Excuse Me Odisha

ଯାହା କହିବୁ ସତ କହିବୁ

ଯଦି କୌଣସି ମନୁଷ୍ୟଙ୍କୁ ଏହି ୫ ଟି ସଂକେତ ମିଳୁଛି ତ ସେ ଜୀବନରେ ବହୁତ ପାପ କରିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି କୌଣସି ମନୁଷ୍ୟଙ୍କୁ ଏହି ୫ ଟି ସଂକେତ ମିଳୁଛି ତ ସେ ଜୀବନରେ ବହୁତ ପାପ କରିଥାଏ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଏମିତି ୫ ଟି ସଂକେତ ବିଷୟରେ କହିଛନ୍ତି ଯଦି କୌଣସି ମନୁଷ୍ୟଙ୍କୁ ଏହି ୫ ଟି ସଂକେତ ମିଳୁଛି ତ ସେହି ମନୁଷ୍ୟ ନିଜ ଜୀବନରେ ଜଣା ଅଜଣାତରେ ବହୁତ ପାପ କରିଛନ୍ତି। ଭଗବାନ ଏହି ସଂକେତ ଦ୍ୱାରା ମନୁଷ୍ୟଙ୍କୁ ବୁଝାଇଥାନ୍ତି ଯେ ସେ ପାପରୁ ମୁକ୍ତି ପାଇଁ ଠିକ କର୍ମ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମନୁଷ୍ୟ ଯାହାବି କର୍ମ କରିଥାଏ ତ ତାର ଫଳ ତାକୁ ନିଶ୍ଚୟ ମିଳିଥାଏ ହୋଇପାରେ ତାହା ଭଲ କର୍ମ କରିଥାଉ କିମ୍ବା ଖରାପ କର୍ମ କରିଥାଉ।

ତାକୁ ପ୍ରତ୍ୟକ କର୍ମର ଫଳ କୌଣସି ନାଁ କୌଣସି ରୂପରେ ପ୍ରାପ୍ତ ହୋଇଥାଏ। ହୋଇପାରେ ସେ ତାର ତନରୁ ପାପ କରିଥାଉ କିମ୍ବା ମନରୁ କିମ୍ବା ଛୋଟ ହେଉ କି ବଡ଼ ତାକୁ ପାପ କର୍ମର ଫଳ ଅବଶ୍ୟ ମିଳିଥାଏ। ଜାଣିଶୁଣି କରିଥିବା ପାପ ତ ମନୁଷ୍ୟ ଜାଣି ପାରିଥାଏ କିନ୍ତୁ ଅଜାଣତରେ କରିଥିବା ପାପକୁ କୌଣସି ମନୁଷ୍ୟ କେମିତି ଜାଣିପାରିବ। କିଛି ଲୋକଟି ପାପ କରିଥାନ୍ତି କିନ୍ତୁ ତାଙ୍କୁ କର୍ମ ପାପର ସହିତ ମାନାଯାଏ ନାହିଁ। କିଛି ଲୋକ ଖରାପ କାମକୁ ବି ଭଲ ଭାବି କରିଥାନ୍ତି କିନ୍ତୁ ଗରୁଡ଼ ପୁରାଣ ଅନୁସାରେ ଏହା ଏକ ପ୍ରକାରର ପାପ ହୋଇଥାଏ। ଏଥିପାଇଁ ମନୁଷ୍ୟଙ୍କୁ ଶାସ୍ତ୍ରର ଅଧ୍ୟୟନ କରିବାକୁ ପରାମର୍ଶ ଦିଆଯାଇଛି।

ଶାସ୍ତ୍ର ଅନୁସାରେ ଯେଉଁ ମନୁଷ୍ୟ କର୍ମ କରିଥାଏ ସେ ସୁଖୀ ଜୀବନ ବ୍ୟତିତ କରିଥାଏ। ତାର ଦ୍ୱାରା ଅଜାଣତରେ ବି ହୋଇଯାଇଥିବା କୌଣସି ପାପ ହୋଇନଥାଏ କିନ୍ତୁ ଗରୁଡ଼ ପୁରାଣ ଅନୁସାରେ ମନୁଷ୍ୟ ପ୍ରାୟଶ୍ଚିତ କରି ତାର ଦ୍ୱାରା ହୋଇଥିବା ସବୁ ପାପରୁ ମୁକ୍ତି ପାଇପାରିବ। ଯଦି କେହି ଜାଣିଶୁଣି ପାପ କରିଥାଏ ତ ଏମିତି ପାପରୁ ମୁକ୍ତି ପୃଥିବୀରେ ନାହିଁ କିନ୍ତୁ କେହି ଯଦି ଅଜଣାତରେ କୌଣସି ବି ପ୍ରକାରର ପାପ କର୍ମ କରିଥାଏ ତ ତାର ମୁକ୍ତି ପାଇଁ କିଛି ଉପାୟ କୁହାଯାଇଛି।

ଗରୁଡ଼ ପୁରାଣ ଅନୁସାରେ ଯେବେବି ମନୁଷ୍ୟ ଦ୍ୱାରା ପାପ ହୋଇଥାଏ ତ ତାକୁ ଭଗବାନ ବିଭିନ୍ନ ପ୍ରକାରର ସଂକେତ ଦେଇଥାନ୍ତି ଯାହା ଦ୍ୱାରା ସେ ପ୍ରାୟଶ୍ଚିତ କରିପାରିବ। ଭଗବାନ ମନୁଷ୍ୟଙ୍କୁ ଏମିତି ୫ ଟି ସଂକେତ ଦେଇଥାନ୍ତି ଯାହା ଦ୍ୱାରା ମନୁଷ୍ୟଙ୍କୁ ବୁଝିଯିବା ଉଚିତ କି ତାଙ୍କ ଦ୍ୱାରା ଅଜାଣତରେ ବହୁତ ପାପ ହୋଇଛି ଏବଂ ଏବେ ତାକୁ ଏହିସବୁ ପାପରୁ ମୁକ୍ତି ପାଇବା ପାଇଁ ଭଗବାନଙ୍କ ଶରଣକୁ ଯିବା ଉଚିତ ଏବଂ ପୂଜା ପାଠ ଶୁଭ କାର୍ଯ୍ୟ ଆଦି ଦ୍ୱାରା ପ୍ରାୟଶ୍ଚିତ କରିବା ଉଚିତ। ଗରୁଡ଼ ପୁରାଣ ଅନୁସାରେ ପ୍ରତ୍ୟକ ପାପ ପାଇଁ ତପସ୍ୟା ବ୍ରତ ଆଦି ପ୍ରକାରର ଶୁଦ୍ଧି କାର୍ଯ୍ୟ କୁହାଯାଇଛି। ଅଜାଣତରେ ପାପ କର୍ମ ବିଷୟରେ ମନୁଷ୍ୟକୁ ଜଣାନଥାଏ। ତେବେ ଆସନ୍ତୁ ଜାଣିବା ଭଗବାନ ମନୁଷ୍ୟଙ୍କୁ ଏମିତି ୫ ଟି ସଂକେତ ଦେଇଥାନ୍ତି ଯାହା ଦ୍ୱାରା ମନୁଷ୍ୟଙ୍କୁ ବୁଝିଯିବା ଉଚିତ କି ତାଙ୍କ ଦ୍ୱାରା ଅଜାଣତରେ ବହୁତ ପାପ ହୋଇଛି।

ପ୍ରଥମ ସଂକେତ। ଯେଉଁ ଜିନିଷର ବହୁତ ଆବଶ୍ୟକତା ଅଛି ତାହା ତାଙ୍କୁ ମିଳିନଥାଏ। ଯଦି କୌଣସି ମନୁଷ୍ୟଙ୍କୁ ନିଜ ଜୀବନରେ ବହୁତ ପାପ କର୍ମ କରିଥାଏ ତ ତାର ଜୀବନରେ ଏମିତି ଏକ ସମୟ ଆସିଥାଏ ଯେବେ ତାଙ୍କୁ କୌଣସି ଜିନିଷର ବହୁତ ଆବଶ୍ୟକତା ଥାଏ କିନ୍ତୁ ତାଙ୍କୁ ସେହି ଜିନିଷ ମିଳିନଥାଏ। ଯେବେ କି ବ୍ୟକ୍ତିଙ୍କ ଜୀବନରେ ଏମିତି ସମୟ ଆସିଥାଏ ତାକୁ ଟଙ୍କାର ବହୁତ ଆବଶ୍ୟକତା ପଡିଥାଏ କିନ୍ତୁ ତାଙ୍କୁ ସେହି ସମୟରେ ଟଙ୍କା ମିଳିନଥାଏ। ସେ ଯେତେ ଚେଷ୍ଟା କଲେ ମଧ୍ୟ ଧନ ତାଙ୍କୁ ମିଳିନଥାଏ। ଏମିତି ପରିସ୍ଥିତି ଆସିଯାଏ ଯେ ଅନ୍ନ ମୁଠାଏ ବି ମିଳିନଥାଏ। ପାଣିର ଗୋଟେ ବୁନ୍ଦା ପାଇଁ ବି ଝୁରିବୁଲେ କିନ୍ତୁ ତାଙ୍କୁ ତାହା ମିଳେନାହିଁ। ତ ଏମିତି ସ୍ଥିତି ଆସିଲେ ମନୁଷ୍ୟଙ୍କୁ ବୁଝିନେବା ଉଚିତ କି ତାଙ୍କ ଦ୍ବାରା ଜଣା ଅଜାଣତରେ ବହୁତ ପାପ ହୋଇଛି ଏବଂ ସେହି ପାପରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରିବା ଉଚିତ।

ଦ୍ୱିତୀୟ ସଂକେତ। ତାର କେହି ନିଜର ରୁହନ୍ତି ନାହିଁ। ଯଦି କୌଣସି ମନୁଷ୍ୟଙ୍କୁ ଏମିତି ଲାଗିବ କି ତାର କେହି ନିଜର ନାହାନ୍ତି ସମସ୍ତେ ତାର ସାଥ ଛାଡି ଦେଇଛନ୍ତି ସେ ନିଜକୁ ଏକୁଟିଆ ଅନୁଭବ କରୁଛି। ତ ସେହି ସମୟରେ ସେହି ମନୁଷ୍ୟଙ୍କୁ ନିଜ ଦ୍ବାରା କରିଥିବା ପାପକୁ ମନେ ପକେଇବା ଉଚିତ।

ତୃତୀୟ ସଂକେତ। ନିଜର ମାନ ପ୍ରତିଷ୍ଠାକୁ ହରେଇ ଦେବା। କୌଣସି ମନୁଷ୍ୟ ନିଜର ମାନ ପ୍ରତିଷ୍ଠାକୁ ହରେଇ ଦେଇଥାଏ ତାର କେହି ବି ସମ୍ମାନ କରିନଥାନ୍ତି। ସମସ୍ତେ ତାଙ୍କୁ ହୀନ ଏବଂ ନୀଚ ଭାବିକାକୁ ଲାଗିଯାନ୍ତି। ତ ସେହି ବ୍ୟକ୍ତିକୁ ଏହା ବୁଝିନେବା ଉଚିତ କି ସେହି ମନୁଷ୍ୟ ଜୀବନ କାଳ ସମୟରେ ବହୁତ ପାପ କରିଛି। ଏବେ ଭଗବାନ ତାଙ୍କୁ ପ୍ରାୟଶ୍ଚିତ କରିବାର ଅବସର ଦେଇଛନ୍ତି।

ଚତୁର୍ଥ ସଂକେତ। ନିଜର ସବୁଠାରୁ ପ୍ରିୟ ଜିନିଷକୁ ହରେଇ ଦେବା। ଯଦି କୌଣସି ମନୁଷ୍ୟର ସବୁଠାରୁ ଅଧିକ ପ୍ରିୟ ଜିନିଷ ତା ଠାରୁ ଦୂରେଇ ଯାଉଛି ଏବଂ ସେହି ଜିନିଷକୁ ସମ୍ଭାଳି କରି ରଖିବାରେ ସେ ନିଜର ସମ୍ପୂର୍ଣ୍ଣ ଜୀବନ ବିତାଇ ଦେଇଥାଏ ଏବଂ ଅଚାନକ ହିଁ ସେ ଜିନିଷ ତା ଠାରୁ ଦୂରେଇ ଯାଉଛି ତ ଏହାବି ଭଗବାନଙ୍କ ସଂକେତ ଅଟେ। ବୁଝିନେବା ଉଚିତ କି ସେହି ମନୁଷ୍ୟ ଜୀବନ କାଳ ସମୟରେ ବହୁତ ପାପ କରିଛି। ଏବେ ଭଗବାନ ତାଙ୍କୁ ପ୍ରାୟଶ୍ଚିତ କରିବାର ଅବସର ଦେଇଛନ୍ତି।

ପଞ୍ଚମ ସଂକେତ। ଭୟଙ୍କର ସ୍ୱପ୍ନ ଦେଖାଦେବା। ଯଦି କୌଣସି ମନୁଷ୍ୟଙ୍କୁ ନିଦରେ ସବୁବେଳେ ଖରାପ ସ୍ୱପ୍ନ ଆସୁଛି। ସ୍ୱପ୍ନରେ ସ୍ତ୍ରୀ ମାନଙ୍କୁ ବିଳାପ କରୁଥିବାର ଦେଖନ୍ତି ସ୍ୱପ୍ନରେ ବାରମ୍ବାର ମଇଁଷି ଉପରେ ବସିଥିବାର କୌଣସି ବ୍ୟକ୍ତି ଦେଖାଯିବା ସ୍ୱପ୍ନରେ କଳା ରଙ୍ଗର କୌଣସି ସ୍ତ୍ରୀ ଆଲିଙ୍ଗନ ଦେଉଛି ଦେଖିବା ତ ତାକୁ ବୁଝିନେବା ଉଚିତ କି ସେହି ମନୁଷ୍ୟ ଜୀବନ କାଳ ସମୟରେ ବହୁତ ପାପ କରିଛି। ଏବେ ତାକୁ ସେହି ପାପରୁ ମୁକ୍ତି ପାଇବା ପାଇଁ ଭଗବାନଙ୍କ ଶରଣକୁ ଯିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *