Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷ ପରେ ପଣା ସଂକ୍ରାନ୍ତି । ଅଦ୍ଭୁତ ଯୋଗ , କୋଟିପତି ହେବେ ଛଅଟି ରାଶି ।

ସେୟାର୍ କରନ୍ତୁ

ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଅର୍ଥାତ ପଣା ସଂକ୍ରାନ୍ତି ପଡ଼ୁଛି । ଏହିଦିନ ଠାରୁ ଛଅ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଶ୍ରୀହନୁମାନଙ୍କ କୃପାରୁ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କର ସମସ୍ତ ମନସ୍କାମନା ପୂରଣ ହେବାକୁ ଯାଉଛି । ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ଛଅ ଗୋଟିଏ ରାଶି ବିଷୟରେ ଜାଣିନେବା । ଖାସ ପଣା ସଂକ୍ରାନ୍ତି ଠାରୁ ଛଅ ଗୋଟି ରାଶି ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ଏମାନେ କୋଟିପତି ହେବାର ରାସ୍ତାରେ ଚାଲିଛନ୍ତି । ଏମାନଙ୍କ ଗ୍ରହର ସ୍ଥିତି ଏବଂ ଚଳନ ଭଲ ହେବା ସହିତ ଏମାନଙ୍କ ଉପରେ ଶ୍ରୀହନୁମାନଙ୍କ କୃପା ମଧ୍ୟ ପଡ଼ିବାକୁ ଯାଉଛି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପଡ଼ିବାକୁ ଯାଉଛି ।

ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ତୁଳା ରାଶି । ପଣା ସଂକ୍ରାନ୍ତି ଠାରୁ ଏମାନଙ୍କ ଜୀବନରେ ଅପାର ସଫଳତା ମିଳିବାକୁ ଯାଉଛି ଏବଂ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଏହି ଦିନ ଠାରୁ ଆପଣ କିଛି ନୂଆ କରି ଦେଖାଇବାକୁ ଯାଉଛନ୍ତି । ବେରୋଜଗାର ଯୁବକଙ୍କୁ ଭଲ ଚାକିରୀ ମିଳିବାର ସମୟ ରହିଛି । ନୂଆ କାର୍ଯ୍ୟରେ ଆସୁଥିବା ସମସ୍ୟା ଦୂର ହେବାକୁ ଯାଉଛି । ସାମାଜିକ କାର୍ଯ୍ୟ କରିବାର ସଫଳତା ଏମାନଙ୍କୁ ପ୍ରାପ୍ତ ହେବାକୁ ଯାଉଛି । ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ବୃଷ ରାଶି । ଆର୍ଥିକ କ୍ଷେତ୍ରରେ ଆପଣ ଉନ୍ନତି କରିବେ ଏବଂ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଅନେକ ଲାଭ ହେବ । ଏହି ସମୟରେ ଆପଣଙ୍କ ଯାତ୍ରା ଲାଭଦାୟକ ସିଦ୍ଧ ହେବ ।

ଚାକିରୀ କରୁଥିବା ଲୋକଙ୍କ ପାଇଁ ପଣା ସଂକ୍ରାନ୍ତି ପରର ସମୟ ଅତ୍ୟନ୍ତ ଉତ୍ତମ ରହିବ । ଏମାନଙ୍କ ଘରେ ଖୁସିର ବର୍ଷା ହେବ । ତୃତୀୟ ଭାଗ୍ୟଶାଳୀ ରାଶି ହେଉଛି ସିଂହ ରାଶି ପଣା ସଂକ୍ରାନ୍ତି ଠାରୁ ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଶ୍ରୀହନୁମାନଙ୍କ ବିଶେଷ କୃପାଦୃଷ୍ଟି ପଡ଼ିବାକୁ ଯାଉଛି । ଆପଣଙ୍କ ଜୀବନରେ ସଫଳତା ମିଳିବାର ସୁଯୋଗ ଆସିବାକୁ ଯାଉଛି । ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ପରିଶ୍ରମ କରି ଆପଣ କାର୍ଯ୍ୟରେ ଉନ୍ନତି ପାଇବେ । କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିର୍ଣ୍ଣୟ ନେଇ ପାରନ୍ତି । ଏହାବ୍ୟତୀତ ଏମାନଙ୍କ ଜୀବନରେ ଖୁସିର ବର୍ଷା ହେବାକୁ ଯାଉଛି । ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛି କନ୍ୟା ରାଶି । ଘରକୁ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବା ସହିତ ସମାଜରେ ମାନ ସମ୍ମାନର ପ୍ରତିଷ୍ଠା ହେବ ।

ବ୍ୟାପାର ବାଣିଜ୍ୟରେ ଲାଭ ହେବାର ସମ୍ଭାବନା ରହିଛି । ଚାକିରୀ କ୍ଷେତ୍ରରେ ଉନ୍ନତିର କୌଣସି ବଡ଼ ଖୁସି ଖବର ମିଳିବାକୁ ଯାଉଛି । ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛି ମେଷ ରାଶି । ଶ୍ରୀହନୁମାନଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଯାଉଛି । ଆପଣ ଅତି କଠିନରୁ କଠିନ କାମ କରି ସହଜରେ ଆଗକୁ ବଢ଼ି ପାରିବେ । ଅଧିକ ଧନ ପ୍ରାପ୍ତି କାରଣରୁ ଆପଣ ନିଜ ପରିବାର ସଦସ୍ୟଙ୍କ ପାଇଁ ଭଲ ଭଲ ଜିନିଷ କିଣି ପାରନ୍ତି । ପରିବାରରେ ଖୁସି ଲାଗି ରହିବ ଏବଂ କୌଣସି ମଙ୍ଗଳ କାର୍ଯ୍ୟର ଆୟୋଜନ ହୋଇପାରେ । ଷଷ୍ଠ ଭାଗ୍ୟଶାଳୀ ରାଶି ହେଉଛି କୁମ୍ଭ ରାଶି । ବ୍ୟାପାର ବାଣିଜ୍ୟ କରୁଥିବା ଲୋକଙ୍କୁ ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବାକୁ ଯାଉଛି । ଆପଣଙ୍କ ସଫଳତାକୁ ଦେଖି ଆପଣଙ୍କ ଶତ୍ରୁ ମାନେ ଅଧିକ ଉଗ୍ର ହୋଇ ପଡ଼ିବେ । କିନ୍ତୁ ଆପଣ ଭୟଭୀତ ହୁଅନ୍ତୁ ନାହିଁ କାରଣ ଶ୍ରୀହନୁମାନଙ୍କ କୃପାରୁ କୌଣସି ସମସ୍ୟା ହେବନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *