Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଘରେ ଏହି ତିନୋଟି ପରିବା ସେବନ କରାଯାଏ ସେହି ଘରକୁ ଆସିଥାଏ ପ୍ରଚୁର ଧନ । ସପ୍ତାହରେ କେବଳ ଗୋଟିଏ ଦିନ ଖାଇ ଦିଅନ୍ତୁ ।

ସେୟାର୍ କରନ୍ତୁ

ଏହି ପୃଥିବୀରେ ମନୁଷ୍ୟର ଭୋକ ମେଣ୍ଟାଉଥିବା ଭୋଜନ ଆହୁରି ଅନେକ କ୍ଷେତ୍ରରେ ମନୁଷ୍ୟ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ । କିନ୍ତୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ କିଭଳି ମନୁଷ୍ୟ ପାଇଁ ଉପଯୋଗୀ ତାହା ମନୁଷ୍ୟ ମଧ୍ୟ ଜାଣି ରଖିବା ଉଚିତ ଯାହାଦ୍ୱାରା ସେହି ସବୁ ଖାଦ୍ୟକୁ ସେବନ କରି ଡେ ତାହାର ଲାଭ ଉଠାଇ ପାରିବ । କହିବାକୁ ଗଲେ ଫଳମୂଳ ଏବଂ ପରିବା ଅନେକ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ତିନି ପ୍ରକାରର ଖାଦ୍ୟ ବିଷୟରେ କହିବୁ ଯାହା ଖାଇବା ଦ୍ୱାରା ଭାଗ୍ୟ ପ୍ରବଳ ହୋଇଥାଏ । ଯାହାକୁ ଯଦି ଆପଣ ସପ୍ତାହରେ ଗୋଟିଏ ଦିନ ବି ସେବନ କରନ୍ତି ତେବେ ଆପଣଙ୍କ ଜୀବନରେ କେବେବି ଧନର ଅଭାବ ହେବ ନାହିଁ ।

କହିବାକୁ ଗଲେ ଅନେକ ପନିପରିବା ରହିଛି ଯାହାକି ଶରୀର ପାଇଁ ଉପଯୋଗୀ ଅଟେ ଏବଂ ପ୍ରାୟ ସବୁ ପରିବା ଲୋକ ଖାଇବାକୁ ପସନ୍ଦ କରନ୍ତି । ଏହିସବୁ ପରିବା ସାଧରଣତଃ ଅତ୍ୟନ୍ତ ପୋଷକ ତତ୍ତ୍ୱରେ ଭରପୁର ରହିଥାଏ ମାତ୍ର ଏଥିରେ ମସଲା ପକାଇ ବନାଇବା ଦ୍ୱାରା ପୋଷକ ତତ୍ତ୍ୱ କମିଯାଏ । କିନ୍ତୁ ସେଥିମଧ୍ୟରୁ କିଛି ପନିପରିବା ଏପରି ରହିଛି ଯାହାକୁ ସେବନ କରିବା ଦ୍ୱାରା ଜୀବନରେ ଧାନର ଆଗମନ କ୍ଷିପ୍ର ଗତିରେ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଦୁର୍ବଳ ଥିବା ଗ୍ରହ ଦୋଷ ସମସ୍ୟା ମଧ୍ୟ ଠିକ ହୋଇଯାଏ ।

୧ . କନ୍ଦମୂଳ ତରକାରୀ:-

ଯଦି ଆପଣ ନିୟମିତ ଭାବରେ କନ୍ଦମୂଳ ଖାଇବା ଆରମ୍ଭ କରି ଦିଅନ୍ତି ତେବେ ଆପଣଙ୍କ ଜୀବନରେ ଧନର ଆଗମନ ହେବା ଆରମ୍ଭ ହୋଇଯିବ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ମଧ୍ୟ ବର୍ଷିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅତ୍ୟନ୍ତ ପ୍ରଭାବୀ କୁହାଯାଉଥିବା ବେଳେ ଏହାକୁ ଅନେକ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଯେଉଁ କାରଣରୁ ଏହାର ପ୍ରଭାବ ମଧ୍ୟ ଅତ୍ୟନ୍ତ ସକାରାତ୍ମକ ହୋଇଥାଏ । ଏହା ସ୍ୱାସ୍ଥ୍ୟବର୍ଦ୍ଧକ ହେବା ସହିତ ଧନ ଆଗମନର ସ୍ରୋତ ମଧ୍ୟ ବଢ଼ାଇଥାଏ । ଯେଉଁ ଘରେ ଏହି ଜିନିଷ ସେବନ କରାଯାଏ ସେହି ଘରେ ଧନର ଆଗମନ ହୋଇଥାଏ ।

୨ . ଯେଉଟ ଫଳ ତରକାରୀ:-

ଏହା ଅତ୍ୟନ୍ତ ସୁସ୍ୱାଦୁ ହୋଇଥାଏ ଯାହାକି ସ୍ୱାସ୍ଥ୍ୟବର୍ଦ୍ଧକ ହେବା ସହିତ ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ହୋଇଥାଏ । ଶାସ୍ତ୍ରରେ ମଧ୍ୟ ଏହାକୁ ଅତ୍ୟନ୍ତ ପ୍ରଭାବଶାଳୀ ମାନା ଯାଇଛି । ଯଦି ଆପଣ ଏହାକୁ ସପ୍ତାହରେ ଗୋଟିଏ ଦିନ ବି ସେବନ କରନ୍ତି ତେବେ ପରିବାରରେ ଉନ୍ନତି ବଜାୟ ରହେ ।

୩ . ମୁଗ ବଡ଼ି ତରକାରୀ:-

ଏହା ଖାଇବାକୁ ଅତ୍ୟନ୍ତ ସ୍ୱାଦିଷ୍ଟ ହେବା ସହିତ ଏହା ଅତ୍ୟନ୍ତ ଚମତ୍କାରୀ ରୂପରେ ଲାଭ ପ୍ରଦାନ କରିଥାଏ । ଏହାକୁ ନିୟମିତ ରୂପରେ ସେବନ କଲେ ଜୀବନରେ କେବେବି ଧନର ସମସ୍ୟା ହେବ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ମଧ୍ୟ ସଦୈବ ବଜାୟ ରହିଥାଏ । ଏହା ଆପଣଙ୍କ ଭାଗ୍ୟକୁ ମଧ୍ୟ ବଦଳାଇ ପାରେ ।

୪ . ଭୃସଙ୍ଗ ପତ୍ର ତରକାରୀ:-

ଭୃସଙ୍ଗ ପତ୍ରକୁ ତରକାରୀରେ ନିୟମିତ ପକାଇଲେ ଜୀବନରେ କେବେବି ଧନର ଅଭାବ ହୁଏନାହିଁ । ଏହା ନା କେବଳ ତରକାରୀରେ ଅରୋମାକୁ ବଢ଼ାଇ ଥାଏ ବରଂ ଭାଗ୍ୟକୁ ଚମକାଇବାରେ ମଧ୍ୟ ସାହାଯ୍ୟ କରେ । ଯଦି ଆପଣ ଗୁରୁବାର ଦିନ କୌଣସି ତରକାରୀରେ ଭୃସଙ୍ଗ ପତ୍ର ପକାନ୍ତି ତେବେ ଘରକୁ ଧନର ଆଗମନ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *