Excuse Me Odisha

ଯାହା କହିବୁ ସତ କହିବୁ

ରାସ୍ତାରେ ଭୁଲରେ ବି ଦେଖିଲେ ୫ ଟି ଜିନିଷ ଭାଗ୍ୟ ବଦଳି ଯାଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାସ୍ତାରେ ଭୁଲରେ ବି ଦେଖିଲେ ୫ ଟି ଜିନିଷ ଭାଗ୍ୟ ବଦଳି ଯାଇଥାଏ।

ଭୁଲରେ ବି ୫ ଟି ଜିନିଷର ଦର୍ଶନ ହୋଇଗଲେ ମନସ୍କାମନା ପୂରଣ ହୋଇଯାଏ। ବ୍ୟକ୍ତିଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ହୋଇଥାଏ ଧନର ପ୍ରାପ୍ତି। କେଉଁଠି ନାଁ କେଉଁଠି ଆପଣଙ୍କ ଦ୍ୱାରା ଭୁଲ ହୋଇଯାଏ ଯାହା ଆପଣଙ୍କ ପାଇଁ ବହୁତ ଭଲ ସାବ୍ୟସ୍ତ ହୋଇଥାଏ। ଆପଣ ଅନେକ ଥର ଏହି କଥା ଶୁଣିଥିବେ କି ଲୋକେ କହିଥାନ୍ତି ଏହି କାମ ଭୁଲରେ ବି କରନ୍ତୁ ନାହିଁ ଏହା ଅଲଗା କଥା। ଆଜି ଆମେ ଆପଣଙ୍କୁ ଜଣେଇବୁ କି କିଛି କାମ ଏମିତି ହୋଇଥାଏ କି ଯାହା ଭୁଲରେ ବି ହୋଇଗଲେ ବ୍ୟକ୍ତି ସଫଳ ହୋଇଯାଏ ତାଙ୍କ ଉପରେ ପଡିଥାଏ ସକାରାତ୍ମକ ପ୍ରଭାବ। ତେବେ ଆସନ୍ତୁ ଜାଣିବା ଏମିତି କେଉଁ ୫ ଟି ଭୁଲ କାମ ଅଛି ଯାହା ଆପଣଙ୍କ ଦ୍ଵାରା ହୋଇଗଲେ ଆପଣଙ୍କ ଭାଗ୍ୟ ବଦଳିଯାଇପାରେ।

ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମୃତ୍ୟୁ ଏକ ଏମିତି ସତ୍ୟ ଅଟେ ଯାହାକୁ କେବେବି ଟାଳିହେବ ନାହିଁ। ଯାହାର ଜନ୍ମ ହୋଇଛି ତାର ମୃତ୍ୟୁ ମଧ୍ୟ ନିଶ୍ଚିତ ଅଟେ। ଯେଉଁଠି ଶବ ଯାତ୍ରା ହୋଇଥାଏ ସେଠାରେ ଛିଡା ହୋଇଥିବା ବ୍ୟକ୍ତିଙ୍କ ମନକୁ ଏହି ଚିନ୍ତାଧାରା ଆସିଥାଏ କି ଏହି ରାସ୍ତାରେ ମୁଁ କାହିଁକି ଆସିଗଲି ଏହା ମୋର ଭୁଲ ଅଟେ କିନ୍ତୁ କଣ ଜାଣିଛନ୍ତି ଶବ ଯାତ୍ରା ଦେଖିବା ବହୁତ ଶୁଭ ହୋଇଥାଏ। ଯେବେବି କେଉଁଠି ଶବ ଯାତ୍ରା ଦେଖିବେ ତ ସେହିଠାରେ ଛିଡା ହୋଇ ଦୁଇ ହାତକୁ ଯୋଡି ମୁଣ୍ଡ ନୁଆଁଇ ନମସ୍କାର କରନ୍ତୁ ଏବଂ ମୁହଁରୁ ଶିବ ଶିବର ଜପ କରନ୍ତୁ। ଏମିତି କଲେ ବ୍ୟକ୍ତିକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ।

ରାସ୍ତାରେ ଯିବା ସମୟରେ ହଠାତ ଆପଣଙ୍କ ସାମ୍ନାକୁ କିନ୍ନର ଆସିଗଲେ ଏହାକୁ ଅନେକ ଲୋକ ଭଲ ମାନନ୍ତି ନାହିଁ। କଣ ଆପଣ ଜାଣିଛନ୍ତି ବ୍ରହ୍ମାଙ୍କ ଛାୟାରୁ କିନ୍ନରଙ୍କର ସୃଷ୍ଟି ହୋଇଛି ଏବଂ ଏମାନଙ୍କୁ ବରଦାନ ପ୍ରାପ୍ତ ମଧ୍ୟ ଅଛି। କୁହାଯାଏ କିନ୍ନରଙ୍କୁ ଦେଖିଲେ କିମ୍ବା ତାଙ୍କ ପାଖରୁ ଆଶୀର୍ବାଦ ନେଲେ ବ୍ୟକ୍ତି କେବେବି ଅଭାବରେ ରହିନଥାଏ। ତାଙ୍କ ଘରେ ଖୁସିର ଲହରୀ ଖେଳି ଯାଇଥାଏ। କିନ୍ନରଙ୍କୁ ଦେଖିବା ଶୁଭ ସଂକେତ ମାନାଯାଏ।

ଭୁଲରେ ରାସ୍ତାରେ ମିଳିବା ଟଙ୍କା ବହୁତ ମଙ୍ଗଳକାରୀ ମାନାଯାଏ। ଏମିତିରେ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ସହିତ ଅଛନ୍ତି।

ଭୁଲରେ ଅଧ ରାତିରେ ଉଠିବା। କଣ ଆପଣ ଜାଣିଛନ୍ତି ଅଧ ରାତିକୁ ବହୁତ ଶୁଭ ସମୟ ମାନାଯାଏ। ଏହି ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିଲେ ଅବଶ୍ୟ ପୁରା ହୋଇଥାଏ। ଏହି ସମୟରେ ଉଠୁଥିବା ବ୍ୟକ୍ତି କେବେବି ଡରନ୍ତୁ ନାହିଁ। ଏହି ସମୟରେ ଉଠିଲେ ଭଗବାନଙ୍କୁ ଜପ କରନ୍ତୁ। ଏହି ସମୟରେ ମାଗିବା ବରଦାନ କେବେବି ଅସଫଳ ହୋଇନଥାଏ। ଏହି ସମୟ ରାତି୨ ରୁ ୪ ଟା ମଧ୍ୟରେ ଅଟେ।

କୌଣସି ଧାର୍ମିକ ଵସ୍ତୁ ମିଳିବା। ଭୁଲରେ କୌଣସି ଧାର୍ମିକ ଵସ୍ତୁ ମିଳିବା ବହୁତ ଶୁଭ ସଂକେତ ଅଟେ। ଏମିତି ମାନାଯାଏ ଯେ ଦେବୀ ଦେବତା ବହୁତ ପ୍ରସନ୍ନ ଅଛନ୍ତି ଏବଂ ସମସ୍ତ ବିଗିଡି ଯାଇଥିବା କାମ ପୁରା ହେବାକୁ ଯାଉଛି। ଏହି ଜିନିଷକୁ ଘରେ ସମ୍ଭାଳି କରି ରଖିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *