Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ପାଖରେ ଲଗାଇ ଦିଅନ୍ତୁ ଏହି ଚମତ୍କାରୀ ଗଛ । ଚୁମ୍ବକ ପରି ଆକର୍ଷିତ ହେବ ଧନ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ଏମିତିକି ତୁଳସୀ ଗଛର ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା ସହିତ ଦୀପ ପ୍ରଜ୍ଜ୍ଵଳିତ କରିବାର ମଧ୍ୟ ବିଧାନ ରହିଛି । ଏହାଦ୍ବାରା ଉଭୟ ମାତା ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ତୁଳସୀ ଗଛ ସାମ୍ନାରେ ଶୁଦ୍ଧ ଘିଅ ଦୀପ ଜାଳିବା ଉଚିତ । ଏପରି କରିବା ଦ୍ୱାରା ଜୀବନରେ ଆସୁଥିବା ସବୁ ଦୁଃଖ ଦୂର ହୋଇଯାଏ ।

କିନ୍ତୁ ଦୀପ ଜାଳିବା ସମୟରେ ଏହା ତଳେ କିଛି ଚାଉଳ , କପଡ଼ା କିମ୍ବା ଦୁବ ଘାସ ମଧ୍ୟ ରଖି ପାରିବେ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ତୁଳସୀ ପୂଜା ଅତ୍ୟନ୍ତ ଖାସ ହୋଇଥାଏ ଏବଂ ପ୍ରତ୍ୟେକ ଦିନ ତୁଳସୀ ପାଣି ଘରେ ସିଞ୍ଚିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହିତ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଥାଏ ।

ଏହାବ୍ୟତୀତ ଭଗବାନ ବିଷ୍ଣୁଙ୍କ କୃପା ମିଳିବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଘରେ ସକାରାତ୍ମକତା ଆସିବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଭଗବାନ ବିଷ୍ଣୁଙ୍କ ଏବଂ ମାତା ଲକ୍ଷ୍ମୀଙ୍କର ପୂଜା ସହିତ କିଛି ଖାସ ଉପାୟ କରିବା ଦ୍ୱାରା ମନୁଷ୍ୟର ଜୀବନ ବଦଳି ଯାଇ ପାରିବ । କିନ୍ତୁ ସେହି ସବୁ ଉପାୟକୁ ନିଷ୍ଠାର ସହିତ କରିବାର ଆବଶ୍ୟକତା ରହିଛି ।

ଏହାବ୍ୟତୀତ ଘରେ କଳହ , ଅଶାନ୍ତି ଏବଂ ନକରାତ୍ମକତା ମଧ୍ୟ ଦୂର ହୋଇଥାଏ । ଏହାଦ୍ବାରା ଅସଫଳତାରୁ ମୁକ୍ତି ମଧ୍ୟ ମିଳିଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା କରିବା ଦ୍ୱାରା ଅପାର ଧନ ଅର୍ଜନ ହେବ । ଉପାୟ ଅନୁଯାୟୀ ଗୁରୁବାର ଦିନ ସକାଳୁ ଉଠି ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରି ହଳଦିଆ ତିଳକ କରନ୍ତୁ ।

ଏହାପରେ କୌଣସି ଗଛ କିମ୍ବା ତୁଳସୀ ଗଛ ଥିଲେ ସେଥିରେ ଜଳ ଅର୍ପିତ କରନ୍ତୁ । ତୁଳସୀ ଗଛର ଅଳ୍ପ ଅଂଶ ଚେର ଆଣି ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ମାତ୍ର ତାହାକୁ ରଖିବା ପୂର୍ବରୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ତାହାକୁ ପୂଜା କରି ସାରିବା ପରେ ରଖି ଦିଅନ୍ତୁ । ମାତ୍ର ଏହାକୁ ରଖିବା ସମୟରେ ମାତା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇ ରଖନ୍ତୁ । ଦେଖିବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହେବେ ଏବଂ ଧନର ଆଗମନ ହେବ ।

ଏହାବ୍ୟତୀତ ଆଉ ଏକ ଉପାୟ ଅନୁଯାୟୀ ସକାଳୁ ଉଠି ସ୍ନାନ କରି ପବିତ୍ର ହୋଇ ତୁଳସୀ ଗଛ ମୂଳରେ କୌଣସି ଗଛ ଉଠିଥିଲେ ତାହାକୁ ନେଇ ପବିତ୍ର କରି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ମଧ୍ୟ ଘରକୁ ଧନର ଆଗମନ ହୋଇଥାଏ । ମାତ୍ର ଏସବୁ ଉପାୟ ତୁଳସୀ ପୂଜନ ପରେ ହିଁ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *