Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ୮ , ୯୦ ବର୍ଷ ପରେ ଦୃଶ୍ୟମାନ ହେବ କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ରମା , ଏହି ଚାରିଗୋଟି ରାଶିଙ୍କର ଲାଗିବ ଲଟେରୀ :-

ସେୟାର୍ କରନ୍ତୁ

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଗ୍ରହଣ ସହିତ ରହିଛି । ଏହି ଗ୍ରହଣ ଚାରୋଟି ରାଶିର ଭାଗ୍ୟ ଖୋଲିଦେବ । ଯାହାଦ୍ୱାରା ଏମାନଙ୍କୁ ଅନେକ ଲାଭ ମିଳିବାକୁ ଯାଉଛି । ଏମିତିରେ ତ ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ଅନେକ ମହତ୍ତ୍ୱ ରହିଛି । ଏହି ମାସକୁ ଧର୍ମ ମାସ ବୋଲି ମଧ୍ୟ କୁହାଯାଏ । ଏପରି କୁହାଯାଏ ଯେ ଏହି ସମୟରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟ ରୂପରେ ଜୀବିତ ରହନ୍ତି । ତେଣୁ ଏହି କାରଣରୁ କାର୍ତ୍ତିକ ମାସରେ ପବିତ୍ର ନଦୀ ସ୍ନାନ ଅତ୍ୟନ୍ତ ପୁଣ୍ୟଦାୟୀ ହୋଇଥାଏ । ଏହି ସମୟରେ ଦାନ କରିବା ଦ୍ୱାରା ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଏହିଦିନ କଣ କରିବା ଉଚିତ ଏବଂ କଣ ନୁହେଁ ।

ଏହିଦିନ ଦୀପ ଦାନର ଅନେକ ମହତ୍ତ୍ୱ ରହିଛି । ଏହି ଦିନ ମାତା ଲକ୍ଷ୍ମୀଙ୍କ ଆଗେରେ ଦୀପ ଜଳାଇଲେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ପୂର୍ଣ୍ଣିମାର ସିଧାସଳଖ ସମ୍ବନ୍ଧ ଚନ୍ଦ୍ରମା ସହିତ ହୋଇଥାଏ । ଏହାବ୍ୟତୀତ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କର ସ୍ଵତନ୍ତ୍ର ସମ୍ବନ୍ଧ ରହିଥାଏ । କାରଣ ଭଗବାନ ଶିବ ଚନ୍ଦ୍ରମାଙ୍କୁ ନିଜ ଜଟରେ ଧାରଣ କରିଥାନ୍ତି । ତେଣୁ ଏହିଦିନ ଚନ୍ଦ୍ରମା ବ୍ୟତୀତ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ପରମ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

ଏହିଦିନ ସତ୍ୟନାରାୟଣ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଯଦି ଆପଣ ଏହିଦିନ ପବିତ୍ର ନଦୀ ସ୍ନାନ ନକରି ପାରନ୍ତି ତେବେ ସ୍ନାନ ପାଣିରେ ଗଙ୍ଗା ଜଳ ନିଶ୍ଚୟ ମିଶାଇ ଦିଅନ୍ତୁ । ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି ନଭେମ୍ବର ୭ , ୪.୧୫ ମିନିଟରେ ଏବଂ ସମାପ୍ତ ହେବ ନଭେମ୍ବର ୮ ରେ ୪.୩୧ ମିନିଟରେ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଘରର ସଫାସୁତୁରା କରି ଘରର ମୁଖ୍ୟ ଦ୍ୱାରରେ ହଳଦୀ ମିଶା ପାଣିରେ ସିଞ୍ଚି ଦିଅନ୍ତୁ । ମୁଖ୍ୟଦ୍ୱାରର ଦୁଇ ପାର୍ଶ୍ଵରେ ରଙ୍ଗୋଲି ବନାନ୍ତୁ ।

ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘର ଉପରେ ନିଜର ଆଶୀର୍ବାଦ ବଜାୟ ରଖନ୍ତି । ଏହିଦିନ ତୁଳସୀରେ ପାଣି ଚଢ଼ାଇ ସତ୍ୟନାରାୟଣ କଥା ଶୁଣନ୍ତୁ । ମାତା ଲକ୍ଷ୍ମୀଙ୍କ ସାମ୍ନାରେ କ୍ଷୀରି ଭୋଗ ଏବଂ ଘିଅ ଦିଅ ଜଳାନ୍ତୁ । ଏଥିରୁ ଯାହାବି ସମ୍ଭବ ସୂତକ କାଳ ଲାଗିବା ପୂର୍ବରୁ କରନ୍ତୁ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଗରିବଙ୍କୁ ନିଜ ସାମ୍ୟର୍ଥ ଅନୁଯାୟୀ ଦାନ ଦକ୍ଷିଣା ଦିଅନ୍ତୁ ।

ଏହି ପୂର୍ଣ୍ଣିମାରେ ଅନେକ ରାଶିର ଭାଗ୍ୟ ବଦଳିବାକୁ ଯାଉଛି । କନ୍ୟା ରାଶି ମାନଙ୍କ ପାଇଁ ଏହି ଗ୍ରହଣ ଅନେକ ଶୁଭ ପରିଣାମ ଆଣିବାକୁ ଯାଉଛି । ସେମାନଙ୍କ ପରିଶ୍ରମର ଫଳ ମିଳିବାକୁ ଯାଉଛି । ସରକାରୀ କ୍ଷେତ୍ରରେ ଜଡ଼ିତ କିଛି କାମରେ ଅଧିକ ଲାଭ ମିଳିବାକୁ ଯାଉଛି । ଏମାନଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ମଜବୁତ ହେବାକୁ ଯାଉଛି । ସେମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । ଶନିଙ୍କ ସ୍ଥିତି କାରଣରୁ ଧନ ପ୍ରାପ୍ତି ହେବାକୁ ଯାଉଛି ।

ଆର୍ଥିକ ସମସ୍ୟା ଶେଷ ହେବାକୁ ଯାଉଛି ଏବଂ କୌଣସି କାମରେ ଥିବା ବିଘ୍ନ ମଧ୍ୟ ଦୂର ହେବାକୁ ଯାଉଛି । ଭାଗିଦାରୀରେ ଯଦି କାମ କରିବାକୁ ଯାଉଛନ୍ତି ତେବେ ଭାଲ ଲାଭ ମିଳିବାକୁ ଯାଉଛି । ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବାକୁ ଯାଉଛି । ନିବେଶରେ ଲାଭ ମିଳିବାର ଆଶା ରହିଛି । ଋତୁ ପରିବର୍ତ୍ତନର ପ୍ରଭାବ ପଡ଼ିବାକୁ ଯାଉଛି ।

ତେଣୁ ଉଚିତ ସାବଧାନତା ଅବଲମ୍ବନ କରିବା ଉଚିତ । ଖର୍ଚ୍ଚ ବଢିବାକୁ ଯାଉଛି । ସଂଯମତା ରକ୍ଷା କରିବା ନିହାତି ଆବଶ୍ୟକ । ତେଣୁ ମାନସିକ ସନ୍ତୁଳନ ବଜାୟ ରଖନ୍ତୁ । କୁମ୍ଭ ରାଶି ମାନଙ୍କ ପାଇଁ ମଧ୍ୟ ସମୟ ଅତ୍ୟନ୍ତ ଭଲ ହେବାକୁ ଯାଉଛି । ଆର୍ଥିକ ସମସ୍ୟାର ସମାପ୍ତି ହେବାକୁ ଯାଉଛି । ମାନ ସମ୍ମାନରେ ବୃଦ୍ଧି ହେବାକୁ ଯାଉଛି । ଅଟକି ରହିଥିବା ଅର୍ଥ ପୁଣି ମିଳିବ । ପରିବାର ସଦସ୍ୟଙ୍କ ସହାୟତା ମିଳିବ । ଚାକିରୀ ମିଳିପାରେ ଏବଂ ଅବିବାହିତଙ୍କୁ ନିଜର ସାଥି ମିଳିପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *