Excuse Me Odisha

ଯାହା କହିବୁ ସତ କହିବୁ

ସ୍ବାମୀଙ୍କ ବସ୍ତ୍ର ଧୋଉଥିବା ମହିଳା ମାନେ ଜାଣନ୍ତୁ ବିଶେଷ କଥା। ନଚେତ ପଶ୍ଚାତାପ ଭୋଗି ପାରନ୍ତି।।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଯଦି ଆପଣ ଧନ ହାନୀର ସାମ୍ନା କରୁଛନ୍ତି, ତାହେଲେ ଏହାର ଗୋଟେ ଛୋଟ କାରଣ ହେଉଛି ଆପଣଙ୍କର ସ୍ନାନ କରିବା କାର୍ଯ୍ୟ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ସ୍ନାନ କରିବା ପରେ ଆପଣ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଦୈନନ୍ଦିନ ଜୀବନରେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ ଯାହା ଦ୍ଵାରା ଆମକୁ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଅଶାନ୍ତି ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ହିନ୍ଦୁ ଧର୍ମରେ ସ୍ନାନ କରିବାକୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାନା ଯାଇଛି। ସ୍ନାନ କରିବା ମନୁଷ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ସ୍ନାନ କରିବା ସମୟରେ କିଛି ଖାସ କଥା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅଧିକାଂଶ ଲୋକେ ସ୍ନାନ କରିବା ପରେ ବାଲଟିରେ ଗାଧୁଆ ପାଣି ଛାଡ଼ି ଆସି ଥାଆନ୍ତି। ଏଭଳି କରିବା ଅନୁଚିତ। କାରଣ ଯଦି ଅନ୍ୟ କୌଣସି ବ୍ୟକ୍ତି ସେହି ଗାଧୁଆ ପାଣିରେ ସ୍ନାନ କରେ, ତାହେଲେ ତାକୁ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ ଏବଂ ତାର ଆୟୁଷ ହନିଅଧ୍ୟ ହୋଇଥାଏ।

ପ୍ରତ୍ୟେକ ବ୍ୟକ୍ତି ନିଜ ଲୁଗା ନିଜେ ଧୋଇବା ଉଚିତ ଏବଂ ବାଲଟିକୁ ଉଗାଡି ରଖିବା ଉଚିତ। ସ୍ନାନ କଲେ ମନ ଶୁଦ୍ଧ ହୋଇଥାଏ। ତେଣୁ ପ୍ରତ୍ୟେକଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଉଚିତ।ସ୍ନାନ କରିବା ସମୟରେ କେବେବି ମୌନ ରହିବା ଉଚିତ ନୁହେଁ। ଅଧିକାଂଶ ଲୋକେ ସ୍ନାନ କରି ସାରି ଅଗ୍ନିକୁ ସ୍ପର୍ଶ କରିଥାନ୍ତି।

କିନ୍ତୁ ସ୍ନାନ କରି ସାରି ଭୋକିଲା ପେଟରେ କେବେବି ଅଗ୍ନିକୁ ସ୍ପର୍ଶ କରିବା ଉଚିତ ନୁହେଁ। ସ୍ନାନ ନକରି ଗ୍ୟାସ ଚୁଲା ଜାଳିବା ଉଚିତ ନୁହେଁ। ଯଦି ଆପଣ କୌଣସି ନଦୀରେ ସ୍ନାନ କରୁଛନ୍ତି, ତାହେଲେ ନଦୀକୁ ପ୍ରଥମେ ପ୍ରଣାମ କରି ନଦୀ ଭିତରକୁ ପ୍ରବେଶ କରନ୍ତୁ। ଖାଦ୍ୟ ଖାଇବା ସମୟରେ ପ୍ରଥମେ ଈଶ୍ୱରଙ୍କୁ ଭୋଗ ଅର୍ପଣ କରନ୍ତୁ ତାପରେ ଭୋଜନ ଗ୍ରହଣ କରନ୍ତୁ।

ସକାଳୁ ସ୍ନାନ ସାରି ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ, ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ। ଅଧିକାଂଶ ମହିଳା ମାନେ ସ୍ନାନ କରିବାର ତୁରନ୍ତ ପରେ ସିନ୍ଦୂର ଲଗାଇ ଥାଆନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। ଏହାଦ୍ବାରା ମହିଳାଙ୍କ ପତିଙ୍କ ଆୟୁଷ ହାନୀ ହୋଇଥାଏ। ଏହାସହିତ ମନରେ ଅନେକ ନକରାତ୍ମକ ଭାବନା ଜାଗ୍ରତ ହୋଇଥାଏ।

ତେଣୁ ଏଭଳି ଭୂଲ କରନ୍ତୁ ନାହିଁ। ନଚେତ ପରମୁହୁର୍ତ୍ତରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡି ପାରେ। ସ୍ନାନ କରିବା ସମୟରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରିବା ଅନୁଚିତ, କାରଣ ଏହି ଦିଗ ପିତୃପୁରୁଷଙ୍କୁ ସମର୍ପିତ ଅଟେ। ଏହାସହିତ ସୂର୍ଯ୍ୟାସ୍ତ ପରେ ସ୍ନାନ କରୁଥିବା ବ୍ୟକ୍ତି ସର୍ବଦା କଷ୍ଟ ଭୋଗିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *