Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ପୂର୍ବରୁ ନୋଟକୁ ନେଇ କରନ୍ତୁ ଏହି ଖାସ ଉପାୟ, ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନୂଆବର୍ଷ ଅବସରରେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ସମସ୍ତେ ସୁଖ ସୁବିଧାରେ ରହିବାକୁ ପସନ୍ଦ କରିଥାନ୍ତି। ଅର୍ଥ ସମସ୍ତଙ୍କର ସୁଖର କାରଣ ହେବା ସହିତ ବିନାଶର କାରଣ ମଧ୍ୟ ହୋଇଥାଏ। ଅଧିକାଂଶ ଲୋକଙ୍କ ପାଖରେ ଅର୍ଥ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରେ ନାହିଁ। ଯାହାଫଳରେ ଅର୍ଥର ଅଭାବ ଦେଖା ଦେଇଥାଏ। ମାସ ଶେଷ ହେବା ସହିତ ପାଖରେ ଅର୍ଥ ମଧ୍ୟ ରହି ନଥାଏ। ଏହିସବୁ ସମସ୍ୟା ପ୍ରାୟତଃ ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ।

ଦେବୀ ଲକ୍ଷ୍ମୀ ଯେଉଁମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି, ସେମାନଙ୍କୁ କେବେବି ଅର୍ଥର ଅଭାବ ହୋଇ ନଥାଏ। ଏହାସହିତ ଘରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। କିନ୍ତୁ ଦେବୀ ଲକ୍ଷ୍ମୀ କ୍ରୋଧିତ ହେଲେ ଭାଗ୍ୟ ମଧ୍ୟ ସପକ୍ଷରେ ରହି ନଥାଏ। ଆହୁରି ମଧ୍ୟ ବ୍ୟକ୍ତିର କୁଣ୍ଡଳୀରେ ବୁଧ ଗ୍ରହ ଦୁର୍ବଳ ରହିଲେ, ଅର୍ଥ ଅଧିକ ସମୟ ତିଷ୍ଠି ରହି ନଥାଏ। ସେହିପରି ଶୁକ୍ର ଗ୍ରହ ଅଶୁଭ ସ୍ଥିତିରେ ରହିଲେ, ଆର୍ଥିକ ଅଭାବ ଅନଟନ ଦେଖା ଦେଇଥାଏ। ତେଣୁ କିଛି ଖାସ କାର୍ଯ୍ୟ ଅଛି, କାହାକୁ ଆପଣ ଧ୍ୟାନ ଦେବା ଆବଶ୍ୟକ।

ପ୍ରଥମେ ଆପଣ ଜାଣି ରଖନ୍ତୁ କି, ଦେବୀ ଲକ୍ଷ୍ମୀ ଅତ୍ୟନ୍ତ ଚଞ୍ଚଳା ହୋଇଥାନ୍ତି। ତେଣୁ କେବେବି ଧନ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହେ ନାହିଁ। ତେବେ ଆସନ୍ତୁ ଧନ ସଞ୍ଚୟ କରିବାର ଖାସ ଉପାୟ ବିଷୟରେ ଜାଣିବା। କିନ୍ତୁ ପ୍ରଥମେ ଜାଣି ରଖନ୍ତୁ କି, ଯଦି ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଓ ବୃହସ୍ପତି ଗ୍ରହ ଶୁଭ ସ୍ଥିତିରେ ରହିଛି, ତାହେଲେ ଆପଣଙ୍କୁ କେବେବି ଧନର ଅଭାବ ରହିବ ନାହିଁ। ଯଦି ଆପଣ ନିଜ ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବେ ଏବଂ ଧନଭଣ୍ଡାର ଘରକୁ ଭଲଭାବରେ ରଖିବେ ତାହେଲେ ନିଶ୍ଚିତ ଭାବରେ ଧନ ସଞ୍ଚୟ ହୋଇ ପାରିବ।

ରୋଷେଇ ଘର ଭିତରେ ହଳଦିଆ କପଡ଼ାରେ ଦୁଇଟି ହଳଦୀ ଖଣ୍ଡ ରଖି ବାନ୍ଧି ରଖି ଦିଅନ୍ତୁ। ଶନିବାର ଦିନ ଅସହାୟ ଲୋକଙ୍କୁ କିଛି ଅର୍ଥ ବା ଭୋଜନ ବଣ୍ଟନ କରନ୍ତୁ। ଏହିସବୁ କଲେ ଆପଣଙ୍କର ଧନ ସଞ୍ଚୟ ହୋଇ ପାରିବ। କିନ୍ତୁ ଆଜିର ବିଷୟ ହେଉଛି ଆପଣ ୧୦ ଟଙ୍କିଆ ନୋଟରେ କଣ ଗୁଡ଼ାଇ ରଖିଲେ ଧନ ସଞ୍ଚୟ ହୋଇ ପାରିବ। ତେବେ ଗୋଟେ କଞ୍ଚା ହଳଦୀର ଖଣ୍ଡ ନିଅନ୍ତୁ। ଏହାକୁ ଛୋଟ ଛୋଟ କାଟି ଦିଅନ୍ତୁ।

ଛୋଟ ଦୁଇଟି ଖଣ୍ଡ ନେଇ ଦଶ ଟଙ୍କିଆ ନୋଟରେ ରଖି ଭଲଭାବରେ ମୋଡ଼ି ଦିଅନ୍ତୁ। ତାପରେ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ବୃହସ୍ପତି, ବୁଧ, ମଙ୍ଗଳ, ଶୁକ୍ର ଗ୍ରହ ଶୁଭ ସ୍ଥିତିରେ ରହିବେ। ଏହି ଉପାୟକୁ ନିଶ୍ଚିତ ଭାବରେ ନୂଆବର୍ଷ ଦିନ ପ୍ରୟୋଗ କରନ୍ତୁ। ଏହାଦ୍ବାରା ଆପଣଙ୍କୁ କେବେବି ଅର୍ଥର ଅଭାବ ହେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *