ଯେଉଁ ସମସ୍ୟା ୪୦ ରୁ ୫୦ ବର୍ଷ ବୟସ ମଧ୍ୟରେ ଦେଖାଯାଉଥିଲା, ବର୍ତ୍ତମାନ ଯୁବାବସ୍ଥାରେ ଲୋକେ ରୋଗରେ ପୀଡିତ ହେଉଛନ୍ତି। ବୟସ ବଢିବା ସହିତ ଶରୀରରେ ଅନେକ ପ୍ରକାରର ସମସ୍ୟା ଆସିଥାଏ। ସେଥିମଧ୍ୟରୁ ଗୋଟେ ସମସ୍ଯା ହେଉଛି, ଗୋଡରେ ଥିବା ଶିରା ଗୁଡିକ ଫୁଲି ଯାଇଥାଏ।

ଗୋଡ଼ରେ ଥିବା ଶିରା ଫୁଲି ଗଲେ, ଚାଲିବା ସମୟରେ କଷ୍ଟ ହୋଇଥାଏ। ଏହି ସମସ୍ୟା ପ୍ରାୟତଃ ମହିଳାମାନଙ୍କ କ୍ଷେତ୍ରରେ ଦେଖା ଦେଇଥାଏ।ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ତ୍ଵଚାର ଉପର ଭାଗରେ ନୀଳ ରଙ୍ଗର ଶିରା ଦେଖାଯାଇଥାଏ। ଏହାସହିତ ଗୋଡର ଜଙ୍ଘରେ ମଧ୍ୟ ଶିରା ବାହାରି ଥିବାର ଦେଖାଯାଏ। ଏଭଳି ହେବାର କାରଣ ହେଉଛି ମେଦବହୁଳତା ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଗୋଟେ ସ୍ଥାନରେ ଛିଡା ହେବା।

ମହିଳା ମାନଙ୍କର ଗର୍ଭାବସ୍ଥା ସମୟରେ ହରମୋନରେ ପରିବର୍ତ୍ତନ ଆସିଥାଏ, ତେଣୁ ଏଭଳି ସମସ୍ୟା ଦେଖା ଦେଇଥାଏ। ଏଭଳି କ୍ଷେତ୍ରରେ ପ୍ରଥମେ ଆପଣ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ପରାମର୍ଶ ନିଅନ୍ତୁ। ଆପଣ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ, ସର୍ବଦା ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ରଖନ୍ତୁ ଏବଂ ସକାଳେ କିଛି ସମୟ ବ୍ୟାୟାମ କରନ୍ତୁ। ଭରପୁର ପ୍ରୋଟିନ ଯୁକ୍ତ ଖାଦ୍ୟ ଏବଂ ସବୁଜ ପନିପରିବା ଓ ଫଳମୂଳ ଆଦିର ସେବନ କରନ୍ତୁ।

ଆପଣଙ୍କୁ ଖାଦ୍ୟ ରାନ୍ଧିବାର ୩ ଘଣ୍ଟା ମଧ୍ୟରେ ତାହାକୁ ଖାଇ ନେବା ଉଚିତ। ରାତିରେ ଶୋଇବା ପୁର୍ବରୁ ୧୨ରୁ ୧୫ଟି କଳା କିସମିସ ଗୋଟେ ଗ୍ଳାସ ପାଣିରେ ଭିଜେଇ ରଖନ୍ତୁ।ସକାଳେ ଉଠି କିସମିସ ସହିତ ଏହାର ପାଣି ମଧ୍ୟ ସେବନ କରନ୍ତୁ।ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ହୋଇ ରହିଥାଏ, ଯାହା ଦ୍ଵାରା ଶିରା ଗୁଡିକ ସୁଦୃଢ ହୋଇଥାଏ।

ଦ୍ୱିପ୍ରହର ସମୟରେ, ଖାଦ୍ୟ ଖାଇବାର ପ୍ରାୟ ଗୋଟେ ଘଣ୍ଟା ପରେ ଅଲସୀର ମଞ୍ଜି ମଧ୍ୟ ଆପଣ ସେବନ କରି ପାରିବେ। ଆପଣ ଅଲସୀର ମଞ୍ଜିକୁ ଅଳ୍ପ ଭାଜି ଦେଇ ଏହାର ପାଉଡର ବନାଇ ମଧ୍ୟ ସେବନ କରି ପାରିବେ। ଏଥିରେ ଓମେଗା-୩ ଫ୍ୟାଟି ଏସିଡ ରହିଛି, ଯାହାଦ୍ଵାରା ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ

ବନ୍ଧୁଗଣ ଆପଣ ମାନେ ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଶରୀରର ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ।ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *