Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଏହି ଗୋଟିଏ ଟୁକୁଡ଼ାକୁ ରଖି ଦିଅନ୍ତୁ । ଦେଖିବେ ଚମତ୍କାର । ସବୁ ଆର୍ଥିକ ସମସ୍ୟା ଏବଂ କରଜରୁ ପାଇବେ ମୁକ୍ତି ।

ସେୟାର୍ କରନ୍ତୁ

ବେଳେବେଳେ ଜୀବନରେ ଏତେ ସମସ୍ୟା ଆସିଥାଏ ଯେ ମଣିଷ ଏଭଳି ଭାବିନିଏ ଯେ ଜୀବନରେ ସବୁକିଛି ନଷ୍ଟ ହୋଇ ଯାଇଛି । ଯଦି ଆପଣ ଦେଖୁଛନ୍ତି ଯେ ଆପଣଙ୍କ ଜୀବନରେ ହଠାତ ସମସ୍ୟା ଦେଖା ଦେଉଛି , ଆପଣ କରଜରେ ବୁଡ଼ି ଯାଇଛନ୍ତି ଏବଂ କୌଣସି ସମାଧାନ ଜଣା ପଡୁନାହିଁ , ତେବେ ସେତେବେଳେ ମହାଦେବଙ୍କ ଚରଣକୁ ଆସନ୍ତୁ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବିଷୟରେ କହିବୁ ଯାହାକି ଆପଣଙ୍କ ଜୀବନ ବଦଳାଇ ଦେବ । କହିରଖିବୁ ଯେ କେବେବି ଭୁଲରେ ଶନିବାର ଦିନ କରଜ ନିଅନ୍ତୁ ନାହିଁ । ଆପଣ ଚାହିଁଲେ ବୁଧବାର ଏବଂ ଶୁକ୍ରବାର ଦିନ କରଜ ନେଇ ପାରିବେ ।

କିନ୍ତୁ ଦସ୍ତାବିଜ ଉପରେ କଳା କାଳିରେ ଆଦୋୖ ଦସ୍ତଖତ କରନ୍ତୁ ନାହିଁ । ଯଦି ଆପଣ କରିଥିବା କରଜର କିସ୍ତି ଦେବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ତାହା ଦେଇ ପାରିବେ । ଯଦି ଆପଣ କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ବଟକେଶ୍ୱର ମହାଦେବଙ୍କ ଶରଣରେ ଯାଆନ୍ତୁ ।

ବରଗଛରେ ମହାଦେବଙ୍କ ବାସ ହୋଇଥାଏ ତେଣୁ ଘର ପାଖରେ ଥିବା କୌଣସି ବରଗଛ ପାଖକୁ ଶୁକ୍ରବାର କିମ୍ବା ଶନିବାର ଦିନ ଯାଆନ୍ତୁ । ଲଗାତାର ଉପାୟକୁ କରନ୍ତୁ । ଏକ ଲୋଟା ଜଳ , ଏକ ଚିମୁଟା ଚାଉଳ ଗୁଣ୍ଡ , ଏକ ଚିମୁଟା ହଳଦୀ ଗୁଣ୍ଡ ସବୁକିଛିକୁ ଜଳରେ ମିଶାଇ ତାହାକୁ ନେଇ ବରଗଛ ମୂଳରେ ମହାଦେବଙ୍କୁ ସ୍ମରଣ କରି ଏବଂ ନିଜର ମନସ୍କାମନା କହି ଅର୍ପିତ କରି ଦିଅନ୍ତି ।

ଏହି ଉପାୟ କରିବା ସମୟରେ ନିଜର ଯାହା କିଛିବି ସମସ୍ୟା ସବୁକୁ ଗୋଟିଗୋଟି କରି କହି ଦିଅନ୍ତୁ । ଏହାପରେ ଭଗବାନଙ୍କୁ ପ୍ରଣାମ କରି ବରଗଛର ମୂଳକୁ ଅଳ୍ପ ଛିଡ଼ାଇ ନେଇ ଆସନ୍ତୁ ଏବଂ ଭଗବାନଙ୍କୁ ପ୍ରଣାମ କରିବା ପରେହିଁ ଏହି ଉପାୟ କରନ୍ତୁ ନାହିଁ । ତାହାକୁ ଏକ ନାଲି କପଡ଼ାରେ ଗୁଡ଼ାଇ ବାନ୍ଧି ଦିଅନ୍ତୁ । ବ୍ୟବସାୟୀ ହୋଇଥିଲେ ତାହାକୁ ବେକରେ ଧାରଣ କରି ନିଅନ୍ତୁ କିମ୍ବା ପକେଟରେ ରଖନ୍ତୁ । ତାହାକୁ ଆପଣ ଘରେ ଧନ ରଖାଯାଉଥିବା ସ୍ଥାନରେ ରଖି ପାରିବେ । ଏହାଦ୍ବାରା ଆର୍ଥିକ ସମସ୍ୟା ଏବଂ କରଜ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *