Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୪ ଜାନୁଆରୀ ୨୦୨୩ , ବୁଧବାର : କର୍କଟ, କୁମ୍ଭ ରାଶିର ଲୋକଙ୍କର ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ

ସେୟାର୍ କରନ୍ତୁ

ମେଷ ରାଶି:- ପ୍ରୟାସରେ ସଫଳ ରହିବେ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରୀ କ୍ଷେତ୍ରରେ ପ୍ରଶଂସା ମିଳିବ। ବ୍ୟବସାୟ ବ୍ୟାପାରରେ ଲାଭ ମିଳିବ। କୌଣସି ବଡ଼ କାମ କରିବାକୁ ମନ ବଳାଇବେ। ସେୟାର ମାର୍କେଟ ଏବଂ ମ୍ୟୁଚାଲଫଣ୍ଡ ଇତ୍ୟାଦିରେ ଶିଘ୍ରତା କରନ୍ତୁ ନାହିଁ। ଲାଭ ହେବ।

ବୃଷ ରାଶି:- ସ୍ୱାସ୍ଥ୍ୟ ଖରାପ ହୋଇପାରେ ଅବହେଳା କରନ୍ତୁ ନାହିଁ। ଦୂରରୁ ଦୁଃଖ ସମାଚାର ପ୍ରାପ୍ତ ହୋଇପାରେ। ବ୍ୟର୍ଥରେ ବ୍ୟସ୍ତ ରହିବେ। ବିବାଦ ଦ୍ୱାରା ସ୍ୱାଭିମାନକୁ ଆଘାତ ଲାଗିପାରେ। କାମରେ ମନ ଲାଗିବ ନାହିଁ। ଚାକିରୀରେ କାର୍ଯ୍ୟ ଅଧିକ ହେବ। ଦେବାନେବାରେ ଶିଘ୍ରତା କରନ୍ତୁ ନାହିଁ। ଆୟରେ ବୃଦ୍ଧି ହେବ। ବିପଦ ନିଅନ୍ତୁ ନାହିଁ।

ମିଥୁନ ରାଶି:- ବେକାର ଖର୍ଚ୍ଚ ଅଧିକ ହେବ। ଶତ୍ରୁ ଭୟ ରହିବ। ଶାରୀରିକ କଷ୍ଟରେ ବାଧା ଉତ୍ପନ୍ନ ହୋଇପାରେ। ଦୂରରୁ ଶୁଭ ସମାଚାର ପ୍ରାପ୍ତ ହୋଇପାରେ। ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ନୂତନ କାମ କରିବାକୁ ମନ ବଳାଇବେ। ଦୂର ଯାତ୍ରା କରିବାର ଯୋଜନା କରିବେ। ବ୍ୟବସାୟରେ ଲାଭ ହେବ। ଚାକିରୀରେ ଶାନ୍ତି ରହିବ। ବିପଦ ନିଅନ୍ତୁ ନାହିଁ।

କର୍କଟ ରାଶି:- ଅଧିକ ଲାଭ ହୋଇପାରେ। ରୋଜଗାର କରିବାର ଚେଷ୍ଟା ସଫଳ ରହିବ। ବ୍ୟବସାୟିକ ଯାତ୍ରା ଲାଭଦାୟକ ରହିବ। ନିବେଶ ଶୁଭ ରହିବ। ଚାକିରୀରେ ଉନ୍ନତି ହେବାର ଯୋଗ ଅଛି। କୌଣସି ବଡ଼ ସମସ୍ୟାର ଅନ୍ତ ହୋଇପାରେ। ବିପଦ କିମ୍ବା ଆଇନଗତ କାର୍ଯ୍ୟକୁ ଏଡାଇ ଦିଅନ୍ତୁ। କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ ରାଶି:- କୌଣସି ବଡ଼ ଖର୍ଚ୍ଚ ସାମ୍ନାକୁ ଆସିପାରେ। ଋଣ ନେବାକୁ ପଡିପାରେ। କୁସଙ୍ଗତ ଠାରୁ ଦୂରେଇ ରୁହନ୍ତୁ। କୌଣସି ବ୍ୟକ୍ତିଙ୍କ କାମର ଦାୟିତ୍ୱ ନିଅନ୍ତୁ ନାହିଁ। ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। ହେବାକୁ ଥିବା କାମ ଖରାପ ହୋଇପାରେ। ବିବାଦକୁ ବଢ଼ାନ୍ତୁ ନାହିଁ। ଚିନ୍ତା ତଥା ଚାପରେ ରହିବେ। ବ୍ୟାପାର ଠିକ ଚାଲିବ। କାର୍ୟ୍ଯ କୁଶଳତା କମ ହେବ।

କନ୍ୟା ରାଶି:- ଘରର ଛୋଟ ସଦସ୍ୟଙ୍କ ଚିନ୍ତା ରହିବ। ବ୍ୟବସାୟିକ ଯାତ୍ରା ସଫଳ ରହିବ। ଋଣ ଦେଇଥିବା ରାଶି ଫେରସ୍ତ ମିଳିପାରେ। ଲାଭର ଅବସର ହାତକୁ ଆସିବ। କୌଣସି ବଡ଼ କାମ କରିବାକୁ ମନ ହେବ। ଭାଗ୍ୟର ସହଯୋଗ ମିଳିବ। ବ୍ୟାପାର ମନନୁକୂଳ ରହିବ। ଶିଘ୍ରତା କରନ୍ତୁ ନାହିଁ।

ତୁଳା ରାଶି:- ନୂତନ ଯୋଜନା ପ୍ରସ୍ତୁତ କରିବେ। କାର୍ଯ୍ୟପ୍ରଣାଳୀରେ ଉନ୍ନତି ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ସୁଖର ସାଧନ ବନିବ। ଲାଭର ଅବସର ହାତକୁ ଆସିବ। ବ୍ୟବସାୟ ଲାଭଦାୟକ ହେବ। ନିବେଶ ଶୁଭ ରହିବ। ଚାକିରୀରେ ଅଧିକାରୀ ପ୍ରସନ୍ନ ରହିବେ। ଧନ ହାନି ହୋଇପାରେ। ସାବଧାନ ରହିବେ। କ୍ଳାନ୍ତ ଅନୁଭବ ହେବ।

ବିଛା ରାଶି:- ବିବାହ ପ୍ରସ୍ତାବ ମିଳିପାରେ। ଶାରୀରିକ କଷ୍ଟ ସମ୍ଭବ ଅଟେ। ଅଜଣା ଭୟ ରହିବ। ଚିନ୍ତା ତଥା ଚାପରେ ରହିବେ। ତନ୍ତ୍ର ମନ୍ତ୍ରରେ ରୁଚି ଜାଗ୍ରତ ହେବ। କୌଣସି ପରିଚିତ ଲୋକଙ୍କ ମାର୍ଗଦର୍ଶନ ହୋଇପାରେ। କୋର୍ଟ କଚେରୀ ମାମଲାରେ କାର୍ଯ୍ୟ ଅନୁକୂଳ ରହିବ। ଲାଭର ଅବସର ହାତକୁ ଆସିବ।

ଧନୁ ରାଶି:- ସ୍ୱାସ୍ଥ୍ୟ କମଜୋର ରହିବ। ବାହାନ ମେସିନ ଏବଂ ଅଗ୍ନି ଆଦିରେ ବ୍ୟବହାରରେ ସାବଧାନ ରହିବେ। କାରବାରରେ ଶିଘ୍ରତା କରନ୍ତୁ ନାହିଁ। ବିବାଦରେ କ୍ଳେଶ ରହିପାରେ। ପାର୍ଟନରଙ୍କ ସହିତ ମତଭେଦ ହୋଇପାରେ। ବ୍ୟସ୍ତ ରବିବେ। ବ୍ୟବସାୟ ଠିକ ଚାଲିବ। ଆୟ ବନିରହିବ। ଲାଭ ପାଇଁ ଚେଷ୍ଟା କରନ୍ତୁ।

ମକର ରାଶି:- ଆଇନଗତ ମାମଲା ଠିକ ହୋଇ ସ୍ଥିତି ଅନୁକୂଳ ହୋଇଯିବ। ବ୍ୟବସାୟିକ ଯାତ୍ରା ସଫଳ ରହିବ। ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ। କୌଣସି ଏମିତି କାର୍ଯ୍ୟ କରନ୍ତୁ ନାହିଁ ଯେଉଁଥିରେ ଅପମାନ ଥିବ। ବ୍ୟାପାର-ବ୍ୟବସାୟ ଅନୁକୂଳ ରହିବ। ନିବେଶ ବୁଝି ବିଚାରି କରନ୍ତୁ। ଚାକିରୀରେ ଶାନ୍ତି ରହିବ। ବନ୍ଧୁଙ୍କ ସହଯୋଗ ମିଳିବ।

କୁମ୍ଭ ରାଶି:- ଚାକିରୀରେ ଅଧିକାର ମିଳିପାରେ। ସୁଖ ସାଧନ ମିଳିବ। ଭୂମି ଭବନ ସମ୍ବଦ୍ଧିତ ଯୋଜନା ପ୍ରସ୍ତୁତ କରିବେ। ବଡ଼ ସୌଦା ବଡ଼ ଲାଭ ଦେବ। ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ସ୍ୱାସ୍ଥ୍ୟ ସମ୍ବଦ୍ଧିତ ଚିନ୍ତା ବନିରହିବ। ଆଶଙ୍କାରେ ରହିବେ। କାର୍ଯ୍ୟରେ ବାଧା ସମ୍ଭବ ଅଟେ। ଉତ୍ସାହ ବନିରହିବ।

ମୀନ ରାଶି:- ବୁଦ୍ଧିର ପ୍ରୟୋଗ କରନ୍ତୁ। ସମସ୍ୟା କମ ହେବ। ଶାରୀରିକ କଷ୍ଟ ସମ୍ଭବ ଅଟେ। ଅଜ୍ଞାତ ଭୟ ବନି ରହିବ। ଯାତ୍ରା ମନରଞ୍ଜନ ଭରା ରହିବ। ସ୍ୱାଦିଷ୍ଟ ଖାଦ୍ୟର ଆନନ୍ଦ ପ୍ରାପ୍ତ ହେବ। କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତ ହେବ। ଲାଭର ଅବସର ହାତକୁ ଆସିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *