Excuse Me Odisha

ଯାହା କହିବୁ ସତ କହିବୁ

୩୦ ବର୍ଷ ପରେ ଶନିଦେବଙ୍କ କୃପାରୁ ଏହି ୬ ଗୋଟି ରାଶିର ଲୋକେ ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ବର୍ଷ ଆରମ୍ଭରେ ହେବାକୁ ଯାଉଛି ଶନିଦେବଙ୍କର ରାଶି ପରିବର୍ତ୍ତନ। ଜାନୁଆରୀ ୧୭ ତାରିଖ ଠାରୁ ବଦଳି ଯିବ ଶନିଦେବଙ୍କ ଚଳନ, ଯାହାଦ୍ଵାରା ୫ ଗୋଟି ରାଶିର ଲୋକଙ୍କ ଉପରେ ଏହାର ଶୁଭ ପ୍ରଭାବ ଦେଢ଼ ବର୍ଷ ଯାଏଁ ଦେଖିବାକୁ ମିଳିବ। ଶନି ଗ୍ରହ ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହି ପାଞ୍ଚଟି ରାଶିର ଲୋକଙ୍କ ଭାଗ୍ୟ ବଦଳି ଯିବ। ଶନିଦେବ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି।

ଶନି ଗ୍ରହକୁ ନ୍ୟାୟର ଦେବତା ବୋଲି କୁହାଯାଇଛି। ଶନି ଗ୍ରହ ଭଲ କର୍ମ କରୁଥିବା ଲୋକଙ୍କୁ ଶୁଭ ଫଳ ପ୍ରଦାନ କରିଥାନ୍ତି ଏବଂ ଖରାପ କର୍ମ କରିଥିବା ମନୁଷ୍ୟଙ୍କୁ ଦଣ୍ଡ ଦେଇଥାନ୍ତି। ସେହି ବ୍ୟକ୍ତିର ଜୀବନ ନର୍କ ସମାନ ହୋଇ ଯାଇ। ଯେଉଁ ବ୍ୟକ୍ତିର ମନରେ ଦୟା, ପ୍ରେମ ଭାବନା ରହିଥାଏ, ଭଗବାନ ଶନିଙ୍କ କୃପା ଦୃଷ୍ଟି ସର୍ବଦା ତାଙ୍କ ଉପରେ ରହିଥାଏ। ତେବେ ଆପଣଙ୍କୁ କହି ରଖୁଛୁ, ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ତୃତୀୟ ଭାବ, ଷଷ୍ଠ ଭାବ, ଅଷ୍ଟମ ଭାବ, ଏକାଦଶ ଭାବରେ ଏହି ଉତ୍ତମ ପରିଣାମ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ନୂଆବର୍ଷ ୨୦୨୩ରେ କେଉଁ ପାଞ୍ଚଟି ରାଶିର ଲୋକେ କୋଟିପତି ହେବାକୁ ଯାଉଛନ୍ତି।

ମେଷ ରାଶି :- ଏହି ରାଶିର ଲୋକଙ୍କ ପାଇଁ ଶନି ଗ୍ରହର ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଘରେ ଧନଧାନ୍ୟ ବୃଢ଼ିହେବ। ଭଗବାନ ଶନିଙ୍କ କୃପାରୁ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ନୂଆବର୍ଷ ଆଇଅନଙ୍କ ବ୍ୟବସାୟରେ ପ୍ରଗତି ହେବାର ସମ୍ଭାବନା ରହିଛି। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ବୈବାହିକ ଜୀବନକୁ ସୁଦୃଢ କରିବା ପାଇଁ ଆପଣଙ୍କୁ ବୁଝାମଣା ଠିକ୍ ରଖିବାକୁ ପଡ଼ିବ। ବିଦେଶରେ ଆପଣଙ୍କ କମ୍ପାନୀର ବିସ୍ତାର ହେବ।

ମିଥୁନ ରାଶି :- ଶନି ଗ୍ରହ ଏହି ରାଶିର ନବମ ଭାବର ସ୍ବାମୀ ଅଟନ୍ତି। ଶନିଦେବ ଭାଗ୍ୟ ଭାବରେ ଗୋଚର କରିବେ। ଯାହାଫଳରେ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର ଅଟକି ସହିଥିବା କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ। ଧନଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ।

କନ୍ୟା ରାଶି :- ଏହି ରାଶିର ଷଷ୍ଠ ଭାବରେ ଶନି ଗ୍ରହ ଗୋଚର କରିବେ। ଏହାଦ୍ବାରା କୌଣସି ଶତ୍ରୁ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ। ଯଦି ଆପଣ ବିଦେଶ ଯିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କର ସ୍ବପ୍ନ ସତ ହେବ। ଆସୁଥିବା ସମୟରେ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଶନି ଗ୍ରହର ଦୃଷ୍ଟି ଆପଣଙ୍କ ଖର୍ଚ୍ଚ ଉପରେ ପ୍ରଭାବ ପକାଇ ପାରେ। ତେଣୁ ଶନି ଗ୍ରହର ଏହି ଗୋଚର ସମୟରେ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ।

ତୁଳା ରାଶି :- ଏହି ରାଶିର ପଞ୍ଚମ ଭାବରେ ଶନି ଗ୍ରହ ଗୋଚର କରିବେ। ଶନିଦେବ ଏହି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରଦାନ କରିଥାନ୍ତି।କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ନୂଆବର୍ଷରେ ଆପଣଙ୍କର ବ୍ୟବସାୟରେ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ହେବ। କ୍ୟାରିୟରକୁ ନେଇ ଚିନ୍ତିତ ରହି ପାରନ୍ତି। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ଧନୁ ରାଶି :- ଜାନୁଆରୀ ୧୭ ତାରିଖ ଠାରୁ ଶନି ଗ୍ରହର ସାଢେ଼ସାତି ଶେଷ ହୋଇଯିବ।୧୭ ଜାନୁଆରୀ ପରେ ଶନିଦେବ ଏହି ରାଶିର ତୃତୀୟ ଭାବରେ ଗୋଚର କରିବେ। ଏହିବର୍ଷରେ ଆପଣ ନିଜର ନୂଆ କାର୍ଯ୍ୟ ଆରମ୍ଭ କରି ପାରିବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ପିତାମାତାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ। ଭଗବାନ ଶନିଙ୍କ କୃପାରୁ ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *