Excuse Me Odisha

ଯାହା କହିବୁ ସତ କହିବୁ

କଳା ଦୁଦୁରା ଗଛର ଚେର କାହିଁକି କରିଥାଏ Kotipati ? ଗୋଟେ ଦିନ ମଧ୍ୟରେ ବଦଳି ଯିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନେ ଦୁଦୁରା ଗଛ ବିଷୟରେ ଜାଣିଥିବେ। ଦୁଦୁରା ଗଛର ଫୁଲ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଆପଣଙ୍କ ଜୀବନରେ ଧନ ଆଗମନ ହେବାର ମାର୍ଗ ଖୋଲି ନାହିଁ ବା ଆପଣଙ୍କ ଉପରେ ଋଣ ଭାର ରହିଛି, ଆପଣଙ୍କୁ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ଆପଣଙ୍କ ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରୁଛନ୍ତି ତାହେଲେ ଦୁଦୁରା ଗଛର ଚେରକୁ ନେଇ କରନ୍ତୁ ଏହି ଖାସ ଉପାୟ, ଖୁବ୍ ଶୀଘ୍ର ଆପଣ ସୁଫଳ ପାଇବେ।

ଯେଉଁ ବ୍ୟକ୍ତି ଦୁଦୁରା ଫୁଲକୁ ନେଇ ମାଆ ଲକ୍ଷ୍ମୀଙ୍କ ପାଖରେ ଅର୍ପଣ କରି ବୀଜ ମନ୍ତ୍ର ଜପ କରେ, ତାହେଲେ ସେହି ବ୍ୟକ୍ତିର ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇ ଯାଇଥାଏ। ଦୁଦୁରା ଗଛର ପତ୍ରକୁ ଯଦି ଭଗବାନ ଶିବଙ୍କୁ ଅର୍ପଣ କରି ଶିବଙ୍କର ବୀଜ ମନ୍ତ୍ର ଜପ କରାଯାଏ, ତାହେଲେ ଭଗାନ ଶିବ ଆପଣଙ୍କ ଜୀବନରେ ସମସ୍ତ ସଙ୍କଟ ଦୂର ହୋଇ ଯାଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ନବଗ୍ରହ ଅଶୁଭ ସ୍ଥିତିରେ ରହିଛନ୍ତି ତାହେଲେ ଭଗବାନ ଶନିଙ୍କ ମନ୍ଦିର ଯାଇ ଦୁଦୁରା ଫୁଲ ଅର୍ପଣ କରନ୍ତୁ।

ଆପଣ ମାନେ ଜାଣିଥିବେ କି ସମୁଦ୍ର ମନ୍ଥନ ସମୟରେ ଯେଉଁ ବିଷ ଉତ୍ପନ୍ନ ହୋଇଥିଲା, ତାହାକୁ ଭଗବାନ ଶିବ ପାନ କରିଥିଲେ। ସେହି ବିଷ ଅଳ୍ପ ବୁନ୍ଦା ପୃଥିବୀ ପୃଷ୍ଠରେ ପଡ଼ିଥିଲା ଏବଂ ତାହା ଦୁଦୁରା ଗଛ ରୂପରେ ରୂପାନ୍ତରିତ ହୋଇଥିଲା। ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ, ସେହି ଉପାୟ କରିବା ଦ୍ୱାରା ଆପଣଙ୍କର ନବଗ୍ରହ ଶୁଭ ସ୍ଥିତିରେ ରହିବେ ଏବଂ ଧନ ସମସ୍ୟା ଦୂର ହୋଇଯିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଏହି ଉପାୟକୁ ସୋମ ଚାରୋଟି ଶୁକ୍ରବାର ପର୍ଯ୍ୟନ୍ତ କରନ୍ତୁ।

ତେବେ ଶୁକ୍ରବାର ଦିନ ସୂର୍ଯ୍ୟାସ୍ତ ପରେ ମାଆ ଲକ୍ଷ୍ମୀଙ୍କର ପିତ୍ତଳ ମୂର୍ତ୍ତି ଆଗରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ଚାରୋଟି ଧଳା ରଙ୍ଗର ଦୁଦୁରା ଫୁଲ ଅର୍ପଣ କରନ୍ତୁ। ତାପରେ ଆପଣ ନିଜର ଅଭିଳାଷା ବ୍ୟକ୍ତ କରି ମାଆ ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ। ତାପରେ ମାଆ ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଜପ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହେବାକୁ ଲାଗିବ। ଆପଣଙ୍କ ଉପରେ ଯଦି କୌଣସି ନଜର ଦୋଷ ଲାଗୁଛି, ତାହା ମଧ୍ୟ ଦୂର ହୋଇଯିବ।

କଳା ଓ ନୀଳ ଦୁଦୁରା ଫୁଲ ମିଳିବା କଷ୍ଟଦାୟକ ଅଟେ। ଏବେ ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ, ତାହାକୁ ଆପଣ ତିନୋଟି ସୋମବାର ପର୍ଯ୍ୟନ୍ତ କରିବାକୁ ପଡିବ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟ ଦୂର ହୋଇ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଉପାୟ ହେଉଛି ସୋମବାର ଦିନ ସକାଳୁ ଆପଣ ସ୍ନାନ ସାରି ଗୋଟେ ପିତ୍ତଳ ଲୋଟାରେ ଜଳ ନେଇ ସେଥିରେ ନୀଳ ଦୁଦୁରା ଗଛର ଗୋଟେ ଫୁଲ , ଗୋଟେ ପତ୍ର ନେଇ ଶିବ ମନ୍ଦିର ଯାଆନ୍ତୁ। ଶିବ ମନ୍ଦିରରେ ଶିବଲିଙ୍ଗ ଉପରେ ଅର୍ପଣ କରି ୫୦୩ ଥର ଲେଖାଏଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ଏହି ଉପାୟ ଆପଣ କେବଳ ତିନୋଟି ସୋମବାର ପର୍ଯ୍ୟନ୍ତ କରନ୍ତୁ। ଆଉ ଏକ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ, ଏହି ଉପାୟ ଆପଣ ଚାରୋଟି ଶନିବାର କରନ୍ତୁ। ଉପାୟ ହେଉଛି – ଶନିବାର ଦିନ ସନ୍ଧ୍ୟା ସମୟରେ ଆପଣ ସ୍ନାନ କରି ନିଅନ୍ତୁ। ତାପରେ ଗୋଟେ ଲୋଟା ଜଳରେ ଗୋଟେ କଳା ଦୁଦୁରା ଫୁଲ ପକାଇ ଅଶ୍ୱତ୍ଥ ଗଛ ମୂଳରେ ଅର୍ପଣ କରି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ସମସ୍ତ ଗ୍ରହ ଦୋଷ ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *